କଳାମୁଗୁନି ପଥର କାରିଗରି ପାଇଁ ଏହି ଗାଁର ରହିଛି ପ୍ରସିଦ୍ଧି । ବଜାର ବ୍ୟବସ୍ଥା ଓ ପ୍ରୋତ୍ସାହନ ଅଭାବରୁ ବେଉସା…

କନକ ବ୍ୟୁରୋ : ସଙ୍କଟରେ କନ୍ଦାଗଡ଼ର ପଥର ଶିଳ୍ପ । ନିର୍ଜିବ ପଥରରେ ଜୀବନ ଭରି ଦେଉଥିବା ଶିଳ୍ପୀ ଆଜି ଅଲୋଡ଼ା । ଉପଯୁକ୍ତ ବଜାର ଓ ପ୍ରୋତ୍ସାହନ ଅଭାବରୁ ପରିବାର ପ୍ରତିପୋଷଣ ପାଇଁ ଚିନ୍ତାରେ ପଥର ଶିଳ୍ପୀ । କଳାହାଣ୍ଡି ଜିଲ୍ଲା ଆମପାଣି ନିକଟରେ ଥିବା ପଥର ଶିଳ୍ପୀଙ୍କ ଗାଁ ହେଉଛି କନ୍ଦାଗଡ଼ ।…

ୟୁଟ୍ୟୁବ୍ ଦେଖାଇଲା ରୋଜଗାରର ରାସ୍ତା । ସବାଇ ଘାସ, ଉଲ ଓ ଝୋଟରେ ତିଆରି ହେଉଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ

କନକ ବ୍ୟୁରୋ : ସବାଇ ଘାସରେ ତିଆରି ହେଉଛି ଚପଲ । ଏହି ଚପଲ ଦେଖିବାକୁ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଏହାକୁ ପସନ୍ଦ କରୁଛନ୍ତି ଗ୍ରାହକ । ବଜାରରେ ଦିନକୁ ଦିନ ଇକୋଫ୍ରେଣ୍ଡଲି ଜିନିଷର ଚାହିଦା ବଢ଼ୁଛି । ତେଣୁ ବାଲେଶ୍ୱର ବସ୍ତା ବ୍ଲକ ଅନ୍ତର୍ଗତ ନାବରା ଗାଁର ମହିଳା ମାନେ ସବାଇ ଘାସ, ଝୋଟ ଓ…

ନୂଆ ପ୍ରଣାଳୀରେ ଛତୁ ଚାଷ କରି ଚର୍ଚ୍ଚାରେ ବାଲେଶ୍ୱରର ଯୁବ ଚାଷୀ ମନୋରଞ୍ଜନ । ଧିଙ୍ଗିରି ଛତୁ, ପାଳ ଛତୁ, ମିଲ୍କ…

କନକ ବ୍ୟୁରୋ : ନୂଆ ପ୍ରଣାଳୀରେ ଛତୁ ଚାଷ । ବାପା କରୁଣାକରଙ୍କ ସହ ମିଶି ସେମି କମ୍ପୋଷ୍ଟ ଜରିଆରେ ଛତୁ ଚାଷ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ବାଲେଶ୍ୱର ରେମୁଣା ବ୍ଲକ ମଙ୍ଗଳପୁର ଗାଁର ମନୋରଞ୍ଜନ । ୨୦୨୦ରୁ ବିଏ ପାସ୍ କରିବା ପରେ ଏହି କାମରେ ଲାଗିପଡ଼ିଛନ୍ତି ମନୋରଞ୍ଜନ । ନୂଆ…

ଏକର ଏକର ଜମିରେ ନଳିତା ଚାଷ କରିଛନ୍ତି ବାଙ୍କୀ ବିଲିପଡ଼ା ଗାଁର ଚାଷୀ । ଦୀପାବଳିରେ କାଉଁରିଆ କାଠି ବିକ୍ରି କରି ରୋଜଗାର…

କନକ ବ୍ୟୁରୋ : ନଳିତା ଚାଷର ଗାଁ ବିଲିପଡ଼ା । ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ବିଲିପଡ଼ା ଗାଁର ପ୍ରାୟ ଦେଢ଼ଶହ ଚାଷୀ ନଳିତା ଚାଷକୁ ନିଜର ବୃତ୍ତି ରୂପେ ଆପଣେଇଛନ୍ତି । ଚଳିତ ବର୍ଷ ବନ୍ୟା ହୋଇ ନଥିବାରୁ ଭଲ ଅମଳ ହୋଇଥିବା କହିଛନ୍ତି ଚାଷୀ । ଫଳରେ ଏଥର ଦୀପାବଳୀରେ କାଉଁରିଆ କାଠି ବିକ୍ରିକରି ଭଲ…

ଦୀପାବଳି ପାଇଁ ଚାଲିଛି ଦୀପ ପ୍ରସ୍ତୁତି । ସୌର ଓ ବିଦ୍ୟୁତ ଚାଳିତ ଚକରେ ମାଟି ନିର୍ମିତ ଦୀପ ତିଆରି କରୁଛନ୍ତି କାରିଗର

କନକ ବ୍ୟୁରୋ : ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ କୁମ୍ଭାରଗୁଡା ଗାଁର କୁମ୍ଭାରଶାଳର ଚିତ୍ର କିଛି ଭିନ୍ନ ବୟାନ କରୁଛି । ପାରମ୍ପାରିକ ଚକ ବଦଳରେ ଏବେ ବିଦ୍ୟୁତ୍ ଓ ସୌର ଚାଳିତ ଚକରେ ତିଆରି ହେଉଛି ମାଟି ସାମଗ୍ରୀ । ପ୍ରତିବର୍ଷ ଦୀପାବଳି ସମୟରେ ମାଟି ଦିପର ଚାହିଦା ଅହେତୁକ ଭାବେ ବଢି…

ଅନୁଗୁଳରେ ଚାଲିଛି ଗଜଲକ୍ଷ୍ମୀ ପୂଜା,  କିଶୋରନଗର ପୂଜାର ମୁଖ୍ୟ ଆକର୍ଷଣ ଅନୁଗୁଳର ପ୍ରଥମ ଧନୁଯାତ୍ରା

କନକ ବ୍ୟୁରୋ : ଜମୁଛି ପୂଜା ମାହୋଲ । ଚାରିଆଡେ ଉତ୍ସାହ ଉଦ୍ଦିପନା । ଅନୁଗୁଳ କିଶୋରନଗର, ଖଣ୍ଡହତା ଓ ପିପଳବାହାଳ ଗାଁର ମିଳିତ ଉଦ୍ୟମରେ ଅନୁଷ୍ଠିତ ହେଉଛି ୬୧ ତମ ଗଜଲକ୍ଷ୍ମୀ ପୂଜା । ଲକ୍ଷ୍ମୀପୂଜାର ମୁଖ୍ୟ ଆକର୍ଷଣ ପାଲଟିଛି ଧନୁଯାତ୍ରା ମହୋତ୍ସବ । ଅନୁଗୁଳରେ ପ୍ରଥମ ଥର ପାଇଁ ମହାରାଜ…