Daily Archives

January 27, 2019

‘ମନ କି ବାତ୍’ କାର୍ଯ୍ୟକ୍ରମରେ ଯୁବ ଭୋଟରଙ୍କୁ ମତଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲ ! କହିଲେ ଭାରତର ନିର୍ବାଚନ…

କନକ ବ୍ୟୁରୋ : ମନ କି ବାତ୍ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ କି ବାତ୍ କାର୍ଯ୍ୟକ୍ରମରେ ନିର୍ବାଚନ କମିସନଙ୍କୁ ସେ ପ୍ରଶଂସା କରିଛନ୍ତି । କହିଛନ୍ତି ନିର୍ବାଚନ କମିସନ ଯୋଗୁଁ ଦେଶର ଗଣତନ୍ତ୍ର ମଜବୁତ ହୋଇଛି । ମୋଦିଙ୍କର ଏହା ହେଉଛି ମନ କି…

ଭାରତରେ କମିବ ଗରିବଙ୍କ ସଂଖ୍ୟା ! ୨୦୩୦ ପର୍ଯ୍ୟନ୍ତ ଅତ୍ୟନ୍ତ ଗରିବ ଦେଶ ତାଲିକାରୁ ହଟିବ ଦେଶ

କନକ ବ୍ୟୁରୋ : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଭାଷାରେ ଦାରିଦ୍ର‌୍ୟ ହେଉଛି ସବୁଠାରୁ ଭୟଙ୍କର ହିଂସା । ଭାରତକୁ ପୂର୍ବରୁ ଏକ ଗରିବ ଦେଶ ଭିତରେ ଗଣାଯାଉଥିଲା । ସର୍ବାଧିକ ଗରିବ ଥିବା ପ୍ରଥମ ଦଶଟି ଦେଶ ତାଲିକାରେ ସାମିଲ ଥିଲା ଦେଶ । କିନ୍ତୁ ଏବେ ଭାରତ ମୁଁଣ୍ଡରୁ ଖୁବ ଶୀଘ୍ର ଏହି କଳଙ୍କ…

ଅନ୍ୟ ଅଙ୍ଗ ତୁଳନାରେ ବେକ କଳା ଦେଖାଯାଉଥିଲେ ଆପଣାନ୍ତୁ ଏହି ଟିପ୍ସ ! ଦୂରେଇଯିବ ଚିହ୍ନ ।

ଆପଣଙ୍କ ମୁହଁର ରଙ୍ଗ ଧଳା ଥିବ ଓ ଆପଣ ସୁନ୍ଦର ଦେଖାଯାଉଥିବେ, ହେଲେ ଯଦି ବେକର ରଙ୍ଗ କଳା ହୋଇଯାଉଛି ତା’ହେଲେ ଆପଣ ଯେତେ ସୁନ୍ଦର ଥିଲେ ମଧ୍ୟ କେତେ ଖରାପ ଦେଖାଯିବେ କେବେ ଚିନ୍ତା କରିଛନ୍ତି? ବେକ କଳା ପଡ଼ିବାର ସାଧାରଣ କାରଣ ହେଉଛି ପରିଷ୍କାର ନ ରହିବା। ଏହା ସହ ଆହୁରି ଅନେକ କାରଣ ହୋଇଥାଏ…

ବାହାଘର ପାଇଁ ବରଫ ଉପରେ ୧୦ କମି ବାଟ ଚାଲିଚାଲି ଗଲା ବର ଓ ତାହାପରେ ହେଲା ବାହାଘର

କନକ ବ୍ୟୁରୋ : ସାରା ଦେଶରେ ବର୍ତମାନ ସମୟରେ ପ୍ରବଳ ମାତ୍ରାରେ ବରଫ ବର୍ଷିବାରେ ଲାଗିଛି । ଗଛପତ୍ର, ଘରଦ୍ୱାର ଆଦି ସମସ୍ତ ସ୍ଥାନ ବରଫରେ ଘୋଡାଇ ହୋଇ ରହିଛି । ସେଠାରେ ରହୁଥିବା ଲୋକମାନେ ଏହି କାରଣ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବରଫ ଯୋଗୁଁ ଅନେକ ରାସ୍ତା ଏବେବି ବନ୍ଦ…

କେନ୍ଦ୍ର ସରକାରଙ୍କ ନିକଟରେ ବାବା ରାମଦେବଙ୍କ ଦାବି ! ସାଧୁସନ୍ଥ ଓ ସନ୍ୟାସୀଙ୍କୁ ମିଳୁ ଭାରତ ରତ୍ନ

କନକ ବ୍ୟୁରୋ : ସାଧୁସନ୍ଥ ଓ ସନ୍ୟାସୀଙ୍କୁ ମିଳୁ ଭାରତ ରତ୍ନ । ଯୋଗଗୁରୁ ବାବା ରାମଦେବ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ଆସନ୍ତା ବର୍ଷ ସାଧୁସନ୍ଥ ଓ ସନ୍ୟାସୀଙ୍କୁ ମଧ୍ୟ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଉ । ସୂଚନାଯୋଗ୍ୟ ଭାରତ ରତ୍ନ ଦେଶର…

ସାତକୋଶିଆ ରାଇଗୁଡା ଏନକ୍ଲୋଜରରୁ ବାହାରିବ ହିଂସ୍ର ବାଘୁଣୀ ସୁନ୍ଦରୀ ! ନଜର ରଖିବାକୁ ସିମିଳିପାଳରୁ ଗଲେ ଦୁଇ ହାତୀ

କନକ ବ୍ୟୁରୋ : ବାଘୁଣୀକୁ ଜଗିବ ହାତୀ । ରାଇଗୁଡା ଏନକ୍ଲୋଜରରେ ଥିବା ବାଘୁଣୀ ସୁନ୍ଦରୀକୁ ବାହାର କରିବା ପରେ ତାକୁ ଜଗିବା ପାଇଁ ଶିମିଳିପାଳରୁ ଯାଇଛନ୍ତି ୨ ହାତୀ ମହେନ୍ଦ୍ର ଓ ରାଜକୁମାର । ଏହି ୨ ହାତୀ ସହ ଶିମିଳିପାଳରୁ ୨୩ ଜଣିଆ ବିଶେଷଜ୍ଞ ଦଳ ବି ସାତକୋଶିଆ ଅଭୟାରଣ୍ୟ ଅଭିମୁଖେ ଯାଇଛନ୍ତି…