Daily Archives

April 27, 2018

ବିଜେଡ଼ିରୁ ଇସ୍ତଫା ଦେଲେ ହେମା ଗମାଙ୍ଗ ! ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର

କନକ ବ୍ୟୁରୋ : ହେମା ଗମାଙ୍ଗ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫାପତ୍ର ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଦେଇଛନ୍ତି । ୭ଟି କାରଣରୁ ସେ ଦଳ ଛାଡିଲେ ବୋଲି ପତ୍ରରେ କହିଛନ୍ତି । ପତ୍ରରେ ସେ ଅଭିଯୋଗ କରିଛନ୍ତି, ଦଳରେ ତାଙ୍କୁ ଓ ତାଙ୍କ…

ଆଗାମୀ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ! ୧୪ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ…

କନକ ବ୍ୟୁରୋ : ସମଗ୍ର ଓଡ଼ିଶା ଏବେ ସନ୍ତୁଳି ହେଉଛି ଅସହ୍ୟ ତାତି ଓ ଗରମରେ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ଅନ୍ତର୍ଗତ ଜିଲ୍ଲାମାନଙ୍କରେ ତାପମାତ୍ରା ୪୦ରୁ ୪୨ ଡିଗ୍ରି ମଧ୍ୟରେ ରହୁଥିବା ବେଳେ ପଶ୍ଚିମ ଓଡ଼ିଶା ଅନ୍ତର୍ଗତ ଜିଲ୍ଲାମାନଙ୍କରେ ତାପମାତ୍ରା ୪୪ ଡିଗ୍ରିରେ ପହଞ୍ଚିଛି । ତେବେ,…

ଶରୀର ପାଇଁ କଲରା ବହୁତ ଗୁଣକାରୀ : ଆସନ୍ତୁ ଏହାର ଔଷଧୀୟ ଗୁଣ ବିଷୟରେ ଜାଣିବା . . .

ସାଧାରଣତଃ କଲରା ସମସ୍ତେ ଖାଇବାକୁ ପସନ୍ଦ କରନ୍ତି ନାହଁ । କାରଣ କଲରା ଖାଇବାକୁ ପିତା ଲାଗିଥାଏ । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ତେବେ ଆସନ୍ତୁ ଜାଣିବା କଲରାରେ ରହିଥିବା କେତେକ ଔଷଧିକ ଗୁଣ ସମ୍ବନ୍ଧରେ । ଯନ୍ତ୍ରଣାକୁ ଦୂର କରେ - ପ୍ରଥମେ କିଛି ତାଜା କଲରା ପତ୍ର ନିଅନ୍ତୁ…

ଚୀନ୍ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ବୁହାନରେ ଅନୌପଚାରିକ କଥାବାର୍ତ୍ତା

କନକ ବ୍ୟୁରୋ : ଚୀନ୍ ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚୀନର ହୁବେଇ ପ୍ରଦେଶ ବୁହାନ ସହରର ସଂଗ୍ରହାଳୟରେ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଭେଟ ହୋଇଛି । ମୋଦି-ଜିନପିଙ୍ଗଙ୍କ ଏହି ସାକ୍ଷାତକୁ ଆହୁରି ସ୍ମରଣୀରୟ କରିବା ପାଇଁ ମ୍ୟୁଜିୟମ ପରିସରରେ…

ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ୨୩୦୦ କୋଟି ଟଙ୍କା ସମ୍ପତ୍ତିର ଅଧିକାରୀ ହୋଇଥିଲେ ଆଶାରାମ ବାପୁ !

ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ବାବା ଆଶାରାମ୍ ବାପୁଙ୍କୁ ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏବେ ଆଶାରାମ୍ ବାକି ଜୀବନ ଜେଲର ଅନ୍ଧାର କୋଠରୀରେ କାଟିବେ । ଏବେ ଜାଣନ୍ତୁ ଏହି ବାବା କେତେ ପର୍ଯ୍ୟନ୍ତ ପଢିଥିଲେ ଯେ ୨୩୦୦ କୋଟି ଟଙ୍କାର ମାଲିକ ହୋଇ ବସିଥିଲେ । ୧୯୪୧…

ଫିଲ୍ମ ରେସ୍-ଥ୍ରୀର ସୁଟିଂ ଜୋରଦାର । ବିଦେଶ ଗସ୍ତ କଟକଣା ପରେ ଦେଶରେ ଚାଲିଛି ସୁଟିଂ । ଫଟୋ ଭାଇରାଲ

କାଶ୍ମୀରରେ ସଲମାନ ଖାନ । ଏବେ ଏଠାରେ ତାଙ୍କର ଆଗାମୀ ଫିଲ୍ମ ରେସ୍-ଥ୍ରୀର ସୁଟିଂ ଜୋରଦାର ହୋଇଛି । ସୁଟିଂ ସମୟର କିଛି ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏହି ଫଟୋରେ ଫିଲ୍ମର ଅଭିନେତ୍ରୀ ଜ୍ୟାକଲିନ୍ ଶୀତରେ ଥରୁଥିବା ବେଳେ ସଲମାନ କେମିତି ଠିଆ ହୋଇଛନ୍ତି ତାହା ନଜର ଆସିଛି । ତାଙ୍କୁ…