Daily Archives

April 23, 2018

ସମ୍ବଲପୁର ଫ୍ୟାମିଲି କୋର୍ଟରେ ମର୍ଡର ! ସ୍ତ୍ରୀକୁ ଭୂଜାଲିରେ ହାଣି ହତ୍ୟା କଲା ସ୍ୱାମୀ,ଶାଶୁ ଓ ଛୁଆ ଗୁରୁତର ଅବସ୍ଥାରେ…

କନକ ବ୍ୟୁରୋ : ଫ୍ୟାମିଲି କୋର୍ଟରେ ମର୍ଡର । ସ୍ତ୍ରୀକୁ ଭୁଜାଲିରେ ହାଣିଲା ସ୍ୱାମୀ । ସମ୍ବଲପୁର ଫ୍ୟାମିଲି କୋର୍ଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । କୋର୍ଟ ପରସରରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ, ଶାଶୂ ଓ ଛୁଆଙ୍କୁ ଭୁଜାଲିରେ ହାଣି ଆକ୍ରମଣ କରିଛି । ଏଥିରେ ସ୍ତ୍ରୀର ମୃତ୍ୟୁ ହୋଇଛି । ବୁର୍ଲା…

ବାହାରିଲା ଏସବିଆଇ ପିଓ ପରୀକ୍ଷା ପାଟର୍ଣ୍ଣ ! ଆବେଦନକାରୀ ଏହିଭଳି ଭାବେ ପ୍ରସ୍ତୁତ ଉପାୟରେ ହୁଅନ୍ତୁ । 

ଯେଉଁ ଆବେଦନକାରୀମାନେ ବ୍ୟାଙ୍କରେ ଚାକିରୀ କରିବାକୁ ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ) ତରଫରୁ ୨୦୦୦ ପୋଷ୍ଟ ଭ୍ୟାକେନ୍ସି ବାହାର କରାଯାଇଛି । sbi.co.in କୁ ଯାଇ ଇଚ୍ଛୁକ ଆବେଦନକାରୀ ଆବେଦନ କରିପାରିବେ । ଆବେଦନ କରିବା ପୂର୍ବରୁ ଆବେଦନକାରୀଙ୍କୁ…

ବିଧାନସଭାରେ ଶିଶୁ ଦୁଷ୍କର୍ମ ତାତି : କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ହଙ୍ଗାମା । ବିରୋଧୀ କହିଲେ, ରାଜ୍ୟରେ ଆଇନ…

କନକ ବ୍ୟୁରୋ : ରାଜ୍ୟରେ ବଢୁଥିବା ଦୁଷ୍କର୍ମ ମାମଲା ଆଜି ବିଧାସଭାରେ ଉଠିଛି । ଏ ନେଇ ବିରୋଧୀ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ । ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, ସବୁ ବ୍ୟବସ୍ଥା ସତ୍ୱେ କିଭଳି ଧର୍ଷଣ ହେଉଛି । ଥାନାରେ ମହିଳା ଡେସ୍କ ଖୋଲିଦେଲେ କଣ ଧର୍ଷଣ କମିଯିବ କି ବୋଲି…

ମୁସଲମାନ ଡ୍ରାଇଭର ଯୋଗୁଁ କ୍ୟାନସେଲ ହେଲା କ୍ୟାବ୍ ! ଓଲା କହିଲା ଭାରତ ପରି ଆମେ ମଧ୍ୟ ଧର୍ମନିରପେକ୍ଷ

ଆମ ଦେଶ ଭାରତ ଏକ ଧର୍ମନିରପେକ୍ଷ ଦେଶ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ । ଆମ ଦେଶ ଭାରତରେ ବିଭିନ୍ନ ଧର୍ମ, ବିଭିନ୍ନ ପରମ୍ପରା, ଜାତିର ଲୋକ ବସବାସ କରନ୍ତି । ଭାରତରେ ଅନେକ ଭାଷାରେ କଥାବାର୍ତ୍ତା ହୁଅନ୍ତି ଲୋକେ । ତଥାପି ନିଜ ନିଜ ଭିତରେ ସୌହାର୍ଦ୍ଧ୍ୟକୁ କେହି…

ପୋଲିସକୁ ମଜା ଚଖାଇବା ପାଇଁ କିଶୋର ନେଲା ଟ୍ୱିଟରର ସାହାରା ! ଦଶମ ଶ୍ରେଣୀର ଛାତ୍ର ଖୋଲିଲା ଡିଜିପିଙ୍କ ନକଲି ଟ୍ୱିଟର…

ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଗୋରଖପୁରଠାରେ । ଜଣେ ଦଶମ ଶ୍ରେଣୀର ଛାତ୍ର ଉତ୍ତରପ୍ରଦେଶର ଡିଜିପି ଓମ୍ ପ୍ରକାଶ ସିଂହଙ୍କ ଫେକ୍ ଟ୍ୱିଟର ଆକାଉଣ୍ଟ ଖୋଲି ସମସ୍ତଙ୍କୁ ଭୁଆ ବୁଲାଇ ଆସୁଥିଲା । କିନ୍ତୁ ଓପି ସିଂହ ଯେତେବେଳେ ଏହି ଫେକ୍ ଆକାଉଣ୍ଟ ବିଷୟରେ ସୋସଆଲ୍ ମିଡିଆରେ ମୁହଁ ଖୋଲିଥିଲେ…

ବୋହୁର ଦ୍ୱିତୀୟ ବିବାହ କରାଇଲେ ଶାଶୁ, ଶ୍ୱଶୁର ! ସମାଜ ପାଇଁ ସୃଷ୍ଟି କଲେ ଉଦାହରଣ

କନକ ବ୍ୟୁରୋ : ନିଜ ବୋହୁର ଦ୍ୱିତୀୟ ବିବାହ କରାଇଲେ ଶାଶୁ, ଶ୍ୱଶୁର । ପୁଅର ସଡକ ଦୁର୍ଘଟଣାରେ ମୃତ୍ୟୁ ପରେ ବୋହୁକୁ ଝିଅପରି ରଖିଥିଲେ । ଅଧିକ ପାଠ ପଢାଇବା ସହ ସ୍ୱାବଲମ୍ବୀ କରିବାକୁ ସ୍ୱତନ୍ତ୍ର ତାଲିମ ଦେଲେ । ଆଉ ଶେଷରେ ଗୋଟିଏ ଉଜ୍ୱଳ ଭବିଷ୍ୟତ ପାଇଁ ଅନ୍ୟ ପୁଅସହ ବିବାହ ବି କରାଇଲେ ।…