Daily Archives

April 20, 2018

ବିଧାନସଭାରେ ମହିଳା ଓ ନାବାଳିକା ନିର୍ଯାତନା ପ୍ରସଙ୍ଗରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ : କହିଲେ, ନାରୀ ସୁରକ୍ଷା ପାଇଁ…

କନକ ବ୍ୟୁରୋ : ଏପଟେ ଆଜି ବିଧାନସଭାରେ ଜୋର ଧରିଛି ମହିଳା ଓ ନାବାଳିକାଙ୍କ ପ୍ରତି ହିଂସା ମାମଲା । ବିରୋଧୀ କଂଗ୍ରେସର ମୁଲତବୀ ନୋଟିସ୍ ଉପରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ସରକାର ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । । ୫୩୭ ଥାନାରେ ମହିଳା ଡେସ୍କ…

ଜନ୍ମଦିନରେ ଅନଶନ ! ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଚନ୍ଦ୍ରବାବୁ ନାଇଡୁଙ୍କ ୧୨ ଘଂଟିଆ ଅନଶନ

କନକ ବ୍ୟୁରୋ : ଜନ୍ମଦିନରେ ଅନଶନ । ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଆଜି ୧୨ ଘଂଟିଆ ଅନଶନ କରୁଛନ୍ତି । ଅମରାବତୀରେ ଦଳୀୟ ନେତା ଓ କର୍ମୀଙ୍କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଅନଶନରେ ବସିଛନ୍ତି…

ମୋଦି ସରକାର ବିରୋଧରେ ଗର୍ଜିଲା ବିଜେଡି ! ଏଟିଏମ୍ ଟଙ୍କା ସଂକଟ ନେଇ ଆସନ୍ତାକାଲି ୨ ଘଂଟିଆ ପ୍ରତିବାଦ, ରାଜ୍ୟର ସମସ୍ତ…

କନକ ବ୍ୟୁରୋ : ଏଟିଏମରେ କ୍ୟାସ ସଂକଟ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଏନେଇ ଆସନ୍ତାକାଲି ୩୦ଟି ଜିଲ୍ଲାର ସମସ୍ତ ରାଷ୍ଟ୍ରାୟାତ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ କରିବ ବିଜେଡି । ଭୁବନେଶ୍ୱର ଆରବିଆଇ ସାମନାରେ ବିଜେଡି ଧାରଣା ଦେବ । ଶାନ୍ତିପୂର୍ଣ୍ଣ ଭାବେ ଦିନ ୧୦ରୁ ଦିନ…

୨୧ ବର୍ଷ ପରେ ଏକାଠି ଅଭିନୟ କରିବେ ମାଧୁରୀ ଦିକ୍ଷୀତ୍ ଓ ସଂଜୟ ଦତ୍ତ : ଆଗାମୀ ଫିଲ୍ମ ‘କଳଙ୍କ’ରେ ଆସିବେ ନଜର

କନକ ବ୍ୟୁରୋ : ୨୧ ବର୍ଷ ପରେ ପରଦାକୁ ଫେରିବ ବଲିଉଡ ଆଇକନିକ ଯୋଡି । ଖଲନାୟକ, ସାଜନ, ମହାନତା ଭଳି ସିନେମାରେ ଦର୍ଶକଙ୍କୁ ଏଂଟରଟେନ କରିଥିବା ଚର୍ଚ୍ଚିତ ଯୋଡି ସଂଜୟ ଦତ୍ତ ଓ ମାଧୁରୀ ଦିକ୍ଷୀତ ୨୧ ବର୍ଷ ପରେ ବଡ ପରଦାରେ ଏକାଠି ଆସିବେ ନଜର । କରଣ ଜୋହର, ସାଜିଦ ନାଦିଆୱାଲା ଓ ଫକ୍ସ ଷ୍ଟାର…

ମହିଳାଙ୍କ ପୋଷାକରେ ଲାଗିଥିବା ବୋତାମଗୁଡିକ କେବଳ ବାମ ପଟରେ ହିଁ ଥାଏ ! ଜାଣନ୍ତୁ ଏହାର କାରଣ . . .

ସାଧାରଣତଃ ପୋଷାକ ସଂପର୍କରେ ଯଦି ଆମେ ଆଲୋଚନା କରିବା ତେବେ ଏଥିରେ ଯେଉଁ ବୋତାମ ଲଗାଯାଇଥାଏ ସେଗୁଡିକ ସାଧାରଣତଃ ଡାହାଣ ପଟରେ ଲାଗିଥାଏ କିନ୍ତୁ ମହିଳାମାନଙ୍କ ପୋଷାକରେ ଏହି ବୋତାମଗୁଡିକୁ କାହିଁକି ବାମ ପଟରେ ଲଗାଯାଇଥାଏ । ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ମହିଳା ଏବଂ ପୁରୁଷଙ୍କ…

ଟ୍ରେନ ବିଳମ୍ବରେ ଆସିଲେ ଯାତ୍ରୀଙ୍କୁ ମିଳିବ ମାଗଣା ପାଣିବୋଟଲ ! ରେଳ ମନ୍ତ୍ରାଳୟର ନିର୍ଦ୍ଦେଶ

ଭାରତୀୟ ରେଳବାଇ ନିୟମିତ ବ୍ୟବଧାରେ ଯାତ୍ରୀଙ୍କ ସୁବିଧା ପାଇଁ କିଛି ନା କିଛି ପରିବର୍ତ୍ତନ କରୁଛି । କିମ୍ବା ନୂତନ ସୁବିଧା ଉପଲବ୍ଧ କରାଉଛି । ନିକଟରେ ଭାରତୀୟ ରେଳବାଇ ଏପରି ନିଷ୍ପତି ନେଇଛି ଯଦ୍ୱାରା ଯାତ୍ରୀ ଉପକୃତ ହେବେ । ରେଳଯାତ୍ରା ସମୟରେ ମିଳିବ ମାଗଣା ପାଣି ବୋଟଲ । ଯାତ୍ରା ସମୟରେ…