Daily Archives

April 18, 2018

ଭାଇଚାରାର ଅନନ୍ୟ ଉଦାହରଣ ! ଦଳିତ ଶ୍ରଦ୍ଧାଳୁଙ୍କୁ କାନ୍ଧରେ ବସାଇ ମନ୍ଦିର ପରିକ୍ରମା କରାଇଲେ ପୁଜାରୀ ।

ଏଭଳି ଅନେକ ସ୍ଥାନ ଅଛି ଯେଉଁଠି ଏବେବି ମନ୍ଦିରରେ ଦଳିତଙ୍କ ପ୍ରବେଶକୁ ନେଇ ହୋ’ହଲ୍ଲା ଜାରି ରହିଛି । କିନ୍ତୁ ଏହି ସମୟରେ ୩ ହଜାର ବର୍ଷ ତଳରୁ ଚାଲି ଆସୁଥିବା ଏଭଳି ଏକ କୁପ୍ରଥାକୁ ପରିବର୍ତ୍ତନ କରିବା ପାଇଁ ଜଣେ ପୁଜାରୀ ଆଗକୁ ଆସିଥିଲେ । ସୁଚନାନୁସାର ହାଇଦ୍ରାବାଦ ସହରର ଚିଲ୍କୁର ବାଲାଜୀ…

ବିଜେଡିରେ ସାମିଲ ହେଲେ ଆଇପିଏସ ଅରୂପ ପଟ୍ଟନାୟକ ! ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଆରମ୍ଭ କରିବେ ରାଜନୈତିକ ଇନିଂସ ।

ଶଙ୍ଖ ଧରିଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ । ବିଜେଡିରେ ଯୋଗଦେବା ନେଇ ସେ ସ୍ପଷ୍ଟ କରିଛନ୍ତି । ଦିନକୁ ଦିନ ଅନେକ ପ୍ରଭାବଶାଳୀ ଲୋକ ବିଜେଡିରେ ଯୋଗ ଦେଉଥିବା ବେଳେ ଅରୂପ ପଟ୍ଟନାୟକଙ୍କ ଏଭଳି ନିଷ୍ପତ୍ତି ନେଇଛନ୍ତି । ଆଜି ଅପରାହ୍ନ ୫ଟାରେ ନବୀନ ନିବାସରେ ସେ ବିଜେଡିରେ…

ଲୋକସଭାରେ ଇଂଟର୍ଣ୍ଣସିପ୍ କରିବାର ସୁବର୍ଣ୍ଣ ସୁଯୋଗ ! ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ ଷ୍ଟାଇପେଣ୍ଡ

ଯଦି ଆପଣ ଇଣ୍ଟରର୍ଣ୍ଣିନସିପ୍ କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଲୋକସଭା ଚଳିତ ଥର ଖରା ସମୟରେ ୧୦୦ ଛାତ୍ରଛାତ୍ରୀଙ୍କୁ ଇଂଟରର୍ଣ୍ଣସିପ କରିବାର ସୁଯୋଗ ଦେଉଛି । ଆଉ ଏଥିପାଇଁ ୨ ପ୍ରକାର ସମୟସୀମା ନିର୍ଦ୍ଧାରଣ ହୋଇଛି । ଯୋଗ୍ୟ ଛାତ୍ରଛାତ୍ରୀମାନେ ଏକ ମାସ…

ରେଳବାଇର ନୂଆ ନିୟମ : ଏବେ ବନ୍ଧୁଙ୍କ ନାମରେ କରିପାରିବେ ଟିକେଟ ଟ୍ରାନ୍ସଫର, ଜାଣନ୍ତୁ କେମିତି

ରେଳ ଯାତ୍ରୀ ଏବେ ନିଜର ବନ୍ଧୁଙ୍କ ନାମରେ ବି ଟ୍ରାନ୍ସଫର କରିପାରିବେ ଟିକେଟ । ଜରୁରୀକାଳୀନ ପରିସ୍ଥତିରେ ଛାତ୍ରମାନେ, ଏନସିସି କ୍ୟାଡେଟ ଓ ବିଭିନ୍ନର କର୍ମଚାରୀଙ୍କୁ ଏହି ସୁବିଧା ମିଳିବ । ଯାତ୍ରୀଙ୍କ ସହକର୍ମୀ ଓ ବନ୍ଧୁଙ୍କ ନାମରେ ଟିକେଟ ବଦଳାଇବାର ଉଚିତ କାରଣ ରେଳବାଇକୁ କହିବାକୁ ପଡିବ ।…

ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ : ଉନ୍ନୟନ ପ୍ରକଳ୍ପର ଉଦଘାଟନ ସହ ସାଧାରଣ ସଭାରେ ଦେଲେ…

କନକ ବ୍ୟୁରୋ : ଅକ୍ଷୟ ତୃତୀୟାରେ ଆଜି ଅକ୍ଷିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁଗୁଳର କିଶୋରନଗର ନାକଚିରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର କୃଷକଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ଏହାର ଫାଇଦା ଚାଷୀଙ୍କୁ…

ବିଧାନସଭାରେ ଅଚଳାବସ୍ଥା ଜାରି । ଶ୍ରୀମନ୍ଦିର ନୀତି ବିଭ୍ରାଟ ନେଇ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ

କନକ ବ୍ୟୁରୋ: ଆଜି ବି ବିଧାନସଭାରେ ଶ୍ରୀମନ୍ଦିର ବିଶୃଙ୍ଖଳା ତାତି ଜାରି ରହିଛି । ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ କଂଗ୍ରେସ ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଛନ୍ତି । ଫଳରେ ଗୃହକୁ ବାରମ୍ବାର ମୂଲତବୀ କରିଛନ୍ତି ବାଚସ୍ପତି । ଗୃହରେ ଅଚଳାବସ୍ଥା ନେଇ ସରକାରଙ୍କ ଉପରେ…