Daily Archives

April 3, 2018

ଘନ ଅନ୍ଧାର ଥିଲା, କିନ୍ତୁ ଭୟ ଲାଗୁନଥିଲା ! ରତ୍ନଭଣ୍ଡାର ଭିତରେ କେମିତି ଥିଲା ପରିବେଶ, ଅନୁଭୂତି ବଖାଣିଲେ ପୂର୍ବତନ…

କନକ ବ୍ୟୁରୋ : ଏପ୍ରିଲ ୪ ତଥା ଆସନ୍ତାକାଲି ଖୋଲାଯିବ ରତ୍ନଭଣ୍ଡାର । ଭଣ୍ଡାର ଘର ସ୍ଥିତି ଯାଞ୍ଚ ପାଇଁ ୧୦ ଜଣିଆ ଟିମ୍ ରତ୍ନଭଣ୍ଡାର ଘର ଭିତରକୁ ଯିବେ । ଆଉ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ରତ୍ନଭଣ୍ଡାରର ରହସ୍ୟ ଜାଣିବା ପାଇଁ କୋଟି କୋଟି…

ଭାରତୀୟ ରେଳବାଇର ସ୍ୱଚ୍ଛ ଭାରତ ଅଭିଯାନ : ଟ୍ରେନରେ ସ୍ୱଚ୍ଛତାକୁ ନେଇ ଅସନ୍ତୁଷ୍ଟ ଥିଲେ , ରେଟିଙ୍ଗ ମାଧ୍ୟମରେ ଅଭିଯୋଗ…

ଆଜିକାଲି ଟ୍ରେନରେ ହେଉଥିବା ପରିଷ୍କାର ପରିଚ୍ଛନ୍ନତା ଉପରେ ଯଦି ରେଳ ଯାତ୍ରୀ ଅସନ୍ତୁଷ୍ଟ ଅଛନ୍ତି, ତେବେ ତାହାର ସିଧାସଳଖ ପ୍ରଭାବ ଠିକାଦାରଙ୍କ ଉପରେ ପଡିବ । ଆଜ୍ଞା ହଁ, ଟ୍ରେନର ସ୍ୱଚ୍ଛତାକୁ ଧ୍ୟାନ ଦେବା ପାଇଁ ନିଯୁକ୍ତ କରାଯାଇଥିବା ଠିକାଦାରଙ୍କ ପକେଟ ଉପରେ ପଡିବ ମାଡ । ରେଳରେ ଯାତ୍ରା…

ସାମ୍ବାଦିକଙ୍କୁ ସରକାରଙ୍କ ଚେତାବନୀ! ଫେକନ୍ୟୁଜ ପ୍ରସାରଣ କଲେ ରଦ୍ଦ ହେବ ମାନ୍ୟତା ।

ସୁଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ତରଫରୁ ସାମ୍ବାଦିକଙ୍କ ପାଇଁ ଗାଇଡଲାଇନ ଜାରି ହୋଇଯାଇଛି । ସମାଜରେ ବଢ଼ୁଥିବା ମିଥ୍ୟା ସମ୍ବାଦକୁ ରୋକିବା ପାଇଁ ସରକାରଙ୍କ ତରଫରୁ ଏହି ନିୟମକୁ ଲାଗୁ କରାଯାଇଛି । ଏହି ନିୟମରେ ସାମ୍ବାଦିକଙ୍କ ମାନ୍ୟତା ରଦ୍ଦ ପାଇବା ଭଳି ଗାଇଡଲାଇନ ମଧ୍ୟ ରହିଛି । ଏହାକୁ…

ନୂଆପଡାରେ ଟଙ୍କା ପାଇଁ ମାଟ୍ରିକ ଛାତ୍ରକୁ ହତ୍ୟା ! ମାରିବା ପରେ ମୃତଦେହକୁ ପେଟ୍ରୋଲ ଢାଳି ଜାଳି ଦେଲେ ଦୁବୃର୍ତ୍ତ

କନକ ବ୍ୟୁରୋ: ନୂଆପଡାରେ ଟଙ୍କା ପାଇଁ ମାଟ୍ରିକ ଛାତ୍ରକୁ ହତ୍ୟା । ହତ୍ୟା କରି ପେଟ୍ରୋଲ ଢ଼ାଳି ପୋଡିଦେଇଥିଲେ ଦୁଇ ଯୁବକ । ଉଭୟ ହତ୍ୟାକାରୀଙ୍କୁ ଗିରଫ କଲା ଖରିଆର ଥାନା ପୋଲିସ୍ । ୭ହଜାର ଟଙ୍କା ଉଦ୍ଧାର ନେଇ ପରିବାର ଲୋକ ନଶୁଝିବାରୁ ଛାତ୍ର ଜଣଙ୍କୁ ଅପହରଣ କରିନେଇଥିଲେ ଅଭିଯୁକ୍ତ । ତାପରେ…

ତୈଳ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ବିଜେଡି ! ଆସନ୍ତା ୭ରେ ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ…

କନକ ବ୍ୟୁରୋ: ତୈଳ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ବିଜେଡି । ଆସନ୍ତା ୭ରେ ତୈଳଦର ବୃଦ୍ଧି ପ୍ରତିବାଦରେ ଧାରଣା ଦେବ ବିଜୁ ଛାତ୍ର ଓ ଯୁବ ବିଜୁ ଜନତା ଦଳ । ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଶାନ୍ତି ପୂର୍ଣ୍ଣ ଧାରଣା ଦିଆଯିବ । ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ଧାରଣା…

ଶରୀରରେ ରକ୍ତର ଅଭାବକୁ କେମିତି ଦୂର କରିବେ ? ଜାଣନ୍ତୁ କେଉଁ ଦୁଇଟି ଜିନିଷ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ

ଆପଣ ତ ଜାଣିଥିବେ ମନୁଷ୍ରକୁ ସୁସ୍ଥ ରହିବା ପାଇଁ ଶରୀରରେ ଉପଯୁକ୍ତ ମାତ୍ରାରେ ରକ୍ତର ଆବଶ୍ୟକତା ଅଛି । କିନ୍ତୁ କେବେ କେବେ ମଣିଷ ଅନେକ ପ୍ରକାରର ରୋଗ ବା ଦୁର୍ଘଟଣାର ସମ୍ମୁଖୀନ ହୁଏ, ଯଦ୍ୱାରା ଶରୀରରେ ରକ୍ତାଭାବ ଦେଖାଯାଏ । ବେଳେବେଳେ ବଡ ବଡ ଅସ୍ତ୍ରୋପଚାର କାରଣରୁ ମନୁଷ୍ୟ ଶରୀରରେ…