Monthly Archives

March 2018

ରିଲ ନୁହଁ ରିଅଲରେ ବାହାହେବେ ଦୀପବୀର ଯୋଡି ! ଜାଣନ୍ତୁ କେଉଁ ମାସରେ ହେବ ବିବାହ ?

ବଲିଉଡର ଲଭବାର୍ଡ ଭାବେ ପରିଚିତ ରଣବୀର ସିଂହ ଏବଂ ଦୀପିକା ପାଦୁକୋନଙ୍କ ଯୋଡିକୁ ପରଦାରେ ପସନ୍ଦ କରିବା ସହ ପରଦା ବାହାରେ ମଧ୍ୟ ବେଶ ପସନ୍ଦ କରାଯାଉଛି । ଦୁହିଁଙ୍କ ଭିତରେ ଥିବା କେମେଷ୍ଟ୍ରି ତାଙ୍କ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସୁଛି । ନିକଟରେ ଦୁହିଁଙ୍କ ବିବାହକୁ ନେଇ ବି ଟାଉନରେ ଖୁବ…

ଓଡିଶା କଂଗ୍ରେସ ପ୍ରଭାରୀ ପରିବର୍ତନ ପରେ ରାଜ୍ୟ କଂଗ୍ରେସ ଚଳଚଂଚଳ ! ଏଆଇସିସି ନିଷ୍ପତିକୁ ସ୍ୱାଗତ କଲେ ବରିଷ୍ଠ ନେତା ।…

କନକ ବ୍ୟୁରୋ: ବହୁ ବାଦ ବିବାଦ ପରେ ଓଡିଶା କଂଗ୍ରେସ ପ୍ରଭାରୀ ପରିବର୍ତନ ପରେ ଏହାକୁ ସ୍ୱାଗତ କରିଛନ୍ତି ରାଜ୍ୟ କଂଗ୍ରେସ ନେତା । ବିକେ ହରିପ୍ରସାଦଙ୍କ ସ୍ଥାନରେ ଜୀତେନ୍ଦ୍ର ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି । ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ । କଂଗ୍ରେସ ପୁଣି ସୁଦୃଢ ହେବ । ଏବଂ ଖୁବ ଶୀଘ୍ର…

ଗୁଜରାଟରେ ଅଭାବନୀୟ ଘଟଣା ! ଘୋଡ଼ା ରଖିବାରୁ ଦଳିତ ଯୁବକଙ୍କୁ ହତ୍ୟା, ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚିଲା ରିପୋର୍ଟ

ଗୁଜରାଟ ଭାବନଗର ଜିଲ୍ଲାରେ ଜଣେ ଦଳିତ ଯୁବକ ଗୋଟାଏ ଘୋଡ଼ା ପାଳିବା ସହ ତା’ ଉପରେ ସବାର ହୋଇ ଯାତାୟାତ କରିବା କାରଣରୁ ଉଚ୍ଚ ଜାତିର ଲୋକେ ତାଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଥିବା କଥା ପୁଲିସ କହିଛି  । ଭାବନଗର ଅନ୍ତର୍ଗତ ଉମରାଲା ତାଲୁକର ତିମ୍ବି ଗାଁ’ରେ ଗୁରୁବାର ଦିନ ୨୧ ବର୍ଷିୟ…

ପ୍ଲେ ଷ୍ଟୋରରେ ଅଛି ଏଭଳି ଆପ୍, ଯାହା କହିଦେବ ଆପଣଙ୍କର ମୃତ୍ୟୁର ତାରିଖ । ଖୁବ ଚର୍ଚ୍ଚାରେ ଥିବା ଏହି ଆପ ବାବଦରେ…

ମୃତ୍ୟୁ କେତେ ବେଳେ ଆଉ କେଉଁ ସମୟରେ ଆସେ ତାହା କହିବା ଓ ଜାଣିବା ସଂପୂର୍ଣ୍ଣ ରୂପେ ଅସମ୍ଭବ ଅଟେ । ବହୁ ଜ୍ଞାନୀଗୁଣିଙ୍କଠାରୁ ଆରମ୍ଭ କରି ବୈଜ୍ଞାନିକ ପର୍ଯ୍ୟନ୍ତ କେହି ବି ଏହି ରହସ୍ୟକୁ ଭେଦ କରିପାରି ନାହାଁନ୍ତି । ହେଲେ ନିକଟରେ ଏଭଳି ଏକ ଆପ ଲଂଚ ହୋଇଛି, ଯାହାର ଦାବି ରହିଛି କି ,…

ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦି ଗୋପାଲ ଯୋଶୀଙ୍କ ସ୍ମୃତିଚାରଣ କରି ଡୁଡ଼ଲ ତିଆରି କଲା ଗୁଗୁଲ୍ ! ଜାଣନ୍ତୁ ତାଙ୍କ…

ଆମ ଦେଶ ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦି ଗୋପାଲ ଯୋଶୀ । ୩୧ ମାର୍ଚ୍ଚ ୧୮୬୫ରେ ପୁଣେ ସହରରେ ତାଙ୍କର ଜନ୍ମ । ସେ ସମୟରେ ପାଠପଢ଼ାକୁ ଏତେ ଗୁରୁତ୍ୱ ଦିଆଯାଉ ନଥିଲା । କେବଳ ମହିଳାମାନେ ନୁହେଁ ପୁରୁଷ ଲୋକମାନେ ମଧ୍ୟ ଅଧିକ ଶିକ୍ଷିତ ନଥିଲେ, କିମ୍ବା ପଢ଼ିବାର ସୁଯୋଗ ପାଉନଥିଲେ । ପଢ଼ିବାର…

ଫେସବୁକ୍ ଯୋଗୁଁ ମୃତ୍ୟୁମୁଖରେ ପଡ଼ିପାରନ୍ତି ୟୁଜର ! ଖୁଲାସା କଲେ ମାର୍କ ଜୁବରବର୍ଗଙ୍କ ଜଣେ ପାଖଲୋକ

ଆଜିକାଲି ସୋସିଆଲ୍ ମିଡିଆକୁ ନେଇ ବିଭିନ୍ନ ପ୍ରକାରର ସମସ୍ୟା ସବୁ ଉପୁଜୁଛି । ଗତ କିଛିଦିନ ଧରି ଫେସବୁକରୁ ଯେଉଁଭଳି ଭାବେ ତଥ୍ୟ ଚୋରି ହେଉଛି ତାହା ୟୁଜର୍ସଙ୍କ ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ନକଲି ଆକାଉଣ୍ଟ୍ ସମସ୍ୟାରୁ ନେଇ ଡାଟା ଚୋରି ଆଦି ବିଭିନ୍ନ ସମସ୍ୟା ପାଇଁ…