Monthly Archives

March 2018

ଉଡ଼ିଗଲା ପତିତପାବନ ବାନା, ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ବାନା ଉଡ଼ିଯିବାକୁ ନେଇ ନାନା ଚର୍ଚ୍ଚା !

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରୁ ଉଡ଼ିଗଲା ପତିତପାବନ ବାନା । ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୧୪ ହାତିଆ ପତିତପାବନ ବାନା ଉଡିଯିବା ପରେ ଖାଲି ଦେଖା ଯାଉଛି ନୀଳଚକ୍ର । ପତିତପାବନ ବାନା ଉଡ଼ିଯିବା ପରେ ତିନି ଠାକୁରଙ୍କ ନୀତିକାନ୍ତିରେ ବିଳମ୍ବ ଦେଖାଦେଇଛି । ସବୁଠୁ ବଡ କଥା…

ପଦ ୯୦ ହଜାର, ୨.୮ କୋଟି ଆଶାୟୀ ! ଅଷ୍ଟ୍ରେଲିଆର ଜନସଂଖ୍ୟାକୁ ଟପିଗଲା ଭାରତର ଆବେଦନକାରୀଙ୍କ ସଂଖ୍ୟା

୯୦ ହଜାର ପଦବୀ ପାଇଁ ୨.୮ କୋଟିରୁ ଉଦ୍ଧ୍ୱର୍ ଆଶାୟୀ ପ୍ରାର୍ଥୀ । ହିସାବ କଲେ ଗୋଟିଏ ପଦ ପାଇଁ ପ୍ରାୟ ୩୧୨ ଆଶାୟୀ ପ୍ରାର୍ଥୀ । ରେଳବିଭାଗ ପକ୍ଷରୁ ୯୦ ହଜାର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପ୍ରାୟ ୨.୮ କୋଟି ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର…

ସାବଧାନ ! ଆପଣ କଫି ପିଉଛନ୍ତି କି ? ଯଦି ହଁ, ତେବେ ଆପଣଙ୍କୁ ହୋଇପାରେ କ୍ୟାନ୍ସର ।

ଆମେରିକା କାଲିଫୋର୍ନିଆର ଜଣେ ଜଜ୍ ରାଜ୍ୟରେ କଫି ବିକ୍ରି କରିବା ସମୟରେ କଫିରେ କ୍ୟାନ୍ସର ଚେତାବନୀ ଦେବାକୁ ଆଦେଶ ଦେଇଛନ୍ତି । ଏକ ଏନଜିଓ ତରଫରୁ କିଛି କଫି ସପ୍ ବିରୋଧରେ କରାଯାଇଥିବା ଅଭିଯୋଗର ଶୁଣାଣୀରେ ଜଜ୍ ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ଏହା ପଛରେ କାରଣ ହେଉଛି କଫିରେ…

ଅସହ୍ୟ ହେଉଛି ଜୀବନ ଯନ୍ତ୍ରଣା ! ନବରଙ୍ଗପୁର ମାଳିଗୁଡା ଗାଁର ତିନୋଟି ପରିବାର ପାଇଁ ଜୀବନ ପାଲଟିଛି ଅଭିଶାପ

କନକ ବ୍ୟୁରୋ : ଅଭିଶପ୍ତ ପାଲଟିଛି ଜୀବନ । ଶୈଶବ ଭିନ୍ନକ୍ଷମ ଅବସ୍ଥା ଜୀବନକୁ ଅନ୍ଧାର ମଧ୍ୟକୁ ଠେଲି ଦେଇଛି । ଗ୍ରାମର ତିନୋଟି ଭିନ୍ନ ଭିନ୍ନ ପରିବାରର ଶିଶୁମାନେ ଭିନ୍ନକ୍ଷମ ହୋଇ ଯନ୍ତ୍ରଣା ଭୋଗୁଛନ୍ତି ଯାହାକି ନିଜର ଆସନ୍ତା ଭବିଷ୍ୟତ ପିଢୀର ଏହି ଅବସ୍ଥାକୁ ନେଇ ବର୍ତ୍ତମାନ ଚିନ୍ତାରେ…

ଆଗାମୀ ୨୪ ଘଣ୍ଟାରେ ଝଡ଼ବର୍ଷା ! ୫୦ରୁ ୬୦ କିଲୋମିଟର ବେଗରେ ବହିପାରେ ପବନ, ଜାଣନ୍ତୁ କେଉଁ କେଉଁ ଜିଲ୍ଲା ପାଇଁ ପାଣିପାଗ…

କନକ ବ୍ୟୁରୋ : ଅଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାରେ ଝଡ଼଼ବର୍ଷା ହେବାର ସମ୍ଭାବନା ରହିଛି । ଏପରିକି ଏହି ସମୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର ଏଭଳି ପୂର୍ବାନୁମାନ କରାଯାଇ ସର୍ତକ ସୂଚନା ଜାରି କରାଯାଇଛି ।…

ଆପଣଙ୍କ ଆଣ୍ଡ୍ରଏଡ ସ୍ମାର୍ଟଫୋନ ହଜିଯାଇଛି କି ? କେଉଁଠି ଅଛି ଓ ଘରେ ବସି ଡାଟା କିପରି ଡିଲିଟ କରିବେ, ଜାଣନ୍ତୁ ଗୋଟିଏ…

ସ୍ମାର୍ଟଫୋନର ବ୍ୟବହାର ଦିନକୁ ଦିନ ବଢିଚାଲିଛି । ଅଧିକାଂଶ ଯୁବବର୍ଗଙ୍କ ହାତରେ ଏବେ ସ୍ମାର୍ଟଫୋନ ଦେଖିବାକୁ ମିଳୁଛି । ଲୋକମାନଙ୍କ ହାତରେ ଥିବା ପ୍ରାୟ ୭୦ ପ୍ରତିଶତ ସ୍ମାର୍ଟଫୋନ ହେଉଛି ଆଣ୍ଡ୍ରଏଡ ପରିଚାଳିତ । କିନ୍ତୁ ଆପଣଙ୍କର ସ୍ମାର୍ଟଫୋନର ସୁରକ୍ଷା ବିଷୟରେ କେବେ ଚିନ୍ତା କରିଛନ୍ତି ?…