Daily Archives

March 20, 2018

ଯେବେ ନବୀନ ନିବାସରେ ଏକାଠି ହୁଅନ୍ତି ନେତା, ରାଜନୀତିରେ ‘ପଖାଳ’ ଚର୍ଚ୍ଚା ! ଜାଣନ୍ତୁ ଚଳିତ ବର୍ଷର ସବୁଠୁ ଚର୍ଚ୍ଚିତ…

କନକ ବ୍ୟୁରୋ : ‘ପଖାଳ’ । ଓଡ଼ିଶାବାସୀଙ୍କ ପ୍ରିୟ ଖାଦ୍ୟ ମେନୁ ମଧ୍ୟରେ ଅନ୍ୟତମ । ଓଡ଼ିଶା ଓ ଓଡ଼ିଆଙ୍କ ସହ ପଖାଳର ରହିଛି ସ୍ୱତନ୍ତ୍ର ସମ୍ପର୍କ । ଆଉ ଏହାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଖାସ୍ ଏଥିପାଇଁ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ କରାଯାଉଛି । କି…

ଶଶିକଳାଙ୍କ ସ୍ୱାମୀଙ୍କ ପରଲୋକ! ଅନ୍ତ୍ୟେଷ୍ଟିରେ ଯୋଗ ଦେବା ପାଇଁ ୧୫ ଦିନ ପାଇଁ ପାରୋଲରେ ଯିବାକୁ ଶଶିକଳାଙ୍କ ଆବେଦନ

ଜେଲରେ ବନ୍ଦୀ ଭାବେ ଜୀବନ କାଟୁଥିବା ଏଆଇଡିଏମେକେ ନେତ୍ରୀ ଭି.କେ ଶଶିକଳାଙ୍କ ସ୍ୱାମୀ ଏମ୍ ନଟରାଜନଙ୍କ ପରଲୋକ ହୋଇଯାଇଛି । ସ୍ୱାମୀ ଏମ୍ ନଟରାଜନଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବାକୁ ୧୫ ଦିନ ପାରୋଲରେ ଯିବା ପାଇଁ ଆବେଦନ କରିଛନ୍ତି ବନ୍ଦିନୀ ଏଆଇଏଡିଏମକେ ନେତ୍ରୀ ଭି କେ ଶଶିକଳା। ତାଙ୍କର…

ଭଦ୍ରକରେ ଅଭାବନୀୟ ଘଟଣା : ସ୍ତ୍ରୀକୁ ଗୁଳିକରି ହତ୍ୟା କଲା ସ୍ୱାମୀ, ପାରିବାରିକ କଳହରୁ ହତ୍ୟାକାଣ୍ଡ ସନ୍ଦେହ

କନକ ବ୍ୟୁରୋ : ସ୍ତ୍ରୀକୁ ଗୁଳିମାରିଲା ସ୍ୱାମୀ । ଭଦ୍ରକ ଟାଉନ ଥାନା ଡାହାଣିଗୋଡିଆରେ ଏଭଳି ଘଟଣା ଘଟିଛି । ସ୍ୱୀମାର ଗୁଳିମାଡ଼ରେ ସ୍ତ୍ରୀର ମୃତ୍ୟୁ ହୋଇଛି । ସିକ୍ୟୁରିଟି ଗାର୍ଡ ଗୌତମ ସୂତାର ନିଜ ସ୍ତ୍ରୀ ଅର୍ଣ୍ଣପୂର୍ଣ୍ଣାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ…

ପ୍ରତିଦିନ ମାତ୍ର ୧୦୦ ଟଙ୍କା ଜମାକରି ହୋଇପାରିବେ ଲକ୍ଷପତି : ଗ୍ୟାରେଣ୍ଟି ଦେଉଛନ୍ତି ସରକାର । ଆସନ୍ତୁ ଜାଣିବା ପୂରା…

ଆଜିକାଲିର ମହଙ୍ଗା ଦୁନିଆରେ ଘର ଚଳାଇବା କଷ୍ଟକର ବେଶ୍ ହୋଇ ପଡୁଛି । ଦିନକୁ ଦିନ ଦରଦାମ ବୃଦ୍ଧି ପାଇବରେ ଲାଗିଛି । ଚଢ଼ା ଦର ଯୋଗୁଁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଥିରେ ଯଦି ଆପଣ ବେସରକାରୀ ଚାକିରୀ କରୁଛନ୍ତି, ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇଯାଉଛି । ବର୍ତ୍ତମାନ ସମୟକୁ…

ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଖସିପଡ଼ିଲା ବାୟୁସେନାର ଲଢ଼ୁଆ ବିମାନ ! ଦୁର୍ଘଟଣାରେ ପାଇଲଟ୍ ଗୁରୁତର

କନକ ବ୍ୟୁରୋ : ମୟୁରଭଂଜ ଠାରୁ ଅଳ୍ପ ଦୂର ଓଡିଶା ଝାଡଖଣ୍ଡ ସୀମାରେ ଖସି ପଡିଲା ବାୟୁସେନାର ଲଢୁଆ ବିମାନ । ଆଜି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍‌ ଅନ୍ତର୍ଗତ ସିରସା ନିକଟସ୍ଥ ସୁବର୍ଣ୍ଣରେଖା ନଦୀ କୂଳରେ ବାୟୁସେନା ବିଭାଗର ଏକ ହେଲିକ୍ୟାପ୍ଟର ଦୁର୍ଘଟଣାଗସ୍ତ ହୋଇ ତଳକୁ ଖସିପଡ଼ିଛି ।…

ମନ୍ତ୍ରୀ ପଦ ଯିବା ପରେ ବିଧାନସଭାରେ ବଦଳିଲା ଦାମଙ୍କ ଆସନ : ପଛ ଧାଡିରେ ବସିଲେ ବିଜେଡିର ବରିଷ୍ଠ ବିଧାୟକ ଦାମୋଦର ରାଉତ

କନକ ବ୍ୟୁରୋ : ମନ୍ତ୍ରୀ ପଦ ଯିବା ପରେ ବିଧାନସଭାରେ ବଦଳିଲା ଦାମଙ୍କ ଆସନ । ମୁଖ୍ୟମନ୍ତ୍ରୀଙ୍କ ପାଖ ସିଟରେ ବସୁଥିବା ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ପଛ ଧାଡିରେ ବସିଥିବା ଦେଖିବାକୁ ମିଳିଛି । ଆଜି ବିଧାନସଭା ବଜେଟ ଅଧିବେଶନରେ ଦାମଙ୍କୁ ଟ୍ରେଜେରି ବେଂଚର ଦ୍ୱିତୀୟ ଧାଡିରେ…