Monthly Archives

February 2018

ଶ୍ରୀଦେବୀଙ୍କ ଶେଷ ଦର୍ଶନ ପାଇଁ ଭିଡ ଜମିଲା, ଧଳା ଫୁଲ ଧରି ଛିଡା ହେଲେ ଲାଇନରେ : ସେଲିବ୍ରିଟି ପହଂଚିଲେ ଅନ୍ତିମ…

ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀ ତାଙ୍କ ୫୦ ବର୍ଷ ଫିଲ୍ମ କ୍ୟାରିୟରେ ଭିନ୍ନ ଭିନ୍ନ ଭାଷାରେ ୩୦୦ଟି ଫିଲ୍ମ କରି ପ୍ରଶଂସକଙ୍କ ହୃଦୟରେ ଜାଗା ସୃଷ୍ଟି କରିପାରିଥିଲେ । ତେବେ ୨୪ ତାରିଖ ରାତିରେ ଦୁବାଇରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ପାର୍ଥିବ ଶରୀରକୁ ସ୍ୱଦେଶ ପହଂଚିବା…

ମାଗଣାରେ ମିଳିବ ମୋବାଇଲ ଫୋନ୍ ! ମୋଦି ସରକାର ଉପସ୍ଥାପନ କଲେ ଆକର୍ଷଣୀୟ ଅଫର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରୀ କାର୍ଯ୍ୟକ୍ରମ ସହ ଯୁବପୀଢ଼ିଙ୍କୁ ଯୋଡ଼ି ରଖିବା ପାଇଁ ଏକ ପ୍ରୟାସ କରୁଥାଆନ୍ତି । ତେବେ ଏବେ ମୋଦି ସରକାର ଆଣିଥିବା ଅଫର ଯୁବପୀଢ଼ିିଙ୍କ ପାଇଁ ଦମଦାର ଅଫର ସାବ୍ୟସ୍ତ ହୋଇପାରେ । ଏହି ଅଫର ସରକାରଙ୍କ ବହୁ ଚର୍ଚ୍ଚିତ ୱେବସାଇଟ mygov.inରେ ଉପଲବ୍ଧ ।…

ଆଉ ମାତ୍ର ଗୋଟିଏ ରାଉଣ୍ଡ ବାକି ! ବଡ ବ୍ୟବଧାନରେ ବିଜେଡି ଆଗୁଆ, ଲକ୍ଷେ ଡେଇଁଲା ବିଜେଡି ଭୋଟ

କନକ ବ୍ୟୁରୋ : ଆଉ ଗୋଟିଏ ରାଉଣ୍ଡର ଗଣତି ପରେ ଆସିବ ବିଜେପୁର ଜନାଦେଶ । ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗଣତି ସରିବାକୁ ଆଉ ମାତ୍ର ୧ ରାଉଣ୍ଡ ବାକି ରହିଛି । ୨୦ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଅଶୋକ ପାଣିଗ୍ରାହୀଙ୍କ ଠାରୁ ୪୧୫୩୯ ଭୋଟରେ…

ସ୍ମାର୍ଟଫୋନ୍ ହଜିଯାଇଛି କି ? ଘରେ ବସି କରିପାରିବେ ଡିଭାଇସ୍ ଲକ୍ ଓ ଡାଟା ଡିଲିଟ୍

ସ୍ମାର୍ଟଫୋନ ଚୋରୀ ହୋଇଯିବା ବା ହଜିଯିବା ନିଶ୍ଚୟ ଦୁଃଖପୂର୍ଣ୍ଣ ହୋଇଥାଏ । ଏହା ଏଇଥି ପାଇଁ ଯେ , ସ୍ମାର୍ଟଫୋନ ସହ ଫୋନରେ ଥିବା ଡାଟା ମଧ୍ୟ ସବୁଦିନ ପାଇଁ ଚାଲିଯାଏ । ଆଜିକାଲି ସ୍ମାର୍ଟଫୋନ ଏମିତି ଏକ ଜିନିଷ ପାଲଟିଯାଇଛି , ଯାହା ଛୋଟ ଠାରୁ ବଡ ସମସ୍ତଙ୍କର ଏକ ଜରୁରୀ ଜିନିଷ ପାଲଟିଯାଇଛି ।…

ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁୁୁତି ଜୋରଦାର ! ବିଜେପି ଶାସିତ ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ବୈଠକ କରିବେ ମୋଦି…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ଲୋକସଭା ନିର୍ବାଚନ ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କଲେଣି । ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହ ମିଶି ମୋଦି ରଣନୀତି ପ୍ରସ୍ତୁତ କରୁଛନ୍ତି । କିଛି ଦିନ ପୂର୍ବରୁ ଖବର ଆସିଥିଲା ୨୦୧୯ ପୂର୍ବରୁ ନିର୍ବାଚନ କରିପାରନ୍ତି…

ବିଜେପୁର ବାଜି ଜିତିବ କିଏ ? ଆଉ ମାତ୍ର ୩ଟି ରାଉଣ୍ଡ ବାକି! ଆଗୁଆ ଅଛି ବିଜେଡି, ପଛରେ ପଡିଛି କଂଗ୍ରେସ

କନକ ବ୍ୟୁରୋ : ବିଜେପୁର କୁହୁକ ପେଡି ଖୋଲିବାକୁ ଆଉ ମାତ୍ର ତିନି ରାଉଣ୍ଡ ବାକି ରହିଛି । ମୋଟ ୨୧ ରାଉଣ୍ଡରୁ ୧୮ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ୧୮ ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗୁଆ ରହିଛନ୍ତି । ରୀତା ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେପି ପ୍ରାର୍ଥୀ ଅଶୋକ…