Monthly Archives

February 2018

୧୩୦ କୋଟି ଭାରତୀୟଙ୍କ ପାଇଁ ଖୁସିଖବର ! ଅନୀଲ ଅମ୍ବାନିଙ୍କ ବଡ ଘୋଷଣା, ଗୋଟିଏ ବର୍ଷ ପାଇଁ ରିଲାଏନ୍ସ ଡିଜିଟାଲ ଟିଭିର…

ଡିଟିଏଚ ଗ୍ରାହକଙ୍କ ପାଇଁ ଖୁସିଖବର । ଟେଲିକମ କ୍ଷେତ୍ରରେ ମାଗଣା ଜିଓ ସେବା ଆରମ୍ଭ କରି ଚହଳ ସୃଷ୍ଟି କରିଛନ୍ତି ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ବାନି । ଏବେ ତାଙ୍କର ସାନ ଭାଇ ଅନୀଲ ଅମ୍ବାନି ଡିଟିଏଚ କ୍ଷେତ୍ରରେ ଏକ ଆକର୍ଷଣୀୟ ଅଫର ଆରମ୍ଭ କରିଛନ୍ତି । ଅନୀଲଙ୍କ ରିଲାଏନ୍ସ ବିଗ୍…

ସିବିଆଇକୁ ଖାତିର କଲେ ନାହିଁ ପିଏନବି ମହାଘୋଟାଲାର ମହାଠକ ନିରଭ ମୋଦି ! କହିଲେ, ବ୍ୟସ୍ତ ଅଛି, ଏବେ ଭାରତ ଯାଇପାରିବି…

କନକ ବ୍ୟୁରୋ : ପିଏନବି ମହାଘୋଟାଲାର ମହାଠକ ନିରଭ ମୋଦି ଏବେ ଖୁବ ବ୍ୟସ୍ତ । ଭାରତ ଆସିବାକୁ ତାଙ୍କ ପାଖରେ ସମୟ ନାହିଁ । ଏଭଳି କଥା ଖୋଦ ନିରଭ କହିଛନ୍ତି । ଭାରତୀୟ ଲୋକମାନଙ୍କ କଷ୍ଟଲବ୍ଧ ଅର୍ଥକୁ ଠକିନେବା ପରେ ଏବେ ଭାରତର ଆଇନକୁ ଚ୍ୟାଲେଞ୍ଜ କରିଛି ମହାଠକ ନିରଭ ମୋଦି । ବାରମ୍ବାର ସମନ…

ବିଜେପୁରରେ ଉଡିଲା ବିଜେଡି ବାନା ! ନବୀନଙ୍କ ମାଷ୍ଟରଷ୍ଟ୍ରୋକରେ ବିରୋଧୀ ଘାଇଲା, ଉପନିର୍ବାଚନରେ ପଞ୍ଚାୟତ ନିର୍ବାଚନର…

କନକ ବ୍ୟୁରୋ : ଭୋଟ ଗଣିତରେ ପୁଣି ନିଜକୁ ବାଦଶାହ ପ୍ରମାଣିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଂଚାୟତ ନିର୍ବାଚନରେ ଯେଉଁ ଅଂଚଳରେ ବିଜେଡି ବିଫଳତାର ସ୍ୱାଦ ଚାଖିଥିଲା, ଠିକ ସେହି ଅଂଚଳରେ ବିଜେଡି ବିଜୟ ଧ୍ୱଜା ଉଡାଇଛି । ଆଉ ଏହାର ସର୍ବାଧିକ ଶ୍ରେୟ ଯାଇଛି ମୁଖ୍ୟମନ୍ତ୍ରୀ…

ପଦ ଛାଡିଲେ ପ୍ରସାଦ ! ବିଜେପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପଦରୁ ପ୍ରସାଦ ଇସ୍ତଫା…

କନକ ବ୍ୟୁରୋ : ବିଜେପୁର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କଂଗ୍ରେସ ଦଳରେ ବଡ ଧରଣର ହଲଚଲ । ସୁତ୍ର ଅନୁଯାୟୀ, ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନ ଇସ୍ତଫା ଦେଇଥିବା ଜଣାପଡିଛି । ବିଜେପୁରରେ ଦଳର ଶୋଚନୀୟ ପରାସ୍ତ ପରେ ପ୍ରସାଦ ନୈତିକତା ଦୃ୍ଷ୍ଟିରୁ ଏଭଳି ନିଷ୍ପତି ନେଇଥିବା ସୂଚନା…

ମୋଦି ସରକାରଙ୍କ ପାଇଁ ଖୁସି ଖବର ! ଦ୍ରୁତଗତିରେ ବିକଶିତ ଅର୍ଥନୀତି ଭାବରେ ପୁଣି ଠିଆ ହେଲା ଭାରତ, ବିମୁଦ୍ରାୟନ ପରେ…

କନକ ବ୍ୟୁରୋ : ମୋଦି ସରକାରକୁ ଆଶ୍ୱସ୍ତି । ଦେଶର ଅର୍ଥବ୍ୟବସ୍ଥାରେ ଆସିଲା ସୁଧାର, ବଢ଼ିଲା ବିକାଶର ହାର । ତୃତୀୟ ତ୍ରୟମାସିକରେ ଭାରତର ଜିଡିପି ୭ଦଶମିକ୍ ୨ପ୍ରତିଶତ ହାରରେ ବୃଦ୍ଧି ପାଇଛି । ଏହି ବୃଦ୍ଧି ସହ ଜିଡିପି ବୃଦ୍ଧି ହାର ବୃଦ୍ଧିରେ ବିଶ୍ୱରେ ଏକ ନମ୍ବର ହୋଇଛି ଭାରତ । ପଛରେ ପଡିଛି…