Daily Archives

January 25, 2018

ହାତ ଛାଡିଲା ବିଜେଡି, ନିରବ ରହିଗଲେ ବୈଜୟନ୍ତ! ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଚୁପ ରହିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା

କନକ ବ୍ୟୁରୋ : ବିଜେଡିରୁ ନିଲମ୍ବିତ ହେବା ପରେ ଏବେ କଣ କରିବେ ବୈଜୟନ୍ତ ? ଏଭଳି ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ପାଳଟିଛି । ବହିଷ୍କାର ନୁହେଁ, ନିଲମ୍ବିତ ହୋଇଥିବାରୁ ଅନ୍ୟ ଦଳରେ ମଧ୍ୟ ବର୍ତମାନ ଯୋଗ ଦେଇପାରିବେ ନାହିଁ । ଅନ୍ୟଦଳରେ ଯୋଗଦେବାକୁ ହେଲେ ତାଙ୍କୁ ଦଳରୁ ଇସ୍ତଫା ଦେବାକୁ ପଡିବ ।…

ନେତା ଲଢ଼ିବେ ନିର୍ବାଚନ, ପିଲା ଦେବେ ପରୀକ୍ଷା! ବିଜେପୁର ଉପ-ନର୍ବାଚନ ପାଇଁ ମାଟ୍ରିକ୍ ପରୀକ୍ଷାର ସୂଚୀରେ ହେବନି କୌଣସି…

କନକ ବ୍ୟୁରୋ : ଫେବୃଆରୀ ୨୩ରୁ ଆରମ୍ଭ ହେଉଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ବିଜେପୁର ଉପନିର୍ବାଚନ ୨୪ ତାରିଖରେ ହେବ । ଏହାକୁ ନେଇ ପରୀକ୍ଷାରେ ପରିବର୍ତନ ହେବା ସମ୍ଭାବନା ନେଇ ଚର୍ଚା ଜୋର ଧରିଥିଲା । ଏପରି ସମ୍ଭାବନାକୁ…

ଖଣ୍ଡଗିରି ମେଳା ପାଇଁ ‘ଗୁପ୍ତଗଙ୍ଗା’ରୁ ଆସୁଛି ପବିତ୍ର ଜଳ : ଦ୍ୱାପର ଯୁଗର ପୌରାଣିକ ବିଶ୍ୱାସ ସହ ଜଡିତ ଏହି ଗୁମ୍ଫାର…

କନକ ବ୍ୟୁରୋ : ସାଧୁ-ସନ୍ଥଙ୍କ ପୂଜାପାଠ ଓ ସାଧନା ଭିତରେ ଆରମ୍ଭ ହୋଇଛି ଭୁବନେଶ୍ୱରର ଖଣ୍ଡିଗରି ମେଳା । ଦେଶର କୋଣ ଅନୁକୋଣରୁ ସନ୍ୟାସୀ ଆସି ଜାରି ରଖିଛନ୍ତି ପୂଜାଚର୍ଚ୍ଚା । ଆଉ ଏହି ଅବସରରେ ଗୁପ୍ତ ରହସ୍ୟ ଖୋଜି ବାହାର କରିଥିଲା କନକ ନ୍ୟୁଜ୍ କ୍ୟାମେରା ଟିମ୍ । ଖଣ୍ଡିଗିରି ପାହାଡ଼ରେ ଥିବା…

ଗର୍ଲଫ୍ରେଣ୍ଡର ପ୍ରେମ ଘାରିଦେଲା, ମାମୁଁଘରୁ ଭଣଜା ଚୋରି କଲା! ୧୨ ଲକ୍ଷ ଚୋରି କରି ମାମୁଁଘର ଗଲା ଭଣଜା

କନକ ବ୍ୟୁରୋ : ଗର୍ଲଫ୍ରେଣ୍ଡକୁ ଖୁସି କରିବାକୁ ଯାଇ ମାମୁଁଙ୍କୁ ଚୂନା ଲଗାଇଲା ଭଣଜା । ମାମୁଁଙ୍କୁ ଭୁଆଁ ବୁଲାଇ ୧୨ଲକ୍ଷ ଟଙ୍କା ଘରୁ ଲୁଟିନେଇ ଗିରଫ ହୋଇଛି ଭଣଜା । ପ୍ରେମିକାକୁ ଦାମୀ କାର ଉପହାର ଦେବାକୁ ଯାଇ ଭଣଜା ଅଭୟ ମାମୁଁଙ୍କ ସଂସ୍ଥା ପାଇଁ ଥିବା ଟଙ୍କାକୁ ଲୁଟ୍ କରି ଫେରାର…

କୁନ୍ଦୁଲି ପରେ ବାଣପୁର : ନ୍ୟାୟ ନ ପାଇ ଆତ୍ମହତ୍ୟାର ବାଟ ବାଛି ନେଲେ ପୁଣି ଜଣେ ନାବାଳିକା

କନକ ବ୍ୟୁରୋ : କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟବ୍ୟାପି ଜଳୁଥିବା ଅସନ୍ତୋଷର ନିଆଁ ଶାନ୍ତ ପଡ଼ିନଥିବା ବେଳେ ବାଣପୁରରେ ଘଟିଛି ପୁଣି ଏକ ଅନୁରୁପ ଘଟଣା । ନ୍ୟାୟ ପାଇଁ ନୟାନ୍ତ ହୋଇଥିବା ପୀଡ଼ିତା ଯେତେବେଳେ ସାମାଜିକ ଅପବାଦ ମୁଣ୍ଡାଇବାକୁ ଅସମର୍ଥ ହେଲେ ବାଛି ନେଲେ ଆତ୍ମହତ୍ୟାର…

ଅଜବ ! ଜେଲରେ ବନ୍ଦୀ , ହେଲେ ମୋଷ୍ଟ ୱାଂଟେଡ୍ ଲିଷ୍ଟରେ ସାମିଲ୍ 

କୋଲକତା : କଏଦୀମାନଙ୍କ ତାଲିକାକୁ ନେଇ କୋଲକତା  ପୁଲିସ୍ ର ଅବହେଳାର ଚିତ୍ର ସାମ୍ନାକୁ ଆସିଛି । ପୁଲିସ୍ ଅଫିସିଆଲ୍ ୱେବସାଇଟ୍ ରେ ଏବେ ବି କଏଦୀଙ୍କ ନାଁ ମୋଷ୍ଟ ୱାଂଟେଡ୍ ଲିଷ୍ଟରେ ରହିଛି , ଯେଉଁମାନେ କି ପୂର୍ବରୁ ଗିରଫ ହୋଇ ଜେଲର ଚାରି କାନ୍ଥ ଭିତରେ । କୋଲକତା ପୁଲିସ୍  ଅନୁସାରେ…