Daily Archives

January 10, 2018

ହାଡଭଙ୍ଗା ଶୀତରେ ଥରୁଛି ଓଡିଶା । ଭାଙ୍ଗିଲା ୩ ବର୍ଷର ରେକର୍ଡ । ଆହୁରି ୧୦ ଦିନ ବଢିବ ଶୀତ 

କନକ ବ୍ୟୁରୋ : ଗାଡି ଉପରେ ତୁଷାର ଚାଦର । ରାସ୍ତା-ଘାଟ, ଘରଦ୍ୱାର,  ସବୁଠି ହାଡଭଂଗା ଜାଡର ଚିହ୍ନ । ୩ ଡିଗ୍ରୀ ଥଣ୍ଡାରେ ଥରୁଛି ଓଡିଶାର କାଶ୍ମୀର । ଲଗାତର ୩ ଦିନ ହେଲା ଦାରିଙ୍ଗବାଡିରେ ତୁଷାରପାତ ହେଉଛି । ସକାଳ ୧୦ ଟା ଯାଏଁ ରାସ୍ତାଘାଟ ଦେଖାଯାଉନି । ନା ବାହାରକୁ ବାହାରି ହେଉଛି ନା…

ଖଣି ଇଲାକାରେ ସନା ମହାକୁଡଙ୍କ ସମରସଜ୍ଜା । ମୋଦି ଓ ସୋନିଆଙ୍କ ଠାରୁ ଅଧିକ ସମ୍ପତି ଦର୍ଶାଇଥିବା ବିଧାୟକ ଗଢିବେ ନୂଆ…

କନକ ବ୍ୟୁରୋ : ୨୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ଠାରୁ ଅଧିକ ସମ୍ପତିର ଅଧିକାରୀ ବୋଲି ନିର୍ବାଚନ କମିଶନଙ୍କ ନିକଟରେ ଆଫିଡେଭିଟ ଦେଇଥିବା ବିଧାୟକ ସନା ମହାକୁଡ ଗଢିବେ ନୁଆ ଦଳ । କେନ୍ଦୁଝର ରାଜନୀତିରେ ସ୍ୱାଧୀନ ବିଧାୟକ…

ଆଧାର ଡାଟା ଲିକ ପରେ ଚେତିଲେ ସରକାର । ୧୨ନମ୍ବର ଡିଜିଟ ନୁହେଁ ଭର୍ଚୁଆଲ ଆଇଡି 

ଆଧାରର ସୁରକ୍ଷା ନେଇ ପ୍ରଶ୍ନ ଉଠିବା ପରେ ଏଥିରେ ବ୍ୟାପକ ପରିବର୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ତେବେ ଆଧାରରେ ରହୁଥିବା ୧୨ଅଙ୍କ ବିଶିଷ୍ଟ ନମ୍ବର ବଦଳାଇବାକୁ କେନ୍ଦ୍ର ଯୋଜନା କରୁଥିବା ଜଣାପଡୁଛି । ଆଉ ପ୍ରତି ଆଧାର କାର୍ଡ ପାଇଁ ଗୋଟିଏ ଭର୍ଚୁଆଲ ଆଇଡି ଦିଆଯିବ ।  ଆପଣ ଯେତେବେଳେ…

ଆସିଲା ହ୍ୱାଟ୍ସଆପର ନୂଆ ଫିଚର :  କଲ୍ ନକାଟିବି ଭଏସ୍ କଲରୁ କରିପାରିବେ ଭିଡିଓ କଲିଂ 

ହ୍ୱାଟ୍ସଆପ୍ ନିଜର ଆଣ୍ଡ୍ରଏଡ୍ ୟୁଜରଙ୍କ ପାଇଁ  ଏକ ନୂଆ ଫିଚର ଲଂଚ କରିଛି । ହ୍ୱାଟ୍ସଆପ୍ ର ଏହି ନୂଆ ଫିଚର ଜରିଆରେ ଭଏସ୍ କଲ୍ ରୁ ସହଜରେ ଭିଡିଓ କଲକୁ ଯାଇପାରିବେ ।  ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ର ନୂଆ ଅପଡେଟରେ ୟୁଜର ଭଏସ୍ କଲ୍ ସମୟରେ ଏହାକୁ ଭିଡିଓ କଲ୍ ରେ ବଦଳେଇପାରିବେ ।…

୨୦୧୯ ନିର୍ବାଚନ ପୂର୍ବରୁ ବଜେଟ ଉପସ୍ଥାପନା କରିବେ ସରକାର । ଲୋକଙ୍କୁ ଖୁସି କରିବା ପାଇଁ ଭଣ୍ଡାର ଖୋଲିଦେବେ କି ନବୀନ

କନକ ବ୍ୟୁରୋ : ଆଜି ରାଜ୍ୟ ସରକାର ପକ୍ଷରୁ ପ୍ରାକ୍ ବଜେଟ ବୈଠକ ଅନୁଷ୍ଠିତ ହୋଇଛି । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗର ଉଚ୍ଚ ଅଧିକାରୀ ସମେତ ପୂର୍ବତନ ଅର୍ଥମନ୍ତ୍ରୀ ଓ ବହୁ ଆମନ୍ତ୍ରିତ ବିଶେଷଜ୍ଞ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ…

କମୁଛି ସଚେତନତା ବଢୁଛି ଜରିମାନା ଆଦାୟ : ହେଲମେଟ ପିନ୍ଧିବା ପାଇଁ ଲୋକଙ୍କୁ ଟ୍ରାଫିକ ପୋଲିସ କରୁଛନ୍ତି ସଚେତନ

କନକ ବ୍ୟୁରୋ : କମୁଛି ସଚେତନତା ବଢୁଛି ଜରିମାନା ଆଦାୟ  । ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ହେଲମେଟ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯାଇଥିବା ବେଳେ ଏବେବି ବଢୁଛି ଜରିମାନା ଆଦାୟ  । ହେଲମେଟ ନପିନ୍ଧି ଗାଡି ଚଳାଉଥିବା ଚାଳକଙ୍କ ଠାରୁ ୨୦୧୭ରେ କଟକ କମିଶନରେଟ ପୁଲିସ ଆଦାୟ କରିଛି…