Monthly Archives

January 2018

ସରକାରଙ୍କୁ ଘାରିଲା କୋଟିଆ ଚିନ୍ତା : ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଆସି ଉପହାର ବାଂଟିବା ପରେ ଓଡିଶା ସରକାରଙ୍କ…

କନକ ବ୍ୟୁରୋ : ସରକାରଙ୍କୁ ଘାରିଲା କୋଟିଆ ଚିନ୍ତା । କୋରାପୁଟ କୋଟିଆ ଗାଁରେ ଆନ୍ଧ୍ରପ୍ରଦେଶର ପ୍ରଶାସନିକ ଅଧିକାରୀ ଆସି ଉପହାର ବାଂଟିବା ପରେ ଓଡିଶା ସରକାରଙ୍କ ନିଦ ଭାଙ୍ଗିଛି । ଏଣିକି କୋଟିଆକୁ ଯିବେ ସରକାରୀ ଅଧିକାରୀ ଆଉ ଲୋକଙ୍କ ଅସୁବିଧା ବୁଝିବେ । ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ…

ସୁପର ଗାଈ ବନେଇବେ ବିଲ୍ ଗେଟ୍ସ ! ଖର୍ଚ୍ଚ କରିବେ ୪୦ ମିଲିୟନ ଡଲାର

ମାଇକ୍ରୋସଫ୍ଟ ସଂସ୍ଥାପକ ଏବଂ ଆମେରିକାର ଉଦ୍ୟୋଗପତି ବିଲ୍ ଗେଟ୍ସ ଏକ ନୂଆ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛନ୍ତି । ଜୈବିକ  ରିସର୍ଚ୍ଚ ଜରିଆରେ ସୁପର ଗାଈ ବନେଇବାର ଏକ ପରିକଳ୍ପାନା କରିଛନ୍ତି । ସେ ଏଡିନବର୍ଗ ସ୍ଥିତ ଲାଇଭଷ୍ଟକ ଭେଟେନାରୀ ମେଡିସିନ୍ ରିସର୍ଚ୍ଚରେ ଏଥିପାଇଁ ୪୦ ମିଲିୟନ୍ …

ଯୋଗେଶଙ୍କ ୱିକେଟ ପତନ ପରେ ସଂକଟରେ କଂଗ୍ରେସ : ବିରୋଧୀ ଦଳ ନେତା ପଦ ହରାଇ ପାରନ୍ତି ନରସିଂହ ମିଶ୍ର

କନକ ବ୍ୟୁରୋ : ୨୦୧୪ ବିଧାନସଭା ନିର୍ବାଚନରେ ୧୬ଟି ଆସନ ଜିତି ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଥିବା ରାଜ୍ୟ କଂଗ୍ରେସ ପାଇଁ ସଂକଟଜନକ ସ୍ଥିତି । କାରଣ ପ୍ରଥମେ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ଓ ପରେ ଭୁଲ ଜାତି ପ୍ରମାଣପତ୍ର ମାମଲାରେ ବିଧାୟକ ଯୋଗେଶ ସିଂଙ୍କ ସଭ୍ୟପଦ ରଦ୍ଦ ପରେ ଗୃହରେ…

ଆସନ୍ତାକାଲିର ବଜେଟ୍ ଉପରେ ସମସ୍ତଙ୍କ ନଜର : ସାଧାରଣ ଲୋକଙ୍କ ପାଇଁ ବଜେଟରେ କ’ଣ ଘୋଷଣା କରିବେ ସରକାର?

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଗୁରୁବାର ଉପସ୍ଥାପନ ହେବାକୁ ଯାଉଛି ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ତେଣୁ ଲୋକଙ୍କୁ ତୁଷ୍ଟ କରିବା ପାଇଁ ରାଜନୀତି ଓ ଦେଶକୁ ଆଗକୁ ନେବା ପାଇଁ ଆବଶ୍ୟକ ଅର୍ଥନୀତିରେ ସମନ୍ୱୟ ରଖି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଗତ କରିବେ ସାଧାରଣ…

କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ଆତ୍ମହତ୍ୟାର କାରଣ ନେଇ ହେବ ବିଚାର ବିଭାଗୀୟ ତଦନ୍ତ

କନକ ବ୍ୟୁରୋ : ଯବାନଙ୍କ ଦ୍ୱାରା ଗଣଦୁଷ୍କର୍ମର ଅଭିଯୋଗ ଆଣି ନ୍ୟାୟ ପାଇଁ ବାରଦୁଆର ବୁଲି ଶେଷରେ ଆତ୍ମହତ୍ୟା କରିଦେଲେ କୁନ୍ଦୁଲୀ ପୀଡିତା । ସାରା ରାଜ୍ୟରେ ହଇଚଇ ସୃଷ୍ଟି ହେଲା । ସନ୍ଦେହ ଉଠିଲା ଗଣଦୁଷ୍କର୍ମ ଅଭିଯୋଗର ଠିକ୍ ଭାବରେ ତଦନ୍ତ କରାନଯିବାରୁ ଶେଷରେ ଜୀବନ ହାରିଲେ ପୀଡିତା । …