Daily Archives

December 29, 2017

ଓଡିଆ ବୈଜ୍ଞାନିକଙ୍କ ସଫଳତା ! ଶରୀରର ଅନ୍ୟ ଅଙ୍ଗକୁ ବ୍ୟାପିବନି କ୍ୟାନସର, ଗବେଷଣା ପଥରେ ନୂଆ ଔଷଧ

କନକ ବ୍ୟୁରୋ : ଓଡିଆ ବୈଜ୍ଞାନିକଙ୍କ ସଫଳତା । କର୍କଟ ରୋଗକୁ ଦେହରେ ବ୍ୟାପିବାକୁ ନଦେବା ପାଇଁ ପ୍ରସ୍ତୁତ କରିଛନ୍ତି ଔଷଧ । ବିଜ୍ଞାନୀ ଡ. ସନ୍ଦୀପ ମିଶ୍ରଙ୍କ ଏହି ଗବେଷଣା ତଥ୍ୟ ଅନ୍ତର୍ଜାତୀୟ ରିସର୍ଚ୍ଚ ଜର୍ନାଲରେ ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି । ଅନ୍ୟପଟେ ଏହି ଗବେଷକ ଦଳ ଏବେ ଏହି…

ଗାଁ ଗାଁକୁ ମାଡିଯାଇଛି ପିସି କାରବାର ! ଘର ପାଇଁ ଦେବାକୁ ପଡୁଛି ସବୁଠାରୁ ବେଶୀ ହାତଗୁଞ୍ଜା, ଭିଜିଲାନ୍ସ ଦେଲା…

କନକ ବ୍ୟୁରୋ : ପିସି ବା ପରସେଂଟେଜ୍ କାରବାର ପୂରା ବ୍ୟବସ୍ଥାକୁ ବିଷାକ୍ତ କରିଦେଇଛି । ଲାଂଚ ନାହିଁ ତ କାମ ନାହିଁ । ଗାଁ ଗାଁରେ ମାଡିଯାଇଛି ଏହି ପରମ୍ପରା । ବିଶେଷ କରି ସରକାରୀ ସ୍କିମରେ ଘର ଖଣ୍ଡେ ପାଇବାକୁ ହେଲେ ହାତଗୁଞ୍ଜା ଦେବାକୁ ବାଧ୍ୟ । କନକ ନ୍ୟୁଜ ଏହା ବିରୋଧରେ ଅଭିଯାନ ଚଳାଇ…

କଣାସରେ ପୋଲିସ-ଜନତା ମୁହାଁମୁହିଁ! ୧୪୪ ଧାରା ଜାରି ସତ୍ୱେ ତହସିଲ ଅଫିସ ସାମ୍ନାରେ ଉତ୍ତେଜନା

କନକ ବ୍ୟୁରୋ : ୧୪୪ ଧାରା ଜାରି ସତ୍ୱେ ଉତେଜନା । କଣାସ ତହସିଲଦାର ଅଫିସ ଘେରାଉ ଉଦ୍ୟମ ବେଳେ ମୁହାଁମୁହିଁ ହେଲେ ପୋଲିସ-ଜନତା । ତହସିଲଦାରଙ୍କ ବଦଳି ଦାବି କରି ଆଇନ ଅମାନ୍ୟ କଲା କଣାସ ସୁରକ୍ଷା ମଂଚ । ଶହ ଶହ ଲୋକ ତହସିଲ ଅଫିସକୁ ପଶିବା ବେଳେ ଅଟକାଇବାକୁ ଉଦ୍ୟମ କରିଥିଲା ପୋଲିସ । ହେଲେ…

ବାଜୁନି ବିଜେପୁର ବିଗୁଲ! ବିଳମ୍ବ ହେଉଛି, ତାତି ବଢୁଛି । ବିରୋଧୀଙ୍କ ଟାର୍ଗେଟରେ ନିର୍ବାଚନ କମିଶନ ଓ ବିରୋଧୀ

କନକ ବ୍ୟୁରୋ : ଭାରତୀୟ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ଏବଂ ରାଜସ୍ଥାନର ୫ଟି ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ ଆଜି ବିଜେପୁରକୁ ନେଇ ପ୍ରଶ୍ନ ଉଠିଛି । ନିର୍ବାଚନ କମିଶନଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ଓ କଂଗ୍ରେସ । ଅଭିଯୋଗ କରିଛନ୍ତି, ବିଜେପିର ହାତ ବାରିସି…

ସୁପ୍ରିମକୋର୍ଟ ଆଦେଶ ମୁତାବକ ଖଣି ମାଲିକଙ୍କୁ ଡେଡଲାଇନ୍ ମନେ ପକାଇଦେଲେ ଖଣିମନ୍ତ୍ରୀ ! କହିଲେ, ଜରିମାନା ନଦେଲେ…

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ଯେଉଁ ଖଣିମାଲିକମାନେ ଜୋରିମାନା ନଦେବେ ସେମାନଙ୍କ ମାଇନିଂ ଅପରେସନ୍ ନୂଆ ବର୍ଷ ପରେ ବନ୍ଦ କରିଦିଆଯିବ । ଆଜି ଏକଥା କହିଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ସୁପ୍ରିମକୋର୍ଟ ନିର୍ଦ୍ଦେଶ ମୁତାବକ ଡିସେମ୍ବର ୩୧ ସୁ୍ଦ୍ଧା ୧୫୨ଟି ଖଣି…

୫୮ ବର୍ଷରେ ପାଦ ଦେଲା ନନ୍ଦନକାନନ ! ସରକାର କହିଲେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ଟୟ ଟ୍ରେନ୍ ଓ ରୋପ୍ ୱେ

କନକ ବ୍ୟୁରୋ : ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ନନ୍ଦନକାନନର ଟୟ ଟ୍ରେନ୍ ଓ ରୋପ୍ ୱେ । ଏଥିସହ ନନ୍ଦନକାନନ ସମ୍ମୁଖରେ ହେବ ମଲ୍ଟିଷ୍ଟୋରେଜ ପାର୍କିଂ ବ୍ୟବସ୍ଥା । ବସଷ୍ଟାଣ୍ଡ ଏବଂ ଫୁଡ୍ ପାର୍କ ବି ନିର୍ମାଣ ହେବ । ଝଲସିବ ନନ୍ଦନକାନନ । ଭୁବନେଶ୍ୱରରୁ ନନ୍ଦନକାନନ ଯାଏଁ ରାସ୍ତାର ଆଲୋକୀକରଣ…