Advertisment

Top 2

ଚକାଆଖି ଆସିଲା, ଭକ୍ତ ନଥିଲା... ମହାମାରୀ ପାଇଁ ଭକ୍ତ-ଭଗବାନଙ୍କ ଭିତରେ ହେଲାନି ମହାମିଳନ । କଟକଣା ପାଇଁ ଭକ୍ତଶୂନ୍ୟ ବଡଦାଣ୍ଡ ଦେଖି ଛଳଛଳ ହୋଇଗଲା ଚକାନୟନ...

କେବେ ଗଡିବ ମୋ ରିକ୍ସା...? ଚକ ଘୁରିଲେ ଘର ଚଳିବ... ଦିନେ ସେ ଗୋଟିଏ ହାତରେ ଟାଣୁଥିଲେ ସଂସାର ରିକ୍ସା, ଆଜି ତାଲାବନ୍ଦ ବୁଡାଇଛି ତାଙ୍କ ବେଉସା । କଟକଣା ପାଇଁ ରାସ୍ତାରେ ରିକ୍ସା ଗଡୁନି, ପେଟକୁ ଭାତ ମିଳୁନି... ଦେଖନ୍ତୁ କରୋନା ଭିତରେ ରିକ୍ସାବାଲା ବାପାର କନ୍ଦେଇଦେଲା ଭଳି କାହାଣୀ...

ବିଦ୍ୟୁତ୍ ଖୁଣ୍ଟର ଜାଲି ଭିତରେ ଫସି ଯାଇଥିଲା ବଣିଛୁଆ । ବଞ୍ଚାଇବା ପାଇଁ ଥଣ୍ଟରେ ଜାଲି ଝିଙ୍କି ନିରାଶ ହେବା ପରେ କାନ୍ଦୁଣୁ ମାନ୍ଦୁଣୁ ବଣି ବାପାମାଆ... ଚିଁ ଚିଁ ଚିକ୍ରାର ଶୁଣି ଉଦ୍ଧାର କଲା ମଣିଷ । ରାଜଧାନୀ ଛାତି ଉପରେ ଲେଖା ହେଲା ପକ୍ଷୀ-ମଣିଷର ନୂଆ କାହାଣୀ

ସୀମା ଜଗୁଥିଲେ, ଗାଁ ପାଇଁ ସ୍ୱପ୍ନ ଦେଖୁଥିଲେ... ସ୍ୱପ୍ନ ସାକାର ହେବା ପୂର୍ବରୁ ସହିଦ ହୋଇଗଲେ ଓଡିଆ ଯବାନ । ଜାଣନ୍ତୁ ମାଟି ମାଆ ପାଇଁ କେଉଁ ସ୍ୱପ୍ନ ଦେଖିଥିଲେ ସାହସୀ ଚନ୍ଦ୍ରକାନ୍ତ...

ଫେରିବ କହି ଫେରିଲନି... ବାପା ! ତମେ ମତେ କେମିତି ଠକି ପାରିଲ...? ସୀମାରେ ସହିଦ ହେବା ପରେ ବାପାର ଫଟୋକୁ ଦେଖି ଅଭିମାନରେ କୁନି ଝିଅ ପଚାରିଲା ପ୍ରଶ୍ନ । ବାପ-ଝିଅର ଫଟୋ ଦେଖି ସୋସିଆଲ ମିଡିଆରେ ଭାବୁକ ହେଲେ ଲୋକେ...

ଗଲୱାନ ଘାଟିର ଗୁମର ! ୧୫ ତାରିଖ ରାତିରେ ହୋଇଥିଲା କ’ଣ ? କାହିଁକି ଦୁଇ ଦେଶର ସେନାଙ୍କ ମଧ୍ୟରେ ଉପୁଜିଥିଲା ସାଂଘାତିକ ସ୍ଥିତି? ପଢ଼ନ୍ତୁ ପୂରା ଘଟଣାବଳୀ...

ସହିଦ ପରିବାରକୁ ୨୫ ଲକ୍ଷ ସହାୟତା । ମାଟିମାଆ ପାଇଁ ଗଲୱାନ ଘାଟିରେ ପ୍ରାଣବଳୀ ଦେଇଥିବା ୨ ଓଡିଆ ବୀର ଯବାନଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭାରତ-ଚୀନ ସୀମା ଲଢେଇ ବଳିଦାନ ଦେଇଥିବା ସହିଦଙ୍କ ନାଁ ପ୍ରକାଶ କଲା ଭାରତୀୟ ସେନା : ସହିଦଙ୍କ ମଧ୍ୟରେ ଅଛନ୍ତି ୨ ଓଡିଆ ; କନ୍ଧମାଳ ରାଇକିଆର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୂରଭଂଜର ନନ୍ଦୁରାମ ସୋରେନ୍ ସହିଦ

ଅଫେରା ରାଇଜରେ ‘ରାଜପୁତ’...ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରରୁ ବଲିଉଡ଼ର ‘ଧୋନୀ’ । ପରିବାର ସହ ‘ପବିତ୍ର ରିସ୍ତା’ ତୁଟାଇ ଅଧାରେ ଛାଡ଼ିଗଲେ ‘ଛିଛୋରେ’ ସୁଶାନ୍ତ । ବିହାରରୁ ବମ୍ବେ ୧୧ଟି ଫିଲ୍ମରେ ପାଲଟିଥିଲେ ସୁପରଷ୍ଟାର ।ପଢ଼ନ୍ତୁ କେମିତି ଥିଲା ସୁଶାନ୍ତଙ୍କ ସଂଘର୍ଷ ଭିତରେ ସଫଳତାର କାହାଣୀ...

ମୁମ୍ବାଇରୁ ମୃତ୍ୟୁର ଖବର ଆସିଲା, ପହିଲି ରଜରେ ଓଡିଶା ଲୁହ ପୋଛିଲା । ରଜରେ ବଲିଉଡର ‘ରାଜପୁତ’ ବିଦାୟ ନେବା ପରେ ମଉଳିଗଲା ସବୁ ମଉଜ...

ସେପାରିରେ ସୁଶାନ୍ତ, ବାକଶୂନ୍ୟ ବାପା । ପୁଅ ପରପାରିକୁ ଚାଲିଯିବା ପରେ ଭାଙ୍ଗିପଡିଛି ପୂରା ପରିବାର, ଘନଘନ ମୁର୍ଚ୍ଛା ଯାଉଛନ୍ତି ବାପା । ଗେହ୍ଲା ପୁଅର ଆତ୍ମହତ୍ୟାକୁ ବିଶ୍ୱାସ କରିପାରୁନାହାନ୍ତି ସମ୍ପର୍କୀୟ...

Advertisment
ସବସ୍କ୍ରାଇବ କରନ୍ତୁ