Advertisment

Pranjna Parimita Behera

ପ୍ରବଳ ପବନ ଯୋଗୁଁ  ଚିଲିକାରେ ସାମୟିକ ସମୟ ପାଇଁ ବନ୍ଦ ହେଲା ଭସାପୋଲ । ଯାତ୍ରୀସେବା ପ୍ରଭାବିତ । ବିପଦସଙ୍କୁଳ ଅବସ୍ଥାରେ ଯିବାଆସିବା କରୁଛନ୍ତି ଯାତ୍ରୀ post image

ପ୍ରବଳ ପବନ ଯୋଗୁଁ  ଚିଲିକାରେ ସାମୟିକ ସମୟ ପାଇଁ ବନ୍ଦ ହେଲା ଭସାପୋଲ । ଯାତ୍ରୀସେବା ପ୍ରଭାବିତ । ବିପଦସଙ୍କୁଳ ଅବସ୍ଥାରେ ଯିବାଆସିବା କରୁଛନ୍ତି ଯାତ୍ରୀ

ଗଞ୍ଜାମରେ ଆଇନଶୃଙ୍ଖଳାକୁ ଗୁରୁତ୍ୱ । ଅପରାଧରେ ଜଡିତ ପ୍ରବାସୀ ଓଡିଆଙ୍କ ଚାଲିଛି ତାଲିକା ପ୍ରସ୍ତୁତି । ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତି ଥାନାଧିକାରୀଙ୍କୁ ଏସପିଙ୍କ ନିର୍ଦ୍ଦେଶ ।  post image

ଗଞ୍ଜାମରେ ଆଇନଶୃଙ୍ଖଳାକୁ ଗୁରୁତ୍ୱ । ଅପରାଧରେ ଜଡିତ ପ୍ରବାସୀ ଓଡିଆଙ୍କ ଚାଲିଛି ତାଲିକା ପ୍ରସ୍ତୁତି । ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତି ଥାନାଧିକାରୀଙ୍କୁ ଏସପିଙ୍କ ନିର୍ଦ୍ଦେଶ । 

୨୪ ଘଣ୍ଟାରେ ୨୬୯୮ ନୂଆ କରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୬୭୫, ସ୍ଥାନୀୟ ଅଞ୍ଚଳରୁ ୧୦୨୩ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨ହଜାର୭୧୮ରେ ପହଞ୍ଚିଲା । post image

୨୪ ଘଣ୍ଟାରେ ୨୬୯୮ ନୂଆ କରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୬୭୫, ସ୍ଥାନୀୟ ଅଞ୍ଚଳରୁ ୧୦୨୩ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨ହଜାର୭୧୮ରେ ପହଞ୍ଚିଲା ।

ପାଣି ପୂରାନ୍ତୁ, କାର୍ ଚାଲିବ ।  ନା ପେଟ୍ରୋଲର ଚିନ୍ତା, ନା ବ୍ୟାଟେରୀ ଚାର୍ଜର ଝନଝଟ୍ । ଦ୍ୱାଦଶ ପାସ୍ କରିଥିବା ମେକାନିକ୍ ତିଆରି କଲେ ପାଣିକୁ ଇନ୍ଧନ ଭାବେ ବ୍ୟବହାର କରି ଚାଲୁଥିବା କାର୍ । post image

ପାଣି ପୂରାନ୍ତୁ, କାର୍ ଚାଲିବ । ନା ପେଟ୍ରୋଲର ଚିନ୍ତା, ନା ବ୍ୟାଟେରୀ ଚାର୍ଜର ଝନଝଟ୍ । ଦ୍ୱାଦଶ ପାସ୍ କରିଥିବା ମେକାନିକ୍ ତିଆରି କଲେ ପାଣିକୁ ଇନ୍ଧନ ଭାବେ ବ୍ୟବହାର କରି ଚାଲୁଥିବା କାର୍ ।

ଜଣେ ପୁଅ ଅଫିସର, ଆଉ ଜଣେ ନେତା  । ପୋକ ସାଲୁବାଲୁ ହୋଇ ରାଜରାସ୍ତାରେ ମୃତ୍ୟୁର ଭିକ ମାଗୁଛି ମା’ । ବୃଢ଼ୀ ବୟସରେ ସାହା ହେଲେନି ଏସି ରୁମରେ ମଉଜ କରୁଥିବା ପୁଅ ।  ଦୟନୀୟ ଅବସ୍ଥାରେ ରାସ୍ତା କଡ଼ରେ ଲୋଟୁଛି ଜନ୍ମଦାତ୍ରୀ । ମୁହଁରେ ଗାଳି ଦେଇ ଅତି ସରାଗରେ ଦେହର ଧୂଳି ପୋଛୁଥିବା ମା’ ଆଜି ଅଲୋଡ଼ା । post image

ଜଣେ ପୁଅ ଅଫିସର, ଆଉ ଜଣେ ନେତା । ପୋକ ସାଲୁବାଲୁ ହୋଇ ରାଜରାସ୍ତାରେ ମୃତ୍ୟୁର ଭିକ ମାଗୁଛି ମା’ । ବୃଢ଼ୀ ବୟସରେ ସାହା ହେଲେନି ଏସି ରୁମରେ ମଉଜ କରୁଥିବା ପୁଅ । ଦୟନୀୟ ଅବସ୍ଥାରେ ରାସ୍ତା କଡ଼ରେ ଲୋଟୁଛି ଜନ୍ମଦାତ୍ରୀ । ମୁହଁରେ ଗାଳି ଦେଇ ଅତି ସରାଗରେ ଦେହର ଧୂଳି ପୋଛୁଥିବା ମା’ ଆଜି ଅଲୋଡ଼ା ।

ସେପ୍ଟେମ୍ବର ୧ରୁ ବଢ଼ିବ ବିମାନ ଟିକେଟର ଦାମ । ଘୋଷଣା କଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ post image

ସେପ୍ଟେମ୍ବର ୧ରୁ ବଢ଼ିବ ବିମାନ ଟିକେଟର ଦାମ । ଘୋଷଣା କଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ

ଅନ୍‌ଲାଇନ୍‌ ଶିକ୍ଷାର ଅଜଣା ଦିଗ । ୨୭% ବିଦ୍ୟାର୍ଥୀଙ୍କ ଫୋନ୍‌ ନାହିଁ । ୨୮% ଭୋଗୁଛନ୍ତି ବିଜୁଳି ସମସ୍ୟା post image

ଅନ୍‌ଲାଇନ୍‌ ଶିକ୍ଷାର ଅଜଣା ଦିଗ । ୨୭% ବିଦ୍ୟାର୍ଥୀଙ୍କ ଫୋନ୍‌ ନାହିଁ । ୨୮% ଭୋଗୁଛନ୍ତି ବିଜୁଳି ସମସ୍ୟା

ରାଜ୍ୟରେ ୨୮୯୮ ନୂଆ ଆକ୍ରାନ୍ତ ଚିହ୍ନଟ । ଚିନ୍ତା ବଢାଉଛି ଖୋର୍ଦ୍ଧା, ୨୪ ଘଂଟାରେ ରେକର୍ଡ ସଂଖ୍ୟକ ୫୨୪ ପଜିଟିଭ । ସଙ୍ଗରୋଧରୁ ୧୭୯୨ ଓ ସ୍ଥାନୀୟ ଅଞ୍ଚଳରୁ ୧୧୦୬ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦, ୦୨୦ରେ ପହଞ୍ଚିଲା । post image

ରାଜ୍ୟରେ ୨୮୯୮ ନୂଆ ଆକ୍ରାନ୍ତ ଚିହ୍ନଟ । ଚିନ୍ତା ବଢାଉଛି ଖୋର୍ଦ୍ଧା, ୨୪ ଘଂଟାରେ ରେକର୍ଡ ସଂଖ୍ୟକ ୫୨୪ ପଜିଟିଭ । ସଙ୍ଗରୋଧରୁ ୧୭୯୨ ଓ ସ୍ଥାନୀୟ ଅଞ୍ଚଳରୁ ୧୧୦୬ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦, ୦୨୦ରେ ପହଞ୍ଚିଲା ।

ପୁଣି ରେକର୍ଡ ଟେଷ୍ଟିଂ । ୨୪ ଘଂଟାରେ ରାଜ୍ୟରେ ୫୩ ୪୭୮ କରୋନା ନମୁନା ପରୀକ୍ଷା । ଆଂଟିଜେନ ଟେଷ୍ଟ ୪୭ ହଜାରରୁ ଅଧିକ । ଗଂଜାମରେ  ୬ ହଜାର ୫୬୪ ଟେଷ୍ଟ । post image

ପୁଣି ରେକର୍ଡ ଟେଷ୍ଟିଂ । ୨୪ ଘଂଟାରେ ରାଜ୍ୟରେ ୫୩ ୪୭୮ କରୋନା ନମୁନା ପରୀକ୍ଷା । ଆଂଟିଜେନ ଟେଷ୍ଟ ୪୭ ହଜାରରୁ ଅଧିକ । ଗଂଜାମରେ ୬ ହଜାର ୫୬୪ ଟେଷ୍ଟ ।

ହୋଟେଲରେ ରହିପାରିବେ କରୋନା ଆକ୍ରାନ୍ତ । କେବଳ ମାଗଣା ଚିକିତ୍ସା ମିଳିବ ହୋଟେଲରେ, ରହିବା ଓ ଖାଇବା ଖର୍ଚ୍ଚ ନିଜେ ବହନ କରିବେ ଆକ୍ରାନ୍ତ post image

ହୋଟେଲରେ ରହିପାରିବେ କରୋନା ଆକ୍ରାନ୍ତ । କେବଳ ମାଗଣା ଚିକିତ୍ସା ମିଳିବ ହୋଟେଲରେ, ରହିବା ଓ ଖାଇବା ଖର୍ଚ୍ଚ ନିଜେ ବହନ କରିବେ ଆକ୍ରାନ୍ତ

ସବସ୍କ୍ରାଇବ କରନ୍ତୁ