Advertisment

Top 2

ରୋଜଗାର ଦେଉଛି ବାୟୋଫ୍ଲକ୍ ମାଛ ଚାଷ । ପୋଖରୀ ନୁହେଁ ପାଣି କୁଣ୍ଡରେ ମାଛ ଚାଷ । ସଙ୍କଟ ସମୟରେ ଚାକିରି ଛାଡ଼ି ଚାଷ ପ୍ରେମରେ ଯୁବ ଇଞ୍ଜିନିୟର

କରୋନା କଟକଣା ଭିତରେ ବିଜେପିର ଭର୍ଚୁଆଲ ରାଲି । ମହାମାରୀ ମୁକାବିଲାରେ ସରକାରଙ୍କ ସଫଳତା ବଖାଣିଲେ କେନ୍ଦ୍ର ଗୃହମନ୍ତ୍ରୀ । ବିଜେଡି ବିରୋଧରେ ଚୁପ୍, କଂଗ୍ରେସକୁ ସମାଲୋଚନା ।

ଓଡିଶା ହେବ ବିଜେପିର ଅଭେଦ୍ୟ ଦୁର୍ଗ । ଅମିତ ଶାହାଙ୍କ ଆହ୍ୱାନ, ଅଧୁରା କାମ ପୁରା କର ।

କୁଆଡେ ଗଲେ ମୋ ଭକ୍ତ ? କାଳିଆ ଆସିଥିଲା, ଭକ୍ତ ନଥିଲା... ବଦଳିଛି ଶ୍ରୀକ୍ଷେତ୍ର, ବଡ ହୋଇଛି ବଡଦାଣ୍ଡ । ହେଲେ ସେ ଦାଣ୍ଡରେ ନଥିଲା ଜନସମୁଦ୍ର । ଖାଁ ଖାଁ ଭିତରେ କୋଟି କୋଟି ଭକ୍ତଙ୍କୁ ଖୋଜୁଥିଲା ଚକାଡୋଳା । ଅଣସର ଘରକୁ ଫେରିବା ବେଳେ ଟାହିଆ ହଲାଇ ଯିବିନି ଯିବିନି ବୋଲି ନା କହୁଥିଲା ଜଗା...

ହାତୀ ହତ୍ୟାକାରୀ ହାତରେ ହାତକଡ଼ି ପଡ଼ିଲା ସତ । ହେଲେ ମଣିଷକୁ ହାତୀ ପଚାରୁଛି, ଆମେ ବିଶ୍ୱାସ କରି ସ୍ନେହଭରା ସପୁରୀକୁ ଖାଇ ଦେଲୁ କ’ଣ ଏଇଟା ଭୁଲ କଲୁ?

ପୁଅ ଆରପାରିକୁ ଚାଲିଗଲା ପରେ ପରିବାର ନେଲା ଚରମ ନିଷ୍ପତ୍ତି । ଗେହ୍ଲା ପୁଅକୁ ହରାଇ ଝୁରିବା ଅପେକ୍ଷା, ମରିବା ଭଲ ଭାବି ବିଷ ପିଇଦେଲା ପୂରା ପରିବାର । ଶ୍ମଶାନରେ ଏକାସଙ୍ଗେ ଜଳିଲା ମାଆଛୁଆଙ୍କ ୪ ଚିତା...

ଭୋକ ଯେବେ ଭଗବାନ ସାଜେ...ଭୋକିଲା ବୁଝିଲା ଭୋକିଲାର ପେଟ କଥା । ନିଜେ ପାଣି ପିଇ ଅନ୍ୟକୁ ଖାଦ୍ୟ ପୁଡିଆ ଦେଲେ, ବନ୍ୟା ବିପନ୍ନଙ୍କ ଜୀବନ ବଞ୍ଚାଇଲେ । ଦେଖନ୍ତୁ ଟ୍ରାକରେ ଗଡୁଥିବା ଭୋକ କେମିତି ସାଜିଲା ଭଗବାନ...

କି ଯାତ୍ରା ଚାଲିଛି ? ମହାମାରୀ ବେଳେ କଳାକାର-ମାଲିକ ମୁହାଁମୁହିଁ । କଳାକାର କହିଲେ ମୁହଁ ମୋଡି ଦେଉଛନ୍ତି ମାଲିକ, କେମିତି ପୋଷିବୁ ପେଟ ? ଯାତ୍ରା ମାଲିକଙ୍କ ଯୁକ୍ତି; ଆଇଏଏସଠୁ ବି ଅଧିକ ଦରମା ମାଗୁଛନ୍ତି, କ୍ୟାମେରା ଆଗରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି... କଣ ହେବ ଯାତ୍ରାର ଭବିଷ୍ୟତ ?

ସୀମାରେ ଚୀନ ଚାଲ୍ ଖେଳୁଛି, ଉତ୍ତେଜନା ବଢୁଛି । ଯଦି ଭାରତ-ଚୀନ ମୁହାଁମୁହିଁ ହୁଅନ୍ତି କିଏ କାହା ଉପରେ ପଡିବ ଭାରି ? ଦେଖନ୍ତୁ କେତେ ଶକ୍ତିଶାଳୀ ଭାରତୀୟ ସେନା ଓ ଡ୍ରାଗନ ସେନା ?

ମରିପଡ଼ିଛି ମାଆ, ଶବ ପାଖରେ ଖେଳୁଛି ଛୁଆ । ଭୂତାଣୁ ନୁହେଁ ତା’ ଭୋକରେ ମରିଛି ମାଆ । କୁନିପୁଅ ଜାଣିନି, ଯେତେ ଚିକ୍ରାର କଲେ ବି ମାଆ ଆଉ ଜମା ଉଠିବନି । ଏମିତି ଏକ ଚିତ୍ର ଆପଣଙ୍କ ହୃଦୟ ବି ଦୋହଲାଇଦେବ ଦୁନିଆ କ’ଣ ଜାଣିନଥିବା ଦେଢ଼ବର୍ଷର କୁନିପୁଅର କାହାଣୀ କନ୍ଦେଇ ଦେବ...

ସଙ୍ଗରୋଧରେ ଥିଲେ ସ୍ୱାମୀ, ଘରୁ ଫେରାର ହେଲା ସ୍ତ୍ରୀ । ବାହାର ପଟୁ କବାଟ କିଳିଲେ, ତାଲା ଠୁଙ୍କି ପ୍ରେମିକ ସହ ଛୁ ମାରିଲେ... ସଙ୍ଗରୋଧକୁ ନେଇ ଆସିଲା ସ୍ୱାମୀ-ସ୍ତ୍ରୀ ସମ୍ପର୍କର ସାଙ୍ଘାତିକ କାହାଣୀ...

ସବସ୍କ୍ରାଇବ କରନ୍ତୁ