Advertisment

Top 2

ହାତ ଧରି ଅଭିନୟର ଅ, ଆ ଶିଖାଇଥିଲେ, କୁମ୍ଭାର ଭଳି ଅନେକ ମାଟିକୁ ମାଠିଆ କରିଥିଲେ... ମୁଣ୍ଡ ଉପରୁ ମୁରବୀଙ୍କ ହାତ ଉଠିଯିବା ପରେ ଏବେ ମର୍ମାହତ ବିଜୟଙ୍କ ଶିଷ୍ୟ... ଶେଷ ଶ୍ରଦ୍ଧାଞ୍ଜଳି ଦେବା ବେଳେ ଛାତ୍ର କହୁଥିଲେ ବିଜୟ ସାର୍ ! ଆମକୁ ଛାଡିକି କେମିତି ଯାଇପାରିଲେ...???

କନ୍ଦେଇ ଦେଇ ଚାଲିଗଲେ ଓଲିଉଡର ‘ଜଗା’ । ରୂପା ଶଗଡିକୁ ଝୁରୁଛି ସାରା ରାଇଜ, ଆଉ ଶୁଭିବନି ଶୋଇଯା ମାମା... ବିଜୟ ଥିଲେ ଓଡିଆ ସିନେ ଆକାଶର ଉଜ୍ଜଳ ତାରକା, ଏକ ଲମ୍ବା ମାଇଲ ଖୁଣ୍ଟ । ଅମାବାସ୍ୟାର ଅମା ଅନ୍ଧାର ଚିରି ଅଫେରା ଦୁନିଆକୁ ଚାଲିଯିବା ପରେ ଶୋକରେ ବୁଡିଲା ସାରା ଓଡିଶା...

ନାଗଫାଶରୁ ସହରୀ ବାଘ, ଜଗା ହାତରେ ପଘାରୁ ସତ୍ୟ ମେବ ଜୟତେ... ସବୁଠି ନିଜ ଅଭିନୟର ସ୍ୱତନ୍ତ୍ର ଛାପ ଛାଡିଗଲେ ବିଜୟ । ଅଝଟ ଛୁଆକୁ ଶୁଆଇବାକୁ ମାଆ ଯେବେବି ବିଜୟଙ୍କ ‘ଶୋଇଯା ମାମା...’ ଗୀତ ଗାଇବ, ପ୍ରେମ ମନସ୍କ ଯୁବକ ରୂପା ଶଗଡିରେ ସୁନା କନିଆ ଗୁଣଗୁଣାଇବ ସେବେସେବେ ମନେପଡିବେ ବିଜୟ ମହାନ୍ତି...

ଡାକବାଲାର ନାଁ ଡି. ଶିବନ୍ । ସମ୍ପର୍କର ସେତୁ ପାଲଟିଛନ୍ତି, ସୁଖ-ଦୁଃଖର ଖବର ପହଞ୍ଚାଉଛନ୍ତି । ୩୦ ବର୍ଷ ହେବ ଜଙ୍ଗଲ ଡେଇଁ, ହାତୀ ଭାଲୁକୁ ଭୟ ନକରି ପ୍ରତିଦିନ ୧୫ କିଲୋମିଟର ପାଦରେ ଚାଲୁଛନ୍ତି, ଅପହଞ୍ଚ ଇଲାକାର ଆଶା ସାଜିଛନ୍ତି ପୋଷ୍ଟମ୍ୟାନ ଡି. ଶିବନ୍ । ପାହାଡି ଇଲାକାର ଡାକବାଲାକୁ ପ୍ରଣାମ କରୁଛି ସାରା ଦେଶ...

ଆଜି ଆମ ବାହାଘରକୁ ମାସେ ପୂରିଥାନ୍ତା... ହୁଏତ ଆଜି ଆଦିତ୍ୟ ଥିଲେ ସ୍ୱାମୀ-ସ୍ତ୍ରୀ ଦୁହେଁ ମନ୍ଦିର ଯାଇଥାନ୍ତେ... କେକ୍ କାଟି ସେଲିବ୍ରେସନ କରିଥାନ୍ତେ... ହେଲେ ମାସେ ପୂର୍ବରୁ ଲିଭିଗଲା ମଥାର ସିନ୍ଦୂର, ଭାଙ୍ଗିଗଲା ସମ୍ପର୍କର ଶଙ୍ଖା । ମାନବପ୍ରେମୀଙ୍କ ବିନା ମାନୁନି ଅବୁଝା ଏ ମନ ?

ଖୋଲିଲା ଆଦିତ୍ୟଙ୍କ ସୁଇସାଇଡ୍ ଡାଏରୀ । କାହିଁକି ଆତ୍ମହତ୍ୟାର ବାଟ ବାଛିନେଲେ ମାନବପ୍ରେମୀ ଆଦିତ୍ୟ ? ୪ ପୃଷ୍ଠାର ହାତଲେଖା ଚିଠିରେ ଲେଖିଲେ ମୃତ୍ୟୁର ପୂରା କାହାଣୀ । ପଢନ୍ତୁ ସୁଇସାଇଡ୍ ନୋଟରେ କାହା କଥା କରିଛନ୍ତି ଉଲ୍ଲେଖ ?

ଧନରେ ତୁ ଆମକୁ ଛାଡି କୁଆଡେ ଗଲୁରେ...? କରୋନାରେ ପୁଅ ଆଖିବୁଜିବା ପରେ ଆତ୍ମହତ୍ୟା କଲେ ବାପାମାଆ । ସ୍ନେହ ପାଇଁ ମୃତ୍ୟୁର ଫାଶରେ ଜୀବନ ଟଙ୍ଗେଇ ଦେବା ପରେ ନିଶ୍ଚିହ୍ନ ହୋଇଗଲା ପୂରା ପରିବାର... ସାରା ଓଡିଶାକୁ କନ୍ଦେଇ ଦେଲା କବିସୂର୍ଯ୍ୟନଗରର କରୁଣ କାହାଣୀ...

ପୁଅର ଶବକୁ ଜାବୁଡ଼ି କାନ୍ଦୁଛି ଅସହାୟ ବାପା । ସଂକ୍ରମଣ ଭୟରେ ଛୁଲଁଲେନି ଡାକ୍ତର । ଯନ୍ତ୍ରଣାରେ ଛାଟିପିଟି ହୋଇ ବାପା କୋଳରେ ଜୀବନ ହାରିଲା କୁନି ପୁଅ

ଏକାଠି ଜନ୍ମ, ଏକାଠି ମୃତ୍ୟୁ । ମାଆ ଗର୍ଭରୁ ସାଙ୍ଗ ହୋଇ ଆସିଥିଲେ, ଶ୍ମଶାନକୁ ବି ସାଙ୍ଗ ହୋଇ ଚାଲିଗଲେ । ମାଆ ବିଷ ପିଇ ଦେବା ପରେ ଆତ୍ମହତ୍ୟା କଲେ ଦୁଇ ଭାଇ ଜଗା-ବଳିଆ । ମୃତ୍ୟୁ ପରେ ମଶାଣୀରେ ଜଳିଳା ତିନି ଜଣଙ୍କ ଜୁଇ... ବରଗଡରୁ ଆସିଲା ଛାତିଥରା କାହାଣୀ

କରୋନା ଔଷଧର ମୂଲ୍ୟ ମାତ୍ର ୬୦୦ ଟଙ୍କା । ଗରିବଙ୍କୁ ମାଗଣାରେ ଯୋଗାଇ ଦିଆଯିବ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନିଲ । ସଂକ୍ରମଣ ବଢ଼ୁଥିବା ବେଳେ ଘୋଷଣା କଲେ ଯୋଗଗୁରୁ ରାମଦେବ ବାବା

ସବସ୍କ୍ରାଇବ କରନ୍ତୁ