କନକ ବ୍ୟୁରୋ: ରାଜଧାନୀରେ ବାର ଡ୍ୟାନସରଙ୍କ ସନ୍ଦେହଜନକ ମୃତ୍ୟୁ । ପାହାଳ ଥାନା ଶିବଶକ୍ତି ନଗରରେ ଏକ ବନ୍ଦ ଘରୁ ମିଳିଳା ମୃତଦେହ । ମୃତ ଯୁବତୀ ଜଣକ ଚଣ୍ଡୀଗଡ଼ର ହୋଇଥିବା ଜଣାପଡ଼ିଛି । କଟକ ରୋଡର ଏକ ଡ୍ୟାନ୍ସ ବାରରେ କାମ କରୁଥିଲେ । ମୃତଦେହ ଜବତ ହୋଇଥିବା ବିଲ୍ଡିଂରେ ୨୫ ଜଣ ଯୁବତୀ ରହୁଥିବା ଜଣାପଡ଼ିଛି । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ କରୁଛି ପୋଲିସ ।
ରାଜଧାନୀରେ ବାର ଡ୍ୟାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁ । ପାହାଳ ଶିବଶକ୍ତି ନଗରରେ ବନ୍ଦ ଘରୁ ମିଳିଳା ମୃତଦେହ ।
/kanak/media/post_attachments/wp-content/uploads/2024/05/32-23.jpg)