Advertisment

ସ୍ପେଶାଲ୍ ରିପୋର୍ଟ

ଲକଡାଉନରେ ସାଇକେଲରେ ଯାଉଥିଲେ ଜିଲ୍ଲାପାଳ । ପୋଲିସ କରୁଥିଲା ଚେକିଂ । କଲେକ୍ଟରଙ୍କୁ ଅଟକାଇ କୁଆଡେ ଯାଉଛ ବୋଲି ପଚାରିଲେ କନେଷ୍ଟବଳ । post image

ଲକଡାଉନରେ ସାଇକେଲରେ ଯାଉଥିଲେ ଜିଲ୍ଲାପାଳ । ପୋଲିସ କରୁଥିଲା ଚେକିଂ । କଲେକ୍ଟରଙ୍କୁ ଅଟକାଇ କୁଆଡେ ଯାଉଛ ବୋଲି ପଚାରିଲେ କନେଷ୍ଟବଳ ।

ପ୍ରବଳ ବର୍ଷାରେ ବି କର୍ତ୍ତବ୍ୟକୁ ଭୁଲିନାହାନ୍ତି । ବର୍ଷାରେ ଭିଜି ଭିଜି ରାସ୍ତା ମଝିରେ ଲୋକଙ୍କୁ ବାଟ କଢେଇ ନେଉଛନ୍ତି ଟ୍ରାଫିକ୍ ପୋଲିସ । ବୀର ଯୋଦ୍ଧାଙ୍କୁ ଶହେ ସଲାମ୍ । post image

ପ୍ରବଳ ବର୍ଷାରେ ବି କର୍ତ୍ତବ୍ୟକୁ ଭୁଲିନାହାନ୍ତି । ବର୍ଷାରେ ଭିଜି ଭିଜି ରାସ୍ତା ମଝିରେ ଲୋକଙ୍କୁ ବାଟ କଢେଇ ନେଉଛନ୍ତି ଟ୍ରାଫିକ୍ ପୋଲିସ । ବୀର ଯୋଦ୍ଧାଙ୍କୁ ଶହେ ସଲାମ୍ ।

ହ୍ରଦ ତଳେ ରହିଛି ୧୬୦ଟି ଘର ଥିବା ଗାଁ । ଏମିତି ଗାଁ ଆପଣ ଆଗରୁ କେବେ ଦେଖିନଥିବେ, ରହିଛି ଭୟଙ୍କର ଗୁମ୍ଫା । post image

ହ୍ରଦ ତଳେ ରହିଛି ୧୬୦ଟି ଘର ଥିବା ଗାଁ । ଏମିତି ଗାଁ ଆପଣ ଆଗରୁ କେବେ ଦେଖିନଥିବେ, ରହିଛି ଭୟଙ୍କର ଗୁମ୍ଫା ।

ଯାହାର କେହି ନାହିଁ ତାର ମୁଁ ଅଛି... ଅସହାୟ, ବେସାହାରା ଲୋକଙ୍କ ସାହାରା ସାଜିଛନ୍ତି ଏନସିସି ସାର୍ । କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ନେଉଛନ୍ତି, ଭୋକିଲାଙ୍କ ଭୋକ ବୁଝୁଛନ୍ତି । ବିପଦ ବେଳର ବନ୍ଧୁ ସାଜି ଲୋକଙ୍କୁ ସାହାଯ୍ୟ କରୁଛନ୍ତି । post image

ଯାହାର କେହି ନାହିଁ ତାର ମୁଁ ଅଛି... ଅସହାୟ, ବେସାହାରା ଲୋକଙ୍କ ସାହାରା ସାଜିଛନ୍ତି ଏନସିସି ସାର୍ । କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ନେଉଛନ୍ତି, ଭୋକିଲାଙ୍କ ଭୋକ ବୁଝୁଛନ୍ତି । ବିପଦ ବେଳର ବନ୍ଧୁ ସାଜି ଲୋକଙ୍କୁ ସାହାଯ୍ୟ କରୁଛନ୍ତି ।

ସାଙ୍ଗ ହୋଇ ଆସିଥିଲେ, ସାଙ୍ଗ ହୋଇ ଚାଲିଗଲେ... କରୋନାରେ ଆଖିବୁଜିଲେ ଦୁଇ ଯାଆଁଳା ଭାଇ । ଜନ୍ମଦିନ ପାଳିବାର ଦିନ କେଇଟା ପରେ ଭୂତାଣୁ ଲିଭେଇଦେଲା ଦୁଇଭାଇଙ୍କ ଜୀବନ ଦୀପ... post image

ସାଙ୍ଗ ହୋଇ ଆସିଥିଲେ, ସାଙ୍ଗ ହୋଇ ଚାଲିଗଲେ... କରୋନାରେ ଆଖିବୁଜିଲେ ଦୁଇ ଯାଆଁଳା ଭାଇ । ଜନ୍ମଦିନ ପାଳିବାର ଦିନ କେଇଟା ପରେ ଭୂତାଣୁ ଲିଭେଇଦେଲା ଦୁଇଭାଇଙ୍କ ଜୀବନ ଦୀପ...

ମନ କିଣିନେଲେ ପୋଲିସ କନେଷ୍ଟବଳ । ୮୨ ବର୍ଷୀୟା ଅସହାୟ ବୃଦ୍ଧାଙ୍କୁ କୋଳରେ ଟେକିନେଇ ଟିକାଦାନ କେନ୍ଦ୍ରରେ ଟୀକା ଦେଲେ କନେଷ୍ଟବଳ କୁଲଦୀପ । post image

ମନ କିଣିନେଲେ ପୋଲିସ କନେଷ୍ଟବଳ । ୮୨ ବର୍ଷୀୟା ଅସହାୟ ବୃଦ୍ଧାଙ୍କୁ କୋଳରେ ଟେକିନେଇ ଟିକାଦାନ କେନ୍ଦ୍ରରେ ଟୀକା ଦେଲେ କନେଷ୍ଟବଳ କୁଲଦୀପ ।

ଅମାନିଆଙ୍କୁ ସାବାଡ କରିବାକୁ ନିଆରା ବାଟ ଆପଣେଇଲା ପୋଲିସ । ନିୟମ ଭାଙ୍ଗୁଥିବା ଲୋକଙ୍କୁ ଲେଖାଇଲା ପ୍ରଭୁ ଶ୍ରୀରାମଙ୍କ ନାମ । post image

ଅମାନିଆଙ୍କୁ ସାବାଡ କରିବାକୁ ନିଆରା ବାଟ ଆପଣେଇଲା ପୋଲିସ । ନିୟମ ଭାଙ୍ଗୁଥିବା ଲୋକଙ୍କୁ ଲେଖାଇଲା ପ୍ରଭୁ ଶ୍ରୀରାମଙ୍କ ନାମ ।

ଅନଲାଇନରେ ଯୁବକ ଅର୍ଡର କରିଥିଲେ ୪୦୦ ଟଙ୍କାର ମାଉଥୱାସ । କିନ୍ତୁ ଆସିଲା ୧୩ ହଜାର ଟଙ୍କାର ବ୍ରାଣ୍ଡଡେଡ୍ ସ୍ମାର୍ଟଫୋନ୍ । post image

ଅନଲାଇନରେ ଯୁବକ ଅର୍ଡର କରିଥିଲେ ୪୦୦ ଟଙ୍କାର ମାଉଥୱାସ । କିନ୍ତୁ ଆସିଲା ୧୩ ହଜାର ଟଙ୍କାର ବ୍ରାଣ୍ଡଡେଡ୍ ସ୍ମାର୍ଟଫୋନ୍ ।

ଠକିଦେଲେ ମନ୍ତ୍ରୀ... ନିର୍ବାଚନ ପୂର୍ବରୁ ଆମ୍ବୁଲାନ୍ସ ଦେଇଥିଲେ, ନିର୍ବାଚନ ପରେ ଫେରାଇ ନେଇଗଲେ । ପୁରୁଣା ଆମ୍ବୁଲାନ୍ସକୁ ଉଦଘାଟନ କଲେ ମନ୍ତ୍ରୀ । post image

ଠକିଦେଲେ ମନ୍ତ୍ରୀ... ନିର୍ବାଚନ ପୂର୍ବରୁ ଆମ୍ବୁଲାନ୍ସ ଦେଇଥିଲେ, ନିର୍ବାଚନ ପରେ ଫେରାଇ ନେଇଗଲେ । ପୁରୁଣା ଆମ୍ବୁଲାନ୍ସକୁ ଉଦଘାଟନ କଲେ ମନ୍ତ୍ରୀ ।

ମହାମାରୀ ବେଳେ ମାତିଛନ୍ତି ଅନଲାଇନ୍ ଠକ । ମଦ ଅର୍ଡର କରିବା ପାଇଁ କଲ୍ କରୁଛନ୍ତି, ସବୁକିଛି ଲୁଟି ନଉଛନ୍ତି । post image

ମହାମାରୀ ବେଳେ ମାତିଛନ୍ତି ଅନଲାଇନ୍ ଠକ । ମଦ ଅର୍ଡର କରିବା ପାଇଁ କଲ୍ କରୁଛନ୍ତି, ସବୁକିଛି ଲୁଟି ନଉଛନ୍ତି ।

ସବସ୍କ୍ରାଇବ କରନ୍ତୁ