Advertisment

ସ୍ପେଶାଲ୍ ରିପୋର୍ଟ

ମାଟିରେ ନୁହେଁ ମଝି ଆକାଶରେ ହେଲା ବାହାଘର । ବର ହାତରୁ ମଙ୍ଗଳସୂତ୍ର ପିନ୍ଧିଲା କନିଆ । ଲକଡାଉନ୍ କଟକଣା ପାଇଁ ବିମାନରେ ଉଡି ଉଡି ଧୂମଧାମରେ ବାହାହେଲେ ଯୁବକଯୁବତୀ । post image

ମାଟିରେ ନୁହେଁ ମଝି ଆକାଶରେ ହେଲା ବାହାଘର । ବର ହାତରୁ ମଙ୍ଗଳସୂତ୍ର ପିନ୍ଧିଲା କନିଆ । ଲକଡାଉନ୍ କଟକଣା ପାଇଁ ବିମାନରେ ଉଡି ଉଡି ଧୂମଧାମରେ ବାହାହେଲେ ଯୁବକଯୁବତୀ ।

ମୋ ଦୋକାନ ଆଗରେ କେହି ଛିଡା ହେବେନି । ଗ୍ରାହକଙ୍କ ପାଇଁ ଚେୟାର ପକାଇଲେ ଦୋକାନୀ. ଲମ୍ବା ଲାଇନରେ ବସିଲେ ଗ୍ରାହକ । ଡହଡହ ଖରାରେ ଦିଲ୍ ଜିତିନେଲେ ଦୋକାନୀ । post image

ମୋ ଦୋକାନ ଆଗରେ କେହି ଛିଡା ହେବେନି । ଗ୍ରାହକଙ୍କ ପାଇଁ ଚେୟାର ପକାଇଲେ ଦୋକାନୀ. ଲମ୍ବା ଲାଇନରେ ବସିଲେ ଗ୍ରାହକ । ଡହଡହ ଖରାରେ ଦିଲ୍ ଜିତିନେଲେ ଦୋକାନୀ ।

ପ୍ରତିଦିନ ଦୋକାନ ବନ୍ଦ କରିବା ପରେ ଭୋକିଲା ଲୋକଙ୍କ ପାଇଁ  କଦଳୀ କାନ୍ଧି ଟାଙ୍ଗିଦେଇଯାଆନ୍ତି ଦୋକାନୀ । ମହାମାରୀ ବେଳେ ମନ କିଣିନେଲେ ଫଳ ବ୍ୟବସାୟୀ । post image

ପ୍ରତିଦିନ ଦୋକାନ ବନ୍ଦ କରିବା ପରେ ଭୋକିଲା ଲୋକଙ୍କ ପାଇଁ କଦଳୀ କାନ୍ଧି ଟାଙ୍ଗିଦେଇଯାଆନ୍ତି ଦୋକାନୀ । ମହାମାରୀ ବେଳେ ମନ କିଣିନେଲେ ଫଳ ବ୍ୟବସାୟୀ ।

ଏତେ ଟଙ୍କା ଆପଣ ଆଗରୁ ଏକାସଙ୍ଗେ ବୋଧହୁଏ ଦେଖିନଥିବେ । କାରରୁ ଜବତ ହେଲା କୋଟି କୋଟି ଟଙ୍କା । ବ୍ୟାଙ୍କରୁ ମଗାଗଲା ମେସିନ୍, ଟଙ୍କା ଗଣିବାକୁ ବିତିଗଲା ସକାଳରୁ ସନ୍ଧ୍ୟା । post image

ଏତେ ଟଙ୍କା ଆପଣ ଆଗରୁ ଏକାସଙ୍ଗେ ବୋଧହୁଏ ଦେଖିନଥିବେ । କାରରୁ ଜବତ ହେଲା କୋଟି କୋଟି ଟଙ୍କା । ବ୍ୟାଙ୍କରୁ ମଗାଗଲା ମେସିନ୍, ଟଙ୍କା ଗଣିବାକୁ ବିତିଗଲା ସକାଳରୁ ସନ୍ଧ୍ୟା ।

ଅସୁସ୍ଥ ଜେଜେମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଉଥିଲେ ଯୁବକ । ରାସ୍ତାରେ ଅଟକାଇଲେ ଜିଲ୍ଲାପାଳ, ଫୋନ ଭାଙ୍ଗିଦେଲେ, ଶକ୍ତ ଚାପୁଡା ମାରିଲେ । ଜିଲ୍ଲାପାଳ ପଦରୁ ବିଦା କରିଦେଲେ ବାଘେଲ ସରକାର । post image

ଅସୁସ୍ଥ ଜେଜେମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଉଥିଲେ ଯୁବକ । ରାସ୍ତାରେ ଅଟକାଇଲେ ଜିଲ୍ଲାପାଳ, ଫୋନ ଭାଙ୍ଗିଦେଲେ, ଶକ୍ତ ଚାପୁଡା ମାରିଲେ । ଜିଲ୍ଲାପାଳ ପଦରୁ ବିଦା କରିଦେଲେ ବାଘେଲ ସରକାର ।

କରୋନା ମୁକ୍ତ ଗାଁ...ଯେଉଁଠି ଆଜି ଯାଏଁ କେହି ଜଣେ ବି ହୋଇନାହାନ୍ତି ସଂକ୍ରମିତ । ଗାଁରେ ରହିଛି ନିଜସ୍ୱ ଆଇନ୍ ବ୍ୟବସ୍ଥା, ବାହାର ଲୋକଙ୍କୁ ପ୍ରବେଶ ମନା । post image

କରୋନା ମୁକ୍ତ ଗାଁ...ଯେଉଁଠି ଆଜି ଯାଏଁ କେହି ଜଣେ ବି ହୋଇନାହାନ୍ତି ସଂକ୍ରମିତ । ଗାଁରେ ରହିଛି ନିଜସ୍ୱ ଆଇନ୍ ବ୍ୟବସ୍ଥା, ବାହାର ଲୋକଙ୍କୁ ପ୍ରବେଶ ମନା ।

ଦେଶୀ ଷ୍ଟିମ୍ ମେସିନ୍ ! ଷ୍ଟିମ୍ ନେବାର ଏମିତି ନିଆରା ଉପାୟ ଆପଣ ଆଗରୁ କେବେ ଦେଖିନଥିବେ । post image

ଦେଶୀ ଷ୍ଟିମ୍ ମେସିନ୍ ! ଷ୍ଟିମ୍ ନେବାର ଏମିତି ନିଆରା ଉପାୟ ଆପଣ ଆଗରୁ କେବେ ଦେଖିନଥିବେ ।

ରାସ୍ତାକଡରେ ଲୋକଙ୍କୁ ଖାଇବା ମାଗୁଥିଲେ ଦୁଇ କୁନି ଛୁଆ । କଷ୍ଟ ଦେଖିନପାରି ନିଜେ ଭୋକିଲା ରହି କୁନି ପିଲାଙ୍କ କଷ୍ଟ ଦୂର କଲେ ଟ୍ରାଫିକ୍ ପୋଲିସ କନେଷ୍ଟବଳ । post image

ରାସ୍ତାକଡରେ ଲୋକଙ୍କୁ ଖାଇବା ମାଗୁଥିଲେ ଦୁଇ କୁନି ଛୁଆ । କଷ୍ଟ ଦେଖିନପାରି ନିଜେ ଭୋକିଲା ରହି କୁନି ପିଲାଙ୍କ କଷ୍ଟ ଦୂର କଲେ ଟ୍ରାଫିକ୍ ପୋଲିସ କନେଷ୍ଟବଳ ।

କାରରେ ସିଗାରେଟ୍ ଟାଣୁଥିବା ବେଳେ ସାନିଟାଇଜର ବ୍ୟବହାର କଲେ ଡ୍ରାଇଭର । ହଠାତ ଲାଗିଲା ଭୟଙ୍କର ନିଆଁ, ହୁତୁହୁତୁ ହୋଇ ଜଳିଗଲା କାର୍ । post image

କାରରେ ସିଗାରେଟ୍ ଟାଣୁଥିବା ବେଳେ ସାନିଟାଇଜର ବ୍ୟବହାର କଲେ ଡ୍ରାଇଭର । ହଠାତ ଲାଗିଲା ଭୟଙ୍କର ନିଆଁ, ହୁତୁହୁତୁ ହୋଇ ଜଳିଗଲା କାର୍ ।

ଜୀବିତ ନୁହେଁ ଏଠି ମୃତ୍ୟୁ ପରେ ବି ବର୍ଷ ବର୍ଷ ଧରି ପରିବାର ସହ ରହେ ଶବ । ମରଶରୀରକୁ ପିନ୍ଧାଇ ଦିଆଯାଏ ନୂଆ ପୋଷାକ, ଖାଇବାକୁ ଦିଆଯାଏ ସୁସ୍ୱାଦୁ ଖାଦ୍ୟ । post image

ଜୀବିତ ନୁହେଁ ଏଠି ମୃତ୍ୟୁ ପରେ ବି ବର୍ଷ ବର୍ଷ ଧରି ପରିବାର ସହ ରହେ ଶବ । ମରଶରୀରକୁ ପିନ୍ଧାଇ ଦିଆଯାଏ ନୂଆ ପୋଷାକ, ଖାଇବାକୁ ଦିଆଯାଏ ସୁସ୍ୱାଦୁ ଖାଦ୍ୟ ।

ସବସ୍କ୍ରାଇବ କରନ୍ତୁ