Advertisment

ସ୍ପେଶାଲ୍ ରିପୋର୍ଟ

ଏମିତି ବାହାଘର ଆପଣ ଆଗରୁ କେବେ ଦେଖିନଥିବେ । ମନ୍ଦିରରେ ମାତ୍ର ୧୭ ମିନିଟରେ ସରିଲା ବାହାଘର, ଯୌତୁକରେ ବର ନେଲେ ନିଆରା ଜିନିଷ । post image

ଏମିତି ବାହାଘର ଆପଣ ଆଗରୁ କେବେ ଦେଖିନଥିବେ । ମନ୍ଦିରରେ ମାତ୍ର ୧୭ ମିନିଟରେ ସରିଲା ବାହାଘର, ଯୌତୁକରେ ବର ନେଲେ ନିଆରା ଜିନିଷ ।

ସବୁ ଡେଲିଭରି ବୟଙ୍କୁ ସଲାମ୍ ! ନା ଖରାକୁ ଖାତିର, ନା ବର୍ଷାର ଭୟ...ସଙ୍କଟର ବେଳର ସାଥୀ ସାଜି ଆମ ପାଖରେ ଖାଦ୍ୟ ଓ ସାମଗ୍ରୀ ପହଞ୍ଚାଇଦେଉଛନ୍ତି । post image

ସବୁ ଡେଲିଭରି ବୟଙ୍କୁ ସଲାମ୍ ! ନା ଖରାକୁ ଖାତିର, ନା ବର୍ଷାର ଭୟ...ସଙ୍କଟର ବେଳର ସାଥୀ ସାଜି ଆମ ପାଖରେ ଖାଦ୍ୟ ଓ ସାମଗ୍ରୀ ପହଞ୍ଚାଇଦେଉଛନ୍ତି ।

ଯୁବ ଇଞ୍ଜିନିୟରଙ୍କ ନିଆରା ଉଦ୍ଭାବନ । ତିଆରି କଲେ ସ୍ୱତନ୍ତ୍ର ଡିଭାଇସ୍, ବିଷାକ୍ତ ଧୂଆଁକୁ ସ୍ୱଚ୍ଛ ପବନରେ କରିଦେବ ପରିଣତ । post image

ଯୁବ ଇଞ୍ଜିନିୟରଙ୍କ ନିଆରା ଉଦ୍ଭାବନ । ତିଆରି କଲେ ସ୍ୱତନ୍ତ୍ର ଡିଭାଇସ୍, ବିଷାକ୍ତ ଧୂଆଁକୁ ସ୍ୱଚ୍ଛ ପବନରେ କରିଦେବ ପରିଣତ ।

ମହାମାରୀ ଲକ୍ଷ ଲକ୍ଷ ଜୀବନ ନେଉଥିବା ବେଳେ ବିବାଦ ବଢାଇଲା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୟାନ । କହିଲେ, ‘କରୋନା ଏକ ଜୀବିତ ଜୀବ, କରୋନାର ବି ରହିଛି ବଞ୍ଚିବାର ଅଧିକାର’ । post image

ମହାମାରୀ ଲକ୍ଷ ଲକ୍ଷ ଜୀବନ ନେଉଥିବା ବେଳେ ବିବାଦ ବଢାଇଲା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୟାନ । କହିଲେ, ‘କରୋନା ଏକ ଜୀବିତ ଜୀବ, କରୋନାର ବି ରହିଛି ବଞ୍ଚିବାର ଅଧିକାର’ ।

କରୋନା ବେଳେ ଚାଲିଥିଲା ଧୂମଧାମରେ ବାହାଘର । ଏକାଠି ହୋଇଥିଲେ ୨୦୦ରୁ ଅଧିକ ଲୋକ । ହଠାତ ପହଞ୍ଚିଲା ପୋଲିସ, ପାଚେରୀ ଡେଇଁ ଦୌଡି ପଳାଇଲେ ବର-କନ୍ୟା । post image

କରୋନା ବେଳେ ଚାଲିଥିଲା ଧୂମଧାମରେ ବାହାଘର । ଏକାଠି ହୋଇଥିଲେ ୨୦୦ରୁ ଅଧିକ ଲୋକ । ହଠାତ ପହଞ୍ଚିଲା ପୋଲିସ, ପାଚେରୀ ଡେଇଁ ଦୌଡି ପଳାଇଲେ ବର-କନ୍ୟା ।

ଆଜି ପବିତ୍ର ଅକ୍ଷୟ ତୃତୀୟା ! ଜାଣନ୍ତୁ ଏହାର ମହତ୍ୱ post image

ଆଜି ପବିତ୍ର ଅକ୍ଷୟ ତୃତୀୟା ! ଜାଣନ୍ତୁ ଏହାର ମହତ୍ୱ

ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଭଜି ମାଗିଥିଲେ ସାହାଯ୍ୟ, ସହାୟତାର ହାତ ବଢାଇଲେ ହୃଦୟର ହିରୋ । ହରଭଜନଙ୍କ ପାଖରେ ରେମଡିସିଭିର ଇଞ୍ଜେକସନ୍ ପହଞ୍ଚାଇଦେଲେ ସୋନୁ ସୁଦ୍ । post image

ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଭଜି ମାଗିଥିଲେ ସାହାଯ୍ୟ, ସହାୟତାର ହାତ ବଢାଇଲେ ହୃଦୟର ହିରୋ । ହରଭଜନଙ୍କ ପାଖରେ ରେମଡିସିଭିର ଇଞ୍ଜେକସନ୍ ପହଞ୍ଚାଇଦେଲେ ସୋନୁ ସୁଦ୍ ।

କରୋନାରେ ସବୁକିଛି ହରାଇଥିବା ଗରିବ ପରିବାରକୁ ମାସକୁ ମିଳିବ ୫ ହଜାର ଟଙ୍କା, ମାଗଣା ରାସନ ସାମଗ୍ରୀ । ଝିଅଙ୍କୁ ବିନା ଋଣରେ ମିଳିବ ସୁଧ । post image

କରୋନାରେ ସବୁକିଛି ହରାଇଥିବା ଗରିବ ପରିବାରକୁ ମାସକୁ ମିଳିବ ୫ ହଜାର ଟଙ୍କା, ମାଗଣା ରାସନ ସାମଗ୍ରୀ । ଝିଅଙ୍କୁ ବିନା ଋଣରେ ମିଳିବ ସୁଧ ।

ଅକାଳରେ ଚାଲିଗଲେ ସ୍ତ୍ରୀ । ସ୍ତ୍ରୀଙ୍କୁ ଶେଷ ଥର ଟିକିଏ ଦେଖିବା ପାଇଁ ୧୩୦ କିଲୋମିଟର ଦୂରରୁ ସାଇକେଲ ଧରି ଧାଇଁଆସିଲେ ସ୍ୱାମୀ । post image

ଅକାଳରେ ଚାଲିଗଲେ ସ୍ତ୍ରୀ । ସ୍ତ୍ରୀଙ୍କୁ ଶେଷ ଥର ଟିକିଏ ଦେଖିବା ପାଇଁ ୧୩୦ କିଲୋମିଟର ଦୂରରୁ ସାଇକେଲ ଧରି ଧାଇଁଆସିଲେ ସ୍ୱାମୀ ।

ଏମିତି ବି କଷ୍ଟ ଦିଏ କରୋନା । କରୋନାରେ ଆରପାରିକୁ ଚାଲିଗଲା ବଡ଼ ପୁଅ । ବଡ଼ ପୁଅର ଅନ୍ତିମ ସଂସ୍କାର ସାରି ବାପା ଶଶ୍ମାନରୁ ଫେରିବା ବେଳକୁ ଚାଲିଗଲା ସାନପୁଅର ଜୀବନ । post image

ଏମିତି ବି କଷ୍ଟ ଦିଏ କରୋନା । କରୋନାରେ ଆରପାରିକୁ ଚାଲିଗଲା ବଡ଼ ପୁଅ । ବଡ଼ ପୁଅର ଅନ୍ତିମ ସଂସ୍କାର ସାରି ବାପା ଶଶ୍ମାନରୁ ଫେରିବା ବେଳକୁ ଚାଲିଗଲା ସାନପୁଅର ଜୀବନ ।

ସବସ୍କ୍ରାଇବ କରନ୍ତୁ