କାଚ ଦୋକାନରେ କବିତା ଆସର… କପ୍ ପ୍ଲେଟ୍ ଦୋକାନର କବି ସୀତାରାମ ପଣ୍ଡା । ଭୁବନେଶ୍ୱର ୧ ନଂ ହାଟରେ ଥିବା ତାଙ୍କ ଦୋକାନକୁ ଯିଏ ଯାଆନ୍ତି, ସିଏ ତାଙ୍କୁ କବିତା ଶୁଣାନ୍ତି ।
ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ ଘଟଣାରେ ରାଜଭବନ ସାମ୍ନାରେ ବିଜେଡିର ଯୁବ ଛାତ୍ର ସଙ୍ଗଠନର ବିକ୍ଷୋଭ । କହିଲେ, ରାଜ୍ୟପାଳଙ୍କ ପୁଅକୁ ଗିରଫ କରାନଗଲେ ଆହୁରି ତୀବ୍ରତର ହେବ ଆନ୍ଦୋଳନ ।
ଗଢିବା ଆଗରୁ ୫ ମାସରେ ଭାଙ୍ଗିଗଲା ସଂସାର, ଆଖିବୁଜିଲା ୮ ବର୍ଷର ପ୍ରେମ କାହାଣୀ… ଧଳା ଶାଢୀ, ଖାଲି ସିନ୍ଥିରେ ବିତୁଛି ସହିଦ ପତ୍ନୀଙ୍କ ବାକି ଜୀବନ ।
ଖୋଲିବ ରତ୍ନଭଣ୍ଡାର। ଜଗନ୍ନାଥଙ୍କ ବାଡଗ୍ରାହୀ କହିଲେ ଭଲ ବଣିଆଙ୍କୁ ଅଣାଯାଇ ଚିହ୍ନଟ କରାଯାଉ ମହାପ୍ରଭୁଙ୍କ ରତ୍ନ, ମନ୍ଦିର ଭିତରେ କରାଯାଉ ଷ୍ଟ୍ରଙ୍ଗରୁମ୍ ।