ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

284

କନକ ବ୍ୟୁରୋ : ହସିବା ସମସ୍ତଙ୍କର ଏକ ସ୍ୱତନ୍ତ୍ର କଳା । ମଣିଷ ଅନେକ ସମୟରେ ସ୍ୱତଃପୂର୍ତ୍ତ ଭାବେ ହସିଥାଏ । ଆଉ ବେଳେବେଳେ ଅନ୍ୟମାନଙ୍କର କୌଣସି ଭାବଭଙ୍ଗୀ ବା ଥଟ୍ଟମଜାର କଥା ଶୁଣି ହସିଥାଏ । ଏହା ଖୁସିର ଖୋରାକ ଯୋଗାଇଥାଏ । ଓଡିଆ ଫିଲ୍ମ ଜଗତର ବର୍ଷିୟାନ୍ ହାସ୍ୟ ଅଭିନେତା ଜୟୀରାମ ସାମଲ କୁହନ୍ତି ହସିବା ଏକ କଳା । ଆଉ ସେ କେମିତି ଏହାକୁ ମାଧ୍ୟମ କରି ଲକ୍ଷ ଲକ୍ଷ ଲୋକଙ୍କୁ ହସାଇଚାଲିଛନ୍ତି । ଏଯାଏ ବି ତାଙ୍କର ଭିନ୍ନ ଧରଣର ହସରେ ମତୁଆଲା ସମସ୍ତେ । ‘ୱାନ୍ ଟୁ ୱାନ୍’ ରେ ଶ୍ରୀଯୁକ୍ତ ଜୟୀରାମ୍ ସାମଲ କହିଛନ୍ତି ନିଜର ହସର ରହସ୍ୟ । ଆସନ୍ତୁ ଦେଖିବା ତାଙ୍କର ଏହି ସ୍ୱତନ୍ତ୍ର ସାକ୍ଷାତକାର –