ଓଡିଆ କଣ୍ଠଶିଳ୍ପୀ ଡକ୍ଟର ପ୍ରଣବ ପଟ୍ଟନାୟକ । ଯିଏ ଆଜିବି ସଂଗୀତ ସହ ଚଳଚଂଚଳ । ଯାହାଙ୍କ ଅନେକ ଗୀତ ଅଛି ଯାହାକି ଶ୍ରୋତାଙ୍କୁ ଆଜି ବି ମତୁଆଲା କରେ । ଦେଶ ଓ ଦେଶ ବାହାରେ ମଧ୍ୟ ସେ ନିଜର ସଂଗୀତକୁ ପହଁଚାଇଛନ୍ତି । ସଂଗୀତର ବିଭିନ୍ନ ଦିଗକୁ ଛୁଇଁସାରିଥିବା ଓ ଜୟଦେବ ପୁରସ୍କାର ପ୍ରାପ୍ତ ଡକ୍ଟର ପ୍ରଣବ ପଟ୍ଟନାୟକ ‘ୱାନ୍ ଟୁ ୱାନ୍’ରେ କହିଛନ୍ତି ନିଜର ସଂଗୀତ ଜୀବନର କଥା - ଆସନ୍ତୁ ଦେଖିବା ପ୍ରଣବ ପଟ୍ଟନାୟକଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର୍ -
କଣ୍ଠଶିଳ୍ପୀ ଡକ୍ଟର ପ୍ରଣବ ପଟ୍ଟନାୟକଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର
/kanak/media/post_attachments/wp-content/uploads/2017/12/pranav-pattnaik.jpg)