କଣ୍ଠଶିଳ୍ପୀ ଡକ୍ଟର ପ୍ରଣବ ପଟ୍ଟନାୟକଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

121

ଓଡିଆ କଣ୍ଠଶିଳ୍ପୀ ଡକ୍ଟର ପ୍ରଣବ ପଟ୍ଟନାୟକ । ଯିଏ ଆଜିବି ସଂଗୀତ ସହ ଚଳଚଂଚଳ । ଯାହାଙ୍କ ଅନେକ ଗୀତ ଅଛି ଯାହାକି ଶ୍ରୋତାଙ୍କୁ ଆଜି ବି ମତୁଆଲା କରେ । ଦେଶ ଓ ଦେଶ ବାହାରେ ମଧ୍ୟ ସେ ନିଜର ସଂଗୀତକୁ ପହଁଚାଇଛନ୍ତି । ସଂଗୀତର ବିଭିନ୍ନ ଦିଗକୁ ଛୁଇଁସାରିଥିବା ଓ ଜୟଦେବ ପୁରସ୍କାର ପ୍ରାପ୍ତ ଡକ୍ଟର ପ୍ରଣବ ପଟ୍ଟନାୟକ ‘ୱାନ୍ ଟୁ ୱାନ୍’ରେ କହିଛନ୍ତି ନିଜର ସଂଗୀତ ଜୀବନର କଥା – ଆସନ୍ତୁ ଦେଖିବା ପ୍ରଣବ ପଟ୍ଟନାୟକଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର୍

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.