Browsing Category

ଦେଶ ବିଦେଶ

ରାଷ୍ଟ୍ରପତି ନିର୍ବାଚନ ପାଇଁ ଶକ୍ତି ପ୍ରଦର୍ଶନ କଲେ ମୋଦି : ସବୁ ସମର୍ଥନକାରୀ ଦଳଙ୍କୁ ନେଇ ଦାଖଲ ହେଲା ନାମାଙ୍କନ ପତ୍ର

କନକ ବ୍ୟୁରୋ : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ଦାଖଲ କରିଛନ୍ତି ରାମନାଥ କୋବିନ୍ଦ । ତେବେ ରାଷ୍ଟ୍ରପତି ପ୍ରାର୍ଥୀ ନାମାଙ୍କନ ଦାଖଲରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି । ଦଳର ସବୁ ହେବିୱେଟ୍ ନେତାଙ୍କ ସମେତ ପ୍ରମୁଖ ସହଯୋଗୀ ଦଳ ଏଥିରେ ସାମିଲ ହୋଇଛନ୍ତି । ଏନଡିଏର ଏହି…
Read More...

ଆଧାର ସମ୍ପର୍କିତ ୮ଟି ତଥ୍ୟର ସ୍ପଷ୍ଟୀକରଣ ଦେଲେ ମୋଦି ସରକାର ! ୧ ଜୁଲାଇ ପୂର୍ବରୁ ଜାଣିବା ଜରୁରୀ

ମୋଦି ସରକାର ଆଧାର ସମ୍ପର୍କିତ ୮ଟି ସ୍ପଷ୍ଟୀକରଣ ଜାରି କରିଛନ୍ତି । ଏହି ସ୍ପଷ୍ଟୀକରଣ ଜରିଆରେ ସରକାରଙ୍କ ଲକ୍ଷ୍ୟ ହେଲା ଆଧାର ବିଷୟରେ ସାଧାରଣ ଜନତା ସଠିକ ସୂଚନା ପାଆନ୍ତୁ । ଏହାଦ୍ୱାରା ସରକାର ଲୋକଙ୍କ ମନରେ ଥିବା ସନ୍ଦେହକୁ ଦୂରୀଭୂତ କରିବା ପାଇଁ ଚାହୁଁଛନ୍ତି, କି କିପରି ଆଧାର ଜରିଆରେ…
Read More...

ରାଇସିନା ରେସ୍ ! ପ୍ରଧାନମନ୍ତ୍ରୀ ଓ ବିଜେପି ଶାସିତ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାମନାଥ କୋବିନ୍ଦଙ୍କ ନାମାଙ୍କନ…

କନକ ବ୍ୟୁରୋ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସଂସଦ ଭବନରେ କୋବିନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ଉପସ୍ଥିତିରେ ୪ ସେଟ୍ ବିଶିଷ୍ଟ ନାମଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମନାଥଙ୍କ…
Read More...

ରାଷ୍ଟ୍ରପତି ନିର୍ବାଚନ ରେସ୍ ! ନାମାଙ୍କନ ପାଇଁ ସଂସଦ ଭବନରେ ରାମନାଥ କୋବିନ୍ଦଙ୍କ ସହ ପହଚିଂଲେ ପ୍ରଧାନମନ୍ତ୍ରୀ ଓ…

କନକ ବ୍ୟୁରୋ : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ଆଜି ନାମାଙ୍କନ ପତ୍ର ଦାଖଲ କରିବେ । ସଂସଦ ଭବନରେ କୋବିନ୍ଦ ପହଚିଂଛନ୍ତି । କୋବିନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହା ବି ପହଚିଂଛନ୍ତି । ନାମାଙ୍କନ ପତ୍ର ଦାଖଲ ସମୟରେ ତାଙ୍କ ସହ ପ୍ରଧାନମନ୍ତ୍ରୀ…
Read More...

ଇସ୍ରୋ ଇତିହାସରେ ଯୋଡି ହେଲା ଏକ ଅଧ୍ୟାୟ ! ଉତକ୍ଷେପଣ ହେଲା କ୍ୟାଟ୍ରୋସାଟ-୨ ସିରିଜ୍ ଉପଗ୍ରହ

କନକ ବ୍ୟୁରୋ: ଇସ୍ରୋ ଇତିହାସରେ ଯୋଡି ହେଲା ଆଉ ଏକ ଅଧ୍ୟାୟ । ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲ ଖୁଂଟ ଅତିକ୍ରମ କରିଛି ଭାରତ । ଉତକ୍ଷେପଣ ହୋଇଛି କ୍ୟାଟ୍ରୋସାଟ-୨ ସିରିଜ୍ ଉପଗ୍ରହ । ପିଏସଲଏଭି ସି-୩୮ ମାଧ୍ୟମରେ ଏକାଥରକେ ମହାକାଶକୁ ଯାଇଛି ୩୧ଟି ଉପଗ୍ରହ । ଭାରତୀୟ ଏହି କୃତ୍ରିମ…
Read More...

ନୀତିଶଙ୍କ ପାଇଁ ଅଗ୍ନି ପରୀକ୍ଷା !

କନକ ବ୍ୟୁରୋ : ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ବିରୋଧରେ ୟୁପିଏ ବିହାରର ଦଳିତ ନେତ୍ରୀ ତଥା ପୂର୍ବ ଲୋକସଭା ବାଚସ୍ପତି ମୀରା କୁମାରଙ୍କୁ ପ୍ରାର୍ଥୀ କରି ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଅସଲ ଟାର୍ଗେଟ୍‌ କରିଥିବା କୁହାଯାଉଛି । ଏନଡିଏର ଦଳିତ…
Read More...

ଆଜିଠାରୁ ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ ଆରମ୍ଭ !

କନକ ବ୍ୟୁରୋ : ଚାମ୍ପିଅନ୍ସ ଟ୍ରଫି ପରାଜୟ ପରେ ଆଜିଠାରୁ ୱେଷ୍ଟଇଣ୍ଡିଜ୍ ସହ ଦିନିକିଆ ସିରିଜ ମୁକାବିଲାରେ ଓହ୍ଲାଇବ ଟିମ୍ ଇଣ୍ଡିଆ । ଆଜିର ମ୍ୟାଚ ତ୍ରିନିଦାଦ୍ ଠାରେ ହେବ । ଭାରତୀୟ ସମୟ ସଂଧ୍ୟା ସାଢେ ୬ଟାରେ ଆରମ୍ଭ ହେବ । ଏହି ଗସ୍ତରେ ଭାରତ ୫ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ…
Read More...

ରାଷ୍ଟ୍ରପତି ନିର୍ବାଚନ ରେସ୍! ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ନେତାଙ୍କ ଗହଣରେ ଆଜି ନାମାଙ୍କନପତ୍ର ଦାଖଲ କରିବେ ରାମନାଥ…

କନକ ବ୍ୟୁରୋ : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ଆଜି ନାମାଙ୍କନ ପତ୍ର ଦାଖଲ କରିବେ । ଏହି ସମୟରେ ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ କିଛି ଅନ୍ୟ ଦଳର ବରିଷ୍ଠ ନେତା ଉପସ୍ଥିତ ରହିବେ ବୋଲି ଜଣାପଡିଛି । ବିଜେପି ସହ…
Read More...

କୋବିନ୍ଦଙ୍କ ସହ ଲଢିବେ ମୀରା ! ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ଟକ୍କର ଦେବେ ମୀରା କୁମାର

କନକ ବ୍ୟୁରୋ : ରାମନାଥ ବନାମ ମୀରା କୁମାର । ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ପାଇଁ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ଟକ୍କର ଦେବେ ପୂର୍ବତନ ବାଚସ୍ପତି ମୀରା କୁମାର । ୟୁପିଏ ନେତୃତ୍ୱରେ ୧୬ରୁ ୧୭ ଟି ବିରୋଧୀ ଦଳ ଆଜି ମୀରା କୁମାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଠିଆ କରିବାକୁ…
Read More...

ଭଗବାନଙ୍କ ଆଉ ଏକ ରୂପ ! ଅଗ୍ନିକାଣ୍ଡରେ ସର୍ବହରା ହୋଇପଡିଥିବା ଦିନ ମଜୁରିଆଙ୍କ ଝିଅ ବାହାଘର କଲେ ଆଇଏଏସ୍ ଅଫିସର୍

କୁହାଯାଏ ଭଗବାନ କୌଣସି ବି ରୂପରେ ଚାଲିଆସନ୍ତି ଭକ୍ତଙ୍କ ପାଖକୁ । ହେଲେ ତାଙ୍କୁ ଚିହ୍ନିବା ପାଇଁ ହେଲେ ଆସ୍ଥା ରହିବା ଆବଶ୍ୟକ । ଠିକ୍ ଏମିତି କିଛି ହୋଇଛି ବାରଣାସୀର ଜଣେ ଦିନ ମଜୁରିଆ ଶ୍ୟାମ ବିହାରୀଙ୍କ ସହ । ଯେଉଁଠି ସର୍ବହରା ହୋଇପଡିଥିବା ଶ୍ୟାମ୍ ବିହାରୀଙ୍କ ଝିଅଙ୍କ ବିବାହରେ ପାଇଁ…
Read More...