Browsing Category

ଦେଶ ବିଦେଶ

ସିବିଏସଇ ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗ : ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟିବ…

କନକ ବ୍ୟୁରୋ : ସିବିଏସଇ ପରୀକ୍ଷାରେ ହୋଇଥିବା ବିଭ୍ରାଟକୁ ନେଇ ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟିବ ଅଭିଭାବକ ମହାସଂଘ । ୫ ଦଫା ଦାବି ନେଇ ମହାସଂଘ ଭେଟିବ । ୫ ଦଫା ଦାବି ସହ ଏହି ପରିପ୍ରେକ୍ଷୀରେ ହୋଇଥିବା ଦସ୍ତଖତ ଅଭିଯାନକୁ ମଧ୍ୟ ମନ୍ତ୍ରୀଙ୍କୁ…
Read More...

ବଢିଲାନି ଧାନ ଦର ! ନିରାଶ କରିଛନ୍ତି ମୋଦି ସରକାର

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ନେଇ ବିଜେପି ପ୍ରାର୍ଥୀଙ୍କୁ ଓଡିଶାର ବିଜେଡି ସରକାର ସମର୍ଥନ କରିବାର ୨୪ ଘଂଟା ନପୁରୁଣୁ, ନବୀନ ପୁଣି ଟାର୍ଗେଟ୍ କରିଛନ୍ତି ମୋଦି ସରକାରଙ୍କୁ । କହିଛନ୍ତି, ଧାନର ସର୍ବନିମ୍ନ ସହାୟକ ଦର ବଢାଇବାରେ ନିରାଶ କରିଛି କେନ୍ଦ୍ର । ଗତକାଲି ଧାନର ସର୍ବନିମ୍ନ…
Read More...

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ସପକ୍ଷରେ ଜେଡିୟୁ !

କନକ ବ୍ୟୁରୋ : ଏନଡିଏ ରାଷ୍ଟ୍ରପତି ପଦ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ସପକ୍ଷରେ ଜେଡିୟୁ । ନିତିଶ କୁମାରଙ୍କ ଜେଡିୟୁ ସାଂସଦ ତଥା ବିଧାୟକଙ୍କ ସହ କଥାବାର୍ତ୍ତା ପରେ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିବା ନେଇ ପାର୍ଟି ଘୋଷଣା କରିଛି । ତେବେ ନିତିଶଙ୍କ ଏ ଘୋଷଣା ପରେ ଲାଲୁ ଓ ନିତିଶଙ୍କ…
Read More...

ସନ୍ଦେହ ନେଲା ଜୀବନ ! ପତ୍ନୀଙ୍କୁ ୩୫ଥର ଛୁରୀ ମାରି ହତ୍ୟା କଲେ ସ୍ୱାମୀ

କନକ ବ୍ୟୁରୋ : ସନ୍ଦେହ ନେଲା ଜୀବନ । ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ କରି ୩୫ ଥର ଛୁରୀ ମାରି ହତ୍ୟା କରିଛନ୍ତି ଅଭିଯୁକ୍ତ ସ୍ୱାମୀ । ଏହା ସହ ମା’କୁ ବଂଚାଇବାକୁ ଚେଷ୍ଟା କରିଥିବା ପୁଅକୁ ମଧ୍ୟ ଆକ୍ରମଣ କରିଛନ୍ତି ଅଭିଯୁକ୍ତ । ଘଟଣାଟି ଘଟିଛି ନର୍ଥଇଷ୍ଟ୍ ଦିଲ୍ଲୀରେ । ଅଭିଯୋଗ ଅନୁସାରେ,…
Read More...

କାର୍ଯ୍ୟକାଳର ଶେଷ ଦିନରେ ଟିମ୍ ଇଣ୍ଡିଆ କୋଚ୍ ପଦ ଛାଡିଲେ ଅନିଲ କୁମ୍ବଲେ! କୋହଲିଙ୍କ ସହ ମନାନ୍ତର ଥିବାନେଇ କଲେ…

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି ଅନୀଲ କୁମ୍ବଲେ । ସେ ତାଙ୍କର ଇସ୍ତଫା ପତ୍ର ବିସିସିଆଇକୁ ପଠାଇ ଦେଇଥିବା ନେଇ ସୂଚନା ଦେଇଛନ୍ତି । ଟିମ୍ ଇଣ୍ଡିଆ ବିନା କୋଚରେ ଆଗାମୀ ସିରିଜ୍ ଖେଳିବାକୁ ୱେଷ୍ଟଇଣ୍ଡିଜ୍ ଗସ୍ତ କରିଛି । ତେବେ କପ୍ତାନ କୋହଲିଙ୍କ ସହ ମନାନ୍ତର…
Read More...

‘ଯୋଗ କର ନିରୋଗ ରୁହ’ ନାରା ନେଇ ପାଳନ ହେଉଛି ଯୋଗ ଦିବସ! ଗୁଜୁରାଟ ଅହମଦାବାଦରେ ଯୋଗଗୁରୁ ରାମଦେବଙ୍କ ଯୋଗ

କନକ ବ୍ୟୁରୋ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ପୂରା ଦେଶ ଯୋଗ ଦିବସ ପାଳନ କରୁଛି । ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଅହମଦାବାଦରେ ଯୋଗ କରିଛନ୍ତି ଯୋଗଗୁରୁ ବାବା ରାମଦେବ । ତାଙ୍କ ସହ ବିଜେପି ଅଧ୍ୟକ୍ଷ ଅମିତ ଶାହ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି…
Read More...

ଲକ୍ଷ୍ନୌରେ ମୋଦିଙ୍କ ସହ ଯୋଗୀଙ୍କ ଯୋଗ ! ପ୍ରଧାନମନ୍ତ୍ରୀ କହିଲେ, ଯୋଗ ଜୀବନର ଏକ ଅଂଶ

କନକ ବ୍ୟୁରୋ: ପ୍ରବଳ ବର୍ଷାରେ ଭିଜି ଯୋଗ କଲେ ପ୍ରଧାନମନ୍ତ୍ରୀ । ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ମୋଦିଙ୍କ ସହ ରାଷ୍ଟ୍ରମନ୍ତ୍ରୀ ରାମ ନାଏକ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ…
Read More...

ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ! ଲକ୍ଷ୍ନୌରେ ମୋଦିଙ୍କ ସହ ଯୋଗୀଙ୍କ ଯୋଗ

କନକ ବ୍ୟୁରୋ: ଯୋଗ ଦିବସ ପାଇଁ ନ୍ୟୁୟର୍କ ସ୍ଥିତ ଜାତିସଂଘ କାର୍ଯ୍ୟାଳୟ ହୋଇପଡିଛି ଯୋଗମୟ । ଜାତିସଂଘ ମୁଖ୍ୟାଳୟରେ ଯୋଗ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଛି । ସେହିପରି ଗୁଜୁରାଟର ଅହମଦାବାଦରେ ଯୋଗଗୁରୁ ରାମଦେବଙ୍କ ଦ୍ୱାରା ଆୟୋଜିତ ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ ।…
Read More...

ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବିହାର ରାଜ୍ୟପାଳ ରାମନାଥ କୋବିନ୍ଦଙ୍କ ପ୍ରସଙ୍ଗ : କୋବିନ୍ଦଙ୍କ ସପକ୍ଷରେ କେତେ ଭୋଟ୍…

କନକ ବ୍ୟୁରୋ : ବିଜେପି ଓ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବିହାର ରାଜ୍ୟପାଳ ରାମନାଥ କୋବିନ୍ଦଙ୍କ ନାଁ ଆସିବା ପରେ ଏବେ କୋବିନ୍ଦଙ୍କ ସପକ୍ଷରେ କେତେ ଭୋଟ୍ ରହିଛି ସେ ନେଇ ଆରମ୍ଭ ହୋଇଛି ଅବଗଣନା । ରାଷ୍ଟ୍ରପତି ହେବା ପାଇଁ ୫ ଲକ୍ଷ ୪୯ ହଜାର ୪୭୪ ଭୋଟର ଆବଶ୍ୟକତା ରହିଥିବା ବେଳେ ଏନଡିଏ…
Read More...

ଯୋଗୀଙ୍କ ରାଜ୍ୟରେ ପାକ୍ ଅଧିକୃତ କଶ୍ମୀର୍ ! ପ୍ରଶାସନର ଅବହେଳାରେ ଅତିଷ୍ଠ ହୋଇ ଗାଁର ନାଁ ‘ପିଓକେ’ ରଖିଲେ ଗ୍ରାମବାସୀ

ଯୋଗୀଙ୍କ ପ୍ରଦେଶରେ ପିଓକେ (ପାକ୍ ଅଧିକୃତ କଶ୍ମୀର୍) । ପ୍ରଶାସନର ଅବହେଳାରେ ଅତିଷ୍ଠ ହୋଇ ଗାଁର ନାଁ ପିଓକେ ରଖିଲେ ଗ୍ରାମବାସୀ । ମୂଳ ସୁବିଧାରୁ ବଂଚିତ ହୋଇଥିବାରୁ ଏପରି ପଦକ୍ଷେପ ନେଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏହା ସହ ପ୍ରଶାସନ ଏବଂ ସରକାରଙ୍କ ଧ୍ୟାନ ଆକର୍ଷିତ କରିବା ପାଇଁ…
Read More...