Browsing Category

ଦେଶ ବିଦେଶ

ଟ୍ରାଏଲ କୋର୍ଟ ଓ ଟ୍ରିବ୍ୟୁନାଲ୍‌ରେ ସିସିଟିଭି ଲଗାଇବାକୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ !

କନକ ବ୍ୟୁରୋ : ବିଚାର ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲାଗି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ଟ୍ରାଏଲ କୋର୍ଟ ଓ ଟ୍ରିବ୍ୟୁନାଲରେ ସିସିଟିଭି ଲଗାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଚାର ସମୟର ଭିଡିଓ ଓ ଅଡିଓ ରେକର୍ଡିଂ ହେବାରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି…
Read More...

ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ! ସ୍ୱାଧୀନତା ଦିବସ ଉପଲକ୍ଷେ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ

କନକ ବ୍ୟୁରୋ : ଦେଶର ୭୧ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲା ଠାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ ସେ…
Read More...

ଆଜି ୭୧ ତମ ସ୍ୱାଧୀନତା ଦିବସ ! ସାରା ଦେଶରେ ଉତ୍ସବର ବାତାବରଣ

କନକ ବ୍ୟୁରୋ : ଆଜି ଦେଶ ପାଳୁଛି ୭୧ ତମ ସ୍ୱାଧୀନତା ଦିବସ । ଆଉ କିଛି ସମୟ ପରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ସେ ଦିଲ୍ଲୀର ଅମର ଯବାନ ଜ୍ୟୋତି ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ପରେ ୭.୨୮ରେ ପତାକା ଉତ୍ତୋଳନ କରି ୭.୩୦ରେ ଦେଶବାସୀଙ୍କୁ…
Read More...

ଜାତି ଉଦ୍ଦେଶ୍ୟରେ ରାଷ୍ଟ୍ରପତି କୋବିନ୍ଦଙ୍କ ପ୍ରଥମ ଅଭିଭାଷଣ ! ପରସ୍ପର ପ୍ରତି ସମ୍ବେଦନଶୀଳ ହେବାକୁ ଦେଲେ ଆହ୍ୱାନ

କନକ ବ୍ୟୁରୋ : ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ତାଙ୍କ ବ୍ୟକ୍ତବ୍ୟରେ ଦେଶ ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀଙ୍କ ମନେ ପକାଇବା ସହ ତାଙ୍କ ଆଦର୍ଶରେ ଜୀବନକୁ ଗଢିବାକୁ ଆହ୍ୱାନ ଦେଇଛନ୍ତି । ଏବେ ଲୋକଙ୍କ…
Read More...

ରାତି ପାହିଲେ ସ୍ୱାଧୀନତା ଦିବସ ! ଜାଣନ୍ତୁ କାହିଁକି ଲାଲ୍ କିଲ୍ଲା ବିନା ଅଧୁରା ଏହି ଉତ୍ସବ . .

ରାତି ପାହିଲେ ସ୍ୱାଧୀନତା ଦିବସ । ଏକ ବନ୍ଧନ ମୁକ୍ତ ଯାତ୍ରାର ନାଁ ହେଉଛି ସ୍ୱାଧୀନତା । ଏକ ମୁକ୍ତ ଉଡାଣର ନାଁ ହେଉଛି ସ୍ୱାଧୀନତା । ହେଲେ ବିନା ଲାଲ୍ କିଲ୍ଲାରେ ସ୍ୱାଧୀନତାର ଏହି ଦିନକୁ ପାଳନ କରିବା ସମ୍ଭବ ନୁହେଁ । ପ୍ରତିବର୍ଷ ଅଗଷ୍ଟ ୧୫ରେ ଏହି ଲାଲ୍ କିଲ୍ଲାରେ ପ୍ରଧାନମନ୍ତ୍ରୀ…
Read More...

ଚୀନରେ ପ୍ରବେଶ ପାଇଁ ଫେସବୁକ କରୁଛି ସଂଘର୍ଷ : ନୂଆ ଆପ ଜରିଆରେ ଚାଇନା ବଜାରରେ କରିପାରେ ରାଜ୍

କନକ ବ୍ୟୁରୋ: ବିଶ୍ୱର ବୃହତ୍ତମ ଡିଜିଟାଲ ମାର୍କେଟରେ ଲୁଚିିଛପି ପ୍ରବେଶ କରିବାକୁ ଯାଉଛି ଫେସବୁକ । ଏନେଇ ଏକ ନୂଆ ଆପର ସାହାରା ନେଇଛି କମ୍ପାନୀ । ଯାହା ସାହାଯ୍ୟରେ ଚାଇନା ବଜାରରେ ଆଉ ଥରେ ରାଜ କରିବାକୁ ଫେସବୁକ ଆରମ୍ଭ କରିଛି ସଂଘର୍ଷ । ଜାଣିବା ପାଇଁ ପଢ଼ନ୍ତୁ ଏହି ରିପୋର୍ଟ । ଫେସବୁକ ।…
Read More...

ଆରମ୍ଭ ହେଲା ଜିଓ ୪ଜି ଫୋନ୍ ବୁକିଙ୍ଗ୍ ! ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ ଏବଂ ଆବଶ୍ୟକୀୟ ଡକ୍ୟୁମେଂଟ୍

କନକ ବ୍ୟୁରୋ : ଆରମ୍ଭ ହେଲା ଜିଓ ୪ଜି ଫୋନ୍ ବୁକିଙ୍ଗ୍ । ଘୋଷଣା ତାରିଖର କିଛି ଦିନ ଆଗରୁ ବୁକିଙ୍ଗ୍ ଆରମ୍ଭ କରିଛନ୍ତି ଦିଲ୍ଲୀର କିଛି ରିଟେଲର୍ । ଅର୍ଥାତ୍ ଏବେ ସମୟ ପୂର୍ବରୁ ଆପଣ ବି ପାଇପାରିବେ ଏହି ମାଗଣା ୪ଜି ଫୋନ୍ । ତେବେ ରିଟେଲରଙ୍କ ପାଖରୁ ଫୋନ୍ ନେବା ସମୟରେ ଏଥିପାଇଁ ୧୫୦୦ଟଙ୍କା…
Read More...

କଣ କହିଗଲେ ଅମିତ ଶାହ? ଡିଡିଏଲଜେ ଷ୍ଟାଇଲରେ ପ୍ରତିକ୍ରିୟା, ବଡ ବଡ ଦେଶରେ ଏମିତି ଘଟଣା ଘଟେ! ଗୋରଖପୁର ଘଟଣାରେ ଖୋଲିଲା…

ଗୋରଖପୁରରେ ଘଟିଥିବା ଶିଶୁ ମଡକ ଘଟଣାରେ ପ୍ରଥମ ଥର ପାଇଁ ମୁହଁ ଖୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । କହିଛନ୍ତି, ଗୋରଖପୁରରେ ଘଟିଥିବା ଘଟଣା ଏକ ପ୍ରକାରର ଭୁଲ, ଯାହାର ଯାଂଚ ଚାଲିଛି । ଯେଉଁ ପର୍ଯ୍ୟନ୍ତ ଏହାର ଯାଂଚ ସଂପୁର୍ଣ୍ଣ ଭାବେ ସରିନାହିଁ, କାହାକୁ…
Read More...

ଇତିହାସ ରଚିଲା ଭାରତ ! ବିଦେଶରେ ସିରିଜ୍ କ୍ଲିନସ୍ୱିପ୍ କଲା ବିରାଟ ସେନା

କନକ ବ୍ୟୁରୋ : ବିଦେଶ ମାଟିରେ ସିରିଜ କ୍ଲିନସ୍ୱିପ୍ । ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ବିରାଟ ସେନା ଖାଲି ଜିତିନି ବରଂ ଲଙ୍କା ଦଳକୁ ଧରାଶାୟୀ କରିଛନ୍ତି କୋହଲି ଆଣ୍ଡ କୋ । ପ୍ରଥମ ଥର ପାଇଁ ବିଦେଶ ମାଟିରେ ଭାରତୀୟ ଦଳ ହ୍ୱାଇଟ ୱାସ କରିବାରେ ସକ୍ଷମ ହୋଇଛି ।…
Read More...

ଦଲାଲ ବୁଡାଇଦେବେ ରେଳ କାରବାର : ବଢ଼ୁଛି ବିନା ଟିକେଟରେ ଯାତ୍ରା । ବନ୍ଧାହେଲେ ୩୦୭ ଦଲାଲ

କନକ ବ୍ୟୁରୋ: ପାଖରେ ଟିକେଟ ନାହିଁ ତଥାପି ଯାଉଛନ୍ତି । ଲାଇସେନ୍ସ ନାହିଁ ତଥାପି ବିକ୍ରି କରୁଛନ୍ତି ଟିକେଟ । ରେଳ କାରବାର କରୁଛନ୍ତି ଅବୈଧ ଏଜେନ୍ସି । ଏମିତି ଚାଲିଛି ଭାରତୀୟ ରେଳ । ଯାହା ଏବେ ଯାଞ୍ଚ ବେଳେ ଧରାପଡିଛି । ରେଳ ବିଭାଗର ଖୁଫିଆ ନଜରରୁ ବତ୍ତିପାରି ନାହାଁନ୍ତି ଏମାନେ । ଆଉ…
Read More...