Browsing Category

ଦେଶ ବିଦେଶ

ଆକ୍ସନ ମୋଡରେ ପ୍ରବର୍ତନ ନିର୍ଦ୍ଦେଶାଳୟ, ନିଲମ୍ବିତ ଆଇଏଏସ ପୂଜା ସିଙ୍ଘଲଙ୍କର ୮୨ କୋଟିର ସମ୍ପତ୍ତି ଜବତ

କନକ ବ୍ୟୁରୋ : ମନରେଗା ସହିତ ଜଡିତ ଦୁର୍ନୀତିରେ ସାମିଲ ଥିବା ଆଇଏଏସ ପୂଜା ସିଙ୍ଘଲଙ୍କର ୮୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଇଡି ତରଫରୁ ଝାଡଖଣ୍ଡ ରାଞ୍ଚିରେ ଥିବା ପୂଜାଙ୍କର ୮୨.୭୭ କୋଟି ଟଙ୍କାର ଅଚଳ ସମ୍ପତ୍ତି ଜବତ କରିଛି । ଏହି ସମ୍ପତ୍ତି ମଧ୍ୟରେ…
Read More...

ଲିଫ୍ଟରେ ଫସିଗଲେ ୩ କୁନି ଝିଅ। ଗାଜିଆବାଦର ଏକ ଆର୍ପାଟମେଣ୍ଟରେ ଘଟିଲା ଅଘଟଣ।

କନକ ବ୍ୟୁରୋ: ଲିଫ୍ଟରେ ଫସିଗଲେ ୩ କୁନି ଝିଅ । ୨୫ମିନିଟ୍ ପର୍ଯ୍ୟନ୍ତ ୩କୁନି ଝିଅ ଲିଫ୍ଟ ଭିତରେ ଫସିଯାଇଥିବା ଦେଖିବାକୁ ମିଳିଛି । ଗାଜିଆବାଦର କ୍ରସିଙ୍ଗ ରିପବ୍ଲିକ ଟାଉନସିପ ସ୍ଥିତ ଦ’ ନେଷ୍ଟ ଆପାର୍ଟମେଂଟରେ ଏହି ଅଘଟଣ ଘଟିଛି । ପ୍ରାୟ ୨୫ ମିନିଟ୍ ପର୍ଯ୍ୟନ୍ତ ଫସିରହିଥିଲେ ୮ରୁ ୧୦ବର୍ଷ…
Read More...

ଅକ୍ଟୋବର ତୁଳନାରେ ନଭେମ୍ବର ମାସରେ ୪ ପ୍ରତିଶତ କମିଲା ଜିଏସଟି ଆଦାୟ, ଜାଣନ୍ତୁ ନଭେମ୍ବର ମାସରେ କେତେ ହୋଇଛି ଆଦାୟ

କନକ ବ୍ୟୁରୋ : ନଭେମ୍ବର ମାସରେ ଦେଶରେ ମୋଟ ୧.୪୬ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଛି । ଅକ୍ଟୋବର ମାସ ତୁଳନାରେ ଏହା ୪ ପ୍ରତିଶତ କମ୍ ବୋଲି କୁହାଯାଇଛି । ହେଲେ ଗତବର୍ଷ ନଭେମ୍ବର ମାସରେ ଆଦାୟ ହୋଇଥିବା ଜିଏସଟି ତୁଳନାରେ ଚଳିତ ବର୍ଷ ନଭେମ୍ବର ମାସରେ ୧୧ ପ୍ରତିଶତ ଅଧିକ ଜିଏସଟି ଆଦାୟ…
Read More...

୮୩ ଦିନରେ ପହଂଚିଲା ରାହୁଲଙ୍କ ‘ଭାରତ ଯୋଡ’ ଯାତ୍ରା, ସାମିଲ ହେଲେ ଅଭିନେତ୍ରୀ ସ୍ୱରା ଭାସ୍କର

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଆଜିକୁ ୮୩ ଦିନରେ ପହଂଚିଛି । ଦଳ ଓ ସଂଗଠନକୁ ମଜବୁତ କରିବା ଓ ଲୋକଙ୍କୁ ବିଜେପି ସରକାର ବିରୋଧରେ ଜାଗୃତ କରିବା ଲକ୍ଷ୍ୟରେ ରାହୁଲ ଗାନ୍ଧୀ ଏହି ପଦଯାତ୍ରା ସେପ୍ଟେମ୍ବର ୭ ତାରିଖରୁ ଆରମ୍ଭ କରିଛନ୍ତି । ଏହି କ୍ରମରେ ରାହୁଲଙ୍କ ସହ…
Read More...

ଝିଅ ବାହାଘର ପାଇଁ ଆଣିଥିଲେ ୧କୋଟିର ଗହଣା । ଉବେର କ୍ୟାବରେ ଛାଡିଦେଲେ ବ୍ୟାଗ୍, ତାପରେ…

କନକ ବ୍ୟୁରୋ : ଝିଅର ବିବାହ ପାଇଁ ଲଣ୍ଡନରୁ ଗ୍ରେଟର ନୋଏଡା ଆସିଥିଲେ ଜଣେ ଏନଆରଆଇ ନିଖିଲେସ୍ କୁମାର । ସାଙ୍ଗରେ ଆଣିଥିଲେ ଗହଣା ବୋଝେଇ ଏକ ବ୍ୟାଗ୍ । ଯେଉଁଥିଲେ ପାଖାପାଖି ଏକ କୋଟି ଟଙ୍କାର ସୁନା ଗହଣା ରହିଥିଲା । ଟ୍ୟାକ୍ସିରେ ଘରକୁ ଆସି ପହଞ୍ଚିଥିଲେ । କିନ୍ତୁ ଘରକୁ ଆସିବା ପରେ…
Read More...

ପୁଣି ସାମ୍ନାକୁ ଆସିଲା ଚୀନର ଷଡଯନ୍ତ୍ର । ସୀମାରେ ବନାଇଲେ ସେନା ପୋଷ୍ଟ୍, ବଢିପାରେ ଉତ୍ତେଜନା 

କନକ ବ୍ୟୁରୋ : ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ ବା ଏଲଏସିରେ ଆମେରିକା ସେନା ସହ ମିଳିତ ଭାବେ ଶମରାଭ୍ୟାସ କରୁଛି ଭାରତୀୟ ସେନା । ଉଭୟ ସେନାର ଯୁଦ୍ଧାଭ୍ୟାସକୁ ଦେଖି ଛାନିଆ ହୋଇଉଠିଛି ଶତ୍ରୁ ରାଷ୍ଟ୍ର ଚୀନ୍ । ଉତ୍ତରାଖଣ୍ଡର ଓଲିରେ ଭାରତୀୟ ସେନା ଏବଂ ୟୁଏସ୍ ସେନା ଉଭୟ ଦେଶର ଯୁଦ୍ଧ କୌଶଳ…
Read More...

ଅଶ୍ଳୀଳ ଭିଡିଓ ଭାଇରାଲ ପରେ ଅଡୁଆରେ ବିଚାରପତି, ଦିଲ୍ଲୀ ହାଇକୋର୍ଟ କଲେ ନିଲମ୍ବିତ

କନକ ବ୍ୟୁରୋ : ରାଓଜ ଏବିନ୍ୟୁ କୋର୍ଟର ଜଣେ ଆଡିସିନାଲ ସେଶନ ଜଜ୍ ଜଣେ ମହିଳା ଷ୍ଟେନୋଗ୍ରାଫରଙ୍କ ସହ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଛି । ଏଭଳି ଭିଡିଓ ଭାଇରାଲ ହେବା ପରେ ନ୍ୟାୟପାଳିକାକୁ ନେଇ ପ୍ରଶ୍ନ ଉଠିଛି । ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରି ସଂପୃକ୍ତ ବିଚାରପତି ଓ ମହିଳା…
Read More...

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦିହେଲେ କେସିଆରଙ୍କ ଝିଅ, ୧୦୦ କୋଟି ଟଙ୍କା କାରବାର ନେଇ ଇଡିର ସୂଚନା

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବିଶେଷ ଭାବେ ଆମ୍ ଆଦମୀ ପାର୍ଟିର ନେତା ଓ କିଛି ମଦ ବ୍ୟବସାୟୀ ଛନ୍ଦି ହୋଇଯାଇଛନ୍ତି । ହେଲେ ପ୍ରଥମଥର ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ବିଧାୟିକା କନ୍ୟା କେ, କବିତାଙ୍କ ନାମ ଏହି ମାମଲାରେ ଯୋଡି ହୋଇଛି ।…
Read More...

‘ଇ-ରୁପି’ : କଣ ମିଳିବ ଫାଇଦା? ପେଟିଏମ୍ ଓ ଗୁଗୁଲ ପେ’ ଭଳି ପେମେଣ୍ଟ ସିଷ୍ଟମ ଉପରେ କଣ ପ୍ରଭାବ ପଡିବ?…

କନକ ବ୍ୟୁରୋ : ଆରବିଆଇ ଆଜି ଜାରି କରିବ ଡିଜିଟାଲ ରୁପି । ପରୀକ୍ଷା ମୂଳକ ଭାବେ ଦେଶର ୪ଟି ସହରରେ ଏହି ଡିଜିଟାଲ କରେନ୍ସୀ ସେବା ଆରମ୍ଭ କରାଯିବ । ଏହି ଡିଜିଟାଲ କରେନ୍ସିର ନାଁ ରହିଛି ସିବିଡିସି ବା ‘ଇ-ରୁପି’ । ‘ଇ-ଟଙ୍କା’ ଆନ୍ତଃ ବ୍ୟାଙ୍କ ବଜାରକୁ ଅଧିକ ଦକ୍ଷ କରିବ ବୋଲି ଆଶା କରାଯାଉଛି…
Read More...

‘ମୋଦୀ ଗଲା ତ…ଗୁଜରାଟ ଗଲା…..’ କ୍ରିକେଟର ରବୀନ୍ଦ୍ର ଜାଡେଜା ସେୟାର କଲେ ବାଲ ଠାକରେଙ୍କ ପୁରୁଣା ଭିଡିଓ…

କନକ ବ୍ୟୁରୋ: ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଆଜି ଜାରିରହିଛି । ଏହାରି ଭିତରେ କ୍ରିକେଟର ରବୀନ୍ଦ୍ର ଜାଡେଜା ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଶିବସେନା ସଂସ୍ଥାପକ ବାଲ୍ ଠାକରେଙ୍କ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ବାଲ ଠାକରେ କହୁଛନ୍ତି, ‘ନରେନ୍ଦ୍ର ମୋଦୀ…
Read More...