Browsing Category

ଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଭାରତୀୟ ଦଳ ଘୋଷଣା । ଦଳକୁ ଫେରିଲେ ରାହାଣେ, ଉନାଦକତ, ସୂର୍ଯ୍ୟକୁମାରଙ୍କୁ…

କନକ ବ୍ୟୁରୋ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମୁକାବିଲା ପାଇଁ ଭାରତୀୟ ଦଳ ଘୋଷଣା । ଶିବସୁନ୍ଦର ଦାସଙ୍କ ନେତୃତ୍ୱ ଗଠିତ ଚୟନ କମିଟି ଫାଇନାଲ ମୁକାବିଲା ପାଇଁ ଦଳ ଘୋଷଣା କରିଛି । ରୋହିତଙ୍କ ନେତୃତ୍ୱରେ ଦଳ ଫାଇନାଲ ମୁକାବିଲା ଖେଳିବ । ସେହିଭଳି ଦୀର୍ଘ ଦିନ ପରେ ପୁଣିଥରେ ଦଳକୁ…
Read More...

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ : ସୂର୍ଯ୍ୟଙ୍କ ସ୍ଥାନରେ ରାହାଣେ ମାରିପାରନ୍ତି ଏଣ୍ଟ୍ରି, ଦୀର୍ଘ ଦିନ ପରେ…

କନକ ବ୍ୟୁରୋ : ଆସନ୍ତା ଜୁନ୍ ମାସରେ ଇଂଲଣ୍ଡରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଖେଳାଯିବ । ଟାଇଟଲ ପାଇଁ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ଇଂଲଣ୍ଡର ଦ ଓଭାଲ ଗ୍ରାଉଣ୍ଡରେ ଏହି ମୁକାବିଲା ଖେଳାଯିବ । ଏହି ହାଇଭୋଲଟେଜ ମୁକାବିଲାକୁ ଚାହିଁ ବସିଛନ୍ତି କ୍ରିକେଟପ୍ରେମୀ । ଖୁବଶୀଘ୍ର…
Read More...

ହକି ଟିମର ପ୍ରାୟୋଜକ ଅବଧି ବଢାଇଲେ ରାଜ୍ୟ ସରକାର । ୨୦୩୩ ପର୍ଯ୍ୟନ୍ତ ଭାରତୀୟ ହକିର ପ୍ରାୟୋଜକ ରହିବ ଓଡିଶା

କନକ ବ୍ୟୁରୋ: ଆଉ ୧୦ବର୍ଷ ବଢ଼ିଲା ଭାରତୀୟ ଜାତୀୟ ହକି ଦଳ ମାନଙ୍କର ପ୍ରାୟୋଜକ ଅବଧି । ଆଜି ରାଜ୍ୟ କ୍ୟାବିନେଟ୍ ଉଭୟ ପୁରୁଷ ଓ ମହିଳା ଭାରତୀୟ ଜାତୀୟ ହକି ଦଳର ପ୍ରାୟୋଜକ ଚୁକ୍ତିକୁ ଆଉ ୧୦ବର୍ଷ ପାଇଁ ବୃଦ୍ଧି ପ୍ରସ୍ତାବ ଉପରେ ମୋହର ବାଜିଛି । ଅର୍ଥାତ ୨୦୨୩ରୁ ୨୦୩୩ ପର୍ଯ୍ୟନ୍ତ ହକି ଟିମ୍…
Read More...

ହାଇଦ୍ରାବାଦ ବିପକ୍ଷରେ ଚେନ୍ନାଇର ମଙ୍ଗ ଧରିବ କିଏ? ଧୋନୀଙ୍କ ଖେଳିବା ନେଇ ଏବେ ବି ସସପେନ୍ସ !

କନକ ବ୍ୟୁରୋ : ଚଳିତ ଆଇପିଏଲରେ ଦମଦାର ଫର୍ମରେ ରହିଛି ଚେନ୍ନାଇ ସୁପର କିଙ୍ଗସ । ଅଭିଜ୍ଞ ଓ ଯୁବ ଖେଳାଳୀଙ୍କୁ ନେଇ ଦଳ ବେଶ ପ୍ରଭାବୀ ପ୍ରଦର୍ଶନ କରୁଛି । ୫ ମ୍ୟାଚରୁ ୩ଟି ମ୍ୟାଚରେ ବିଜୟୀ ହୋଇ ଚେନ୍ନାଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଏପରିକି ଚଳିତ ଆଇପିଏଲରେ ସର୍ବାଧିକ ଦଳଗତ…
Read More...

୫୫୫ ଦିନ ପରେ ପୁଣିଥରେ ଆରସିବିର ମଙ୍ଗ ଧରିଲେ କୋହଲି । ପଞ୍ଜାବ ବିପକ୍ଷରେ ହାସଲ କଲେ ଅର୍ଦ୍ଧଶତକ ।

କନକ ବ୍ୟୁରୋ : ପୁଣି ଦଳର ମଙ୍ଗ ସମ୍ଭାଳିଲେ କ୍ୟାପଟେନ କୋହଲି । ଦୀର୍ଘ ୫୫୫ ଦିନ ପରେ ଆରସିବିର ଅଧିନାୟକ ଭାର ସମ୍ଭାଳିଛନ୍ତି ବିରାଟ କୋହଲି । ପଞ୍ଜାବ ବିପକ୍ଷ ମ୍ୟାଚରେ ବିରାଟଙ୍କୁ ପୁଣିଥରେ ଅଧିନାୟକ ଭାବେ ଦେଖିବାକୁ ମିଳିଛି । ଦଳର ନିୟମିତ ଅଧିନାୟକ ଡୁ-ପ୍ଲେସିସ ଇମ୍ପାକ୍ଟ ପ୍ଲେୟାର…
Read More...

ରାଜସ୍ଥାନ ଟିମକୁ ଶେଷ କରିଦେବେ ରିଆନ ! ମ୍ୟାଚ୍ ହାରିବା ପରେ ଟ୍ରୋଲ ହେଲେ ପରାଗ ।

କନକ ବ୍ୟୁରୋ : ସମୟ ଗଡିବା ସହ ଆଇପିଏଲର ପ୍ରତ୍ୟେକ ମ୍ୟାଚ୍ ଏବେ ରୋମାଞ୍ଚପୂର୍ଣ୍ଣ ହେବାରେ ଲାଗିଛି । ଅଧିକାଂଶ ମ୍ୟାଚର ଫଳାଫଳକୁ ନେଇ ଶେଷ ଓଭର ପର୍ଯ୍ୟନ୍ତ ସସପେନ୍ସ ରହୁଛି । ଏପରିକି କିଛି ମ୍ୟାଚର ଫଳାଫଳ ତ ଶେଷ ବଲରେ ସାମ୍ନାକୁ ଆସୁଛି । ୧୯ ଏପ୍ରିଲରେ ଲକ୍ଷ୍ନୌ ଓ ରାଜସ୍ଥାନ ମଧ୍ୟରେ…
Read More...

ସୁପର ସଣ୍ଡେରେ ହେଟମାୟର ସୁପର ଶୋ’ : ଗୁଜରାଟ ଟାଇଟନ୍ସକୁ ହରାଇଲା ରାଜସ୍ଥାନ ରୟାଲ

କନକ ବ୍ୟୁରୋ : ରାଜସ୍ଥାନ ରୟାଲ୍ସର ଆଉଏକ ଜବରଦସ୍ତ ବିଜୟ । ରବିବାର ଖେଳାଯାଇଥିବା ଏକ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ଗୁଜରାଟ ଟାଇଟନ୍ସକୁ ୩ ୱିକେଟରେ ହରାଇଛି ସଂଜୁ ସାମସନଙ୍କ ଟିମ୍ । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଗୁଜରାଟ ୭ ୱିକେଟ୍ ହରାଇ କରିଥିଲା ୧୭୭ ରନ୍…
Read More...

ଓଡ଼ିଶା ରଣଜୀ ଦଳର ନୂଆ କୋଚ୍ ହେବେ ଦିନେଶ ମୋଙ୍ଗିଆ! ଟିମ୍ ଇଣ୍ଡିଆର ବିଶ୍ୱକପ ଦଳରେ ପୂର୍ବରୁ ପାଇଥିଲେ ସ୍ଥାନ ।

କନକ ବ୍ୟୁରୋ : ଓଡ଼ିଶା ରଣଜୀ ଦଳର ନୂଆ କୋଚ ହେବେ ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ ମୋଙ୍ଗିଆ । ଆସନ୍ତା ୨୧ ତାରିଖରେ ଦିନେଶ ମୋଙ୍ଗିଆ ଓଡ଼ିଶା ଆସିବେ । ଏହାସହ ଓଡ଼ିଶା ରଣଜୀ ଦଳର ଦାୟିତ୍ୱ ଗ୍ରହଣ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ତେବେ ଓସିଏ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ…
Read More...

ପାକିସ୍ତାନରେ ରହିବା ଜେଲରେ ରହିବା ସଙ୍ଗେ ସମାନ, ଭଗବାନଙ୍କୁ ଧନ୍ୟବାଦ ଯେ, ସେଠାରୁ ମୁକୁଳି ଆସିଛି । କାହିଁକି ଏମିତି…

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ସାଇମନ ଡୁଲ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ପାକିସ୍ତାନକୁ ନେଇ ସାଇମନ ଏମିତି ଏକ ବୟାନ ଦେଇଛନ୍ତି ଯାହା ପାକିସ୍ତାନର ଅସଲ ସ୍ୱରୂପକୁ ପଦାରେ ପକାଇଛି । ସାଇମନ କହିଛନ୍ତି, ପାକିସ୍ତାନରେ ରହିବା ଜେଲରେ ରହିବା ସଙ୍ଗେ ସମାନ । ଥରେ…
Read More...

ଆଇପିଏଲ ମହାସମର : ପଞ୍ଜାବକୁ ହରାଇଲା ଗୁଜରାଟ

କନକ ବ୍ୟୁରୋ : ଆଇପିଏଲ ମହାସମର । ଗୁଜରାଟ ଟାଇଟନ୍ସ ୬ ୱିକେଟ୍‌ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ ପାଇଥିବା ପଞ୍ଜାବ ୮ ୱିକେଟ୍‌ ବିନିମୟରେ ୧୫୩ ରନ୍‌ କରିଥିଲା ବେଳେ ଟାଇଟନ୍ସ ଗୋଟିଏ ବଲ୍‌ ବାକି ଥାଇ ୪ ୱିକେଟ୍‌ ବିନିମୟରେ ଲକ୍ଷ୍ୟ ହାସଲ କରିଥିଲା । ଏହି ବିଜୟ…
Read More...