Browsing Category

ଖେଳ

ଆଜି ଖେଳାଯିବ ଆଇପିଏଲର ହଜାରେ ତମ ମ୍ୟାଚ୍ । ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ । ମ୍ୟାଚ୍…

କନକ ବ୍ୟୁରୋ: ୧୮ ଏପ୍ରିଲ ୨୦୦୮ । କ୍ରିକେଟପ୍ରେମୀଙ୍କ ପାଇଁ ଏହି ତାରିଖ ଆଣିଦେଇଥିଲା ଏକ ନୂଆ ଉତ୍ସାହ । ଆରମ୍ଭ ହୋଇଥିଲା ଇଣ୍ଡିଆନ୍ ପ୍ରିମିୟର ଲିଗର ପ୍ରଥମ ସଂସ୍କରଣ । ୮ଟି ଟିମକୁ ନେଇ ଆରମ୍ଭ ହୋଇଥିଲା କ୍ରିକେଟର ଏହି ମହାକୁମ୍ଭ । ଯାହାର କ୍ରେଜ୍ ପୂରା ବିଶ୍ୱରେ ଦେଖିବାକୁ ମିଳିଥିଲା ।…
Read More...

ହାତଯୋଡି ଅନୁରୋଧ କରୁଛି, ଅର୍ଜୁନଙ୍କୁ ଉପର ଅର୍ଡରରେ ଖେଳାଅ । ପୂରା ବିଶ୍ୱ ମନେ ରଖିବ, ଜାଣନ୍ତୁ କିଏ କହିଲେ ଏମିତି…

କନକ ବ୍ୟୁରୋ : ଦୀର୍ଘ ଦିନର ଅପେକ୍ଷା ପରେ ଆଇପିଏଲରେ ପଦାର୍ପଣ କରିଛନ୍ତି ଅର୍ଜୁନ ତେନ୍ଦୁଲକର । ନିଜର ପ୍ରଥମ ୪ମ୍ୟାଚରେ ଅର୍ଜୁନ ସେତେଟା ପ୍ରଭାବୀ ପ୍ରଦର୍ଶନ କରିନଥିଲେ ମଧ୍ୟ ନିରାଶ ମଧ୍ୟ କରିନାହାନ୍ତି । ପ୍ରଥମ ୪ ମ୍ୟାଚରେ ଅର୍ଜୁନ ୩ଟି ୱିକେଟ ହାସଲ କରିଛନ୍ତି । ଏହି ୪ଟି ମ୍ୟାଚରେ…
Read More...

କେମିତି ଅଫ୍ ସ୍ପିନରରୁ ବିଶ୍ୱର ନମ୍ବର ୱାନ୍ ବ୍ୟାଟ୍ସମ୍ୟାନ୍ ହେଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା ? ଜନ୍ମଦିନରେ…

କନକ ବ୍ୟୁରୋ: କିଏ କୁହେ ହିଟ ମ୍ୟାନ୍ ତ କିଏ କୁହେ ସୁପରହିଟ୍ ଶର୍ମା । କାରଣ ତାଙ୍କ ଖେଳ ସମସ୍ତଙ୍କୁ ମନୋରଞ୍ଜନ ଦେଇଥାଏ । ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିଥାଏ ବଡ ବଡ ଛକା, ଚୌକା । ତାଙ୍କ ବ୍ୟାଟ ଚାଲିଲେ ବୋଲର ନିଜ ଲୟ ହରାଇଥାନ୍ତି । ଆଉ ତାଙ୍କୁ ଆଉଟ କରିବାକୁ ରଚିଥାନ୍ତି ସ୍ୱତନ୍ତ୍ର…
Read More...

ଯେବେ ରୁମରେ ନିଜକୁ ଲକ୍ କରି ଏକାକୀ ବହୁତ କାନ୍ଦିଥିଲେ ହିଟମ୍ୟାନ୍ ରୋହିତ ଶର୍ମା । କିନ୍ତୁ କାହିଁକି?

କନକ ବ୍ୟୁରୋ : ଟିମ ଇଣ୍ଡିଆର ଅଧିନାୟକ ତଥା ହିଟମ୍ୟାନ୍ ରୋହିତ ଶର୍ମାଙ୍କୁ କିଏ ବା ନଜାଣେ । ଦୁଦ୍ଦର୍ଷ ବ୍ୟାଟିଂ ପାଇଁ ପରିଚିତ ଥିବା ରୋହିତଙ୍କ ବାବଦରେ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯାହା କ୍ରିକେଟପ୍ରେମୀଙ୍କୁ ଚକିତ କରିଦେବ । ନିଜ କ୍ରିକେଟ କ୍ୟାରିୟରରେ ରୋହିତ ଶର୍ମା ଗୋଟିଏ…
Read More...

ପୁଣି ଭାରତୀୟ ଟିମକୁ ଫେରିବେ କି ଧୋନୀ, ରବି ଶାସ୍ତ୍ରୀଙ୍କ ବୟାନ ପରେ ବଢିଲା ଚର୍ଚ୍ଚା

କନକ ବ୍ୟୁରୋ : ପୁଣି ଭାରତୀୟ ଟିମକୁ ଫେରିବେ କି କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀ । ବର୍ତମାର ସ୍ଥିତି ଏବଂ ଚଳିତ ଆଇପିଏଲରେ ୱିକେଟ କିପର ବ୍ୟାଟରଙ୍କ ପଦର୍ଶନକୁ ଦେଖି ଧୋନୀଙ୍କୁ ଭାରତୀୟ ଟେଷ୍ଟ ଟିମକୁ ଫେରିବାକୁ ଦାବି କରିଛନ୍ତି ପ୍ରଶଂସକ । ଯାହାକୁ ସମର୍ଥନ ଜଣାଇଛନ୍ତି ଟିମ ଇଣ୍ଡିଆର…
Read More...

ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଦଳକୁ ଫେରିବେ କି ଧୋନୀ? ଚର୍ଚ୍ଚା ବଢାଇଲା ଶାସ୍ତ୍ରୀଙ୍କ ବୟାନ ।

କନକ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ଭିତରେ ଆସନ୍ତା ଜୁନ୍ ୭ ତାରିଖରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ । ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ୍ । ତେବେ ଏହି ମ୍ୟାଚ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିସାରିଛି ବିିସିସିଆଇ । ହେଲେ ଏହାରି ଭିତରେ ଭାରତୀୟ…
Read More...

ଆଇପିଏଲରେ ହେଲା ରନ ବର୍ଷା : ପଞ୍ଜାବକୁ ୫୬ ରନରେ ହରାଇଲା ଲକ୍ଷ୍ନୌ ସୁୁପର ଜାଏଣ୍ଟସ୍

କନକ ବ୍ୟୁରୋ : ଆଇପିଏଲରେ ହେଲା ରନ ବର୍ଷା । ପଞ୍ଜାବକୁ ୫୬ ରନରେ ହରାଇଲା ଲକ୍ଷ୍ନୌ । ଏଥିସହ ଚଳିତ ଆଇପିଏଲରେ ସବୁ ରେକର୍ଡ ଭାଙ୍ଗିଛି ଲକ୍ଷ୍ନୌ ସୁୁପର ଜାଏଣ୍ଟସ୍ । ଗତକାଲି ପଞ୍ଜାବ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୫ ୱିକେଟରେ ୨୫୭ ରନ କରିଥିଲା ଲକ୍ଷ୍ନୌ ।…
Read More...

ମଝି ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦକୁ ଲାଗିଲା ଝଟକା । ପୂରା ସିଜିନରୁ ବାଦ୍ ପଡିଲେ ୮.୭୫ କୋଟି ଟଙ୍କାର ଖେଳାଳୀ ।

କନକ ବ୍ୟୁରୋ : ଆଇପିଏଲ ଅଧାରୁ ସନରାଇଜର୍ସ ହାଇଦ୍ରାବାଦକୁ ବଡ ଝଟକା । ପୂରା ଆଇପିଏଲ ସିଜିନରୁ ବାଦ୍ ପଡିଲେ ୮.୭୫ କୋଟି ଟଙ୍କାରେ ହାଇଦ୍ରାବାଦ ସହ ଯୋଡି ହୋଇଥିବା ଷ୍ଟାର ଅଲରାଉଣ୍ଡର ୱାସିଂଟନ ସୁନ୍ଦର । କହୁଣୀରେ ଆଘାତ କାରଣରୁ ପୂରା ସିଜିନରୁ ବାଦ୍ ପଡିଛନ୍ତି ୱାସିଂଟନ । ଏନେଇ ସନରାଇଜର୍ସ…
Read More...

ଦିନିକିଆ ବିଶ୍ୱକପ ଦଳରେ କିଏ ପାଇବ ସ୍ଥାନ ? ସୂର୍ଯ୍ୟ ଓ ଶ୍ରେୟସଙ୍କ ଲଢେଇ ଭିତରେ ବାଜି ମାରିନେବେନି ତ ରାହାଣେ ।

କନକ ବ୍ୟୁରୋ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମୁକାବିଲା ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଆଜିଙ୍କ୍ୟ ରାହାଣେ । ଦୀର୍ଘ ଦିନ ପରେ ରାହାଣେ ପୁଣିଥରେ ଭାରତୀୟ ଟିମକୁ କମବ୍ୟାକ୍ କରିଛନ୍ତି । ଆଇପିଏଲରେ ଦମଦାର ପ୍ରଦର୍ଶନ ହିଁ ରାହାଣେଙ୍କ ପାଇଁ ଟିମ୍ ଇଣ୍ଡିଆର ରାସ୍ତା ଖୋଲିଛି ।…
Read More...

ଫାଇନାଲ ଖେଳିବେ ତ ରାହୁଲ? ଖରାପ ଫର୍ମ ଯୋଗୁ ହରାଇଥିଲେ ଉପ-ଅଧିନାୟକ ପଦ । ଏବେ ଚୂଡାନ୍ତ ଏକାଦଶରେ ପାଇବେ ତ ସ୍ଥାନ?

କନକ ବ୍ୟୁରୋ: ୨୦୨୩ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଘୋଷଣା ହେଇସାରିଛି ଭାରତୀୟ ଦଳ । ୧୫ ଜଣିଆ ଏହି ଦଳରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବାବେଳେ, ଉପ -ଅଧିନାୟକ ଭାବେ କୌଣସି ବି ଖେଳାଳିଙ୍କୁ ଦାୟିତ୍ୱ ଦିଆଯାଇନି । ଯାହାକି ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।…
Read More...