Browsing Category

ରାଜନୀତି

ସରିଲା ଶୋକର ବେଳ, ତେଜିଲା ରାଜନୀତି ! କଂଗ୍ରେସକୁ ଅମିତ ଶାହାଙ୍କ ଟାର୍ଗେଟ୍, କାଶ୍ମୀର ସମସ୍ୟା ପାଇଁ ନେହେରୁଙ୍କୁ କଲେ…

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଗୋଟିଏ ପଟେ ସାରା ଦେଶରେ କ୍ରୋଧର ନିଆଁ ଜଳୁଥିବା ବେଳେ ଅନ୍ୟପଟେ ଏହି ଛାତିଥରା ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ପାକିସ୍ତାନ ଠାରୁ ବଦଲା ନେବା ପାଇଁ ଏବେ ସାରା ଦେଶ ଦାବି କରୁଛି । ଆଉ ଏହାରି ଭିତରେ ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ…
Read More...

ବିଜେଡି ସୁପ୍ରିମୋଙ୍କ ନୂଆ ଷ୍ଟ୍ରାଟେଜି ! ନବୀନଙ୍କ ସଭାରେ ମଞ୍ଚରେ ମିଳୁନି ନେତାଙ୍କ ଦର୍ଶନ, ଜନତାଙ୍କୁ ସାଥୀରେ ନେଇ…

କନକ ବ୍ୟୁରୋ : ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ନିର୍ବାଚନୀ ବୈତରଣୀ ପାର ହେବାକୁ ନୀଳ ନକ୍ସା ପ୍ରସ୍ତୁତ କରୁଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ । ଦଳର ମୁଖିଆ ମାନେ ଏନେଇ ଏବେଠୁ ଅଙ୍କକଷା ଆରମ୍ଭ କରିଛନ୍ତି । ଆଉ ଏହି ରେସରେ ଗୋଟିଏ ପାଦ ଆଗରେ ରହିଛନ୍ତି…
Read More...

ସଂଗଠନରେ ରାଜନୀତି ପଶିଲା ବୋଲି ବନ୍ଦ ଫସର ଫାଟିଗଲା କି?

କନକ ବ୍ୟୁରୋ : ସମୟ ଥିଲା, ନବ ନିର୍ମାଣ କୃଷକ ସଂଗଠନ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଚାଷୀଙ୍କ ତରଫରୁ ମିଳିଥିଲା ସମର୍ଥନ । ସରକାର ଚାପଗ୍ରସ୍ତ ହେବା ସହ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବାକୁ ବାଧ୍ୟ ହେଉଥିଲେ । ହେଲେ ଗୁରୁବାରର ଓଡିଶା ବନ୍ଦ କିନ୍ତୁ ସଫଳ ହେଲାନାହିଁ, ଏହାର ସେଭଳି ବଡ…
Read More...

ସରିଲା ଶୋକର ବେଳ, ଆରମ୍ଭ ହେଲା ରାଜନୀତି ! ପୁଲୱାମା ଆକ୍ରମଣ ଘଟଣାରେ ମୋଦିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । କଂଗ୍ରେସ ନେତା ରଣଦୀପ୍ ସୁର୍ଜେୱାଲା ପ୍ରେସ୍ କନଫରେନ୍ସ କରି କହିଛନ୍ତି, ଯେତେବେଳେ ପୁଲୱାମା ଆତଙ୍କବାଦୀ ହମଲାରେ ୪୦ ଜଣ ଯବାନ ସହିଦ ହୋଇଥିଲେ, ସେତେବେଳେ ଡକ୍ୟୁମେଂଟାରୀ ଫିଲ୍ମ ସୁଟିଂରେ…
Read More...

ଓଡିଶା ବନ୍ଦକୁ ପ୍ରତ୍ୟାଖାନ କଲେ ଚାଷୀ, ସଫଳ ହେଲାନି ବିଜେପି ଷଡ଼ଯନ୍ତ୍ର ! ଚାଷୀ ଭାଇଙ୍କୁ ଧନ୍ୟବାଦ ଜଣାଇଲା ବିଜେଡି 

କନକ ବ୍ୟୁରୋ : ନବ ନିର୍ମାଣ କୃଷକ ସଂଗଠନ ଡାକରାରେ ଓଡିଶା ବନ୍ଦ ପାଳନକୁ ରାଜ୍ୟବାସୀ ବିଶେଷ କରି ରାଜ୍ୟର ଚାଷୀଭାଇମାନେ ପ୍ରତ୍ୟାଖ୍ୟାନ କରିଥିବାରୁ ବିଜୁ ଜନତା ଦଳ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛି । ଖାସକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରେ ଚାଷୀ ସମାଜ ସେମାନଙ୍କ ଅଦ୍ଭୂତପୂର୍ବ ବିଶ୍ୱାସ…
Read More...

ଉତ୍ତରପ୍ରଦେଶରେ କଟିବ ବିରୋଧୀଙ୍କ ପତା ! ଏସପି-ବିଏସପି ଆସନ ବୁଝାମଣା, କଂଗ୍ରେସ ପାଇଁ ଛାଡିଲେ ୨ଟି ଆସନ ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ବୃଦ୍ଧି ପାଉଛି । ବିଶେଷ କରି ନିର୍ବାଚନରେ କ’ଣ ରହିବ ରଣନୀତି, ସେନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ମାତ୍ ଦେବା ପାଇଁ ଉତ୍ତରପ୍ରଦେଶରେ…
Read More...

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ଜାଣିବା ପରେ ମଧ୍ୟ ସନ୍ଧ୍ୟାରେ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିଲେ ପ୍ରଧାନମନ୍ତ୍ରୀ…

ପୁଲୱାମା ଆତ୍ମଘାତୀ ଆକ୍ରମଣକୁ ନେଇ ଆରମ୍ଭ ହୋଇଛି କାଦୁଅଫିଙ୍ଗା ରାଜନୀତି । ଏହି ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ଜାଣିବା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଡକ୍ୟୁମେଣ୍ଟାରୀ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିଲେ…
Read More...

ପୁଲୱାମା ଆତଙ୍କୀ ଆକ୍ରମଣ ନେଇ ମୋଦିଙ୍କୁ ଘେରିଲା କଂଗ୍ରେସ ! କହିଲେ, ଗୁଇନ୍ଦା ବିଫଳତା ପାଇଁ କିଏ ଦାୟୀ ?

କନକ ବ୍ୟୁରୋ : ପୁଲୱାମା ଆତଙ୍କୀ ଆକ୍ରମଣ ନେଇ ମୋଦିଙ୍କୁ ଘେରିଲା କଂଗ୍ରେସ । ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ ୫ଟି ପ୍ରଶ୍ନ ପଚାରିଛି । କହିଲେ, ଗୁଇନ୍ଦା ବିଫଳତା ପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରାଯାଇଛି । ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ଏନଏସଏ କାହିଁକି ଗୁଇନ୍ଦା ବିଫଳତା ପାଇଁ ନିଜକୁ…
Read More...

ତେଲୁଗୁ ଭୋଟରଙ୍କ ଉପରେ ବିଜେଡିର ନଜର, ମନ ଜିଣିବାକୁ ଦଳ ଆଣିଲା ଆନ୍ଧ୍ର କଳାକାର ।

କନକ ବ୍ୟୁରୋ: ଆଗାମୀ ନିର୍ବାଚନ ପାଇଁ ବଳ କଷୁଛି ବିଜେଡି । ସବୁ ବର୍ଗର ସମ୍ପ୍ରଦାୟ ମଧ୍ୟରେ ସମନ୍ୱୟ ରକ୍ଷା କରି ଭୋଟ୍ ହାତେଇବାକୁ ଗୋଟିଚାଳନା କରୁଛି ବିଜେଡି । ଏନେଇ ନବରଙ୍ଗପୁର ଠାରେ ବିଜେଡି ତେଲୁଗୁ ସେଲ ପକ୍ଷରୁ ଆୟୋଜିତ ହୋଇଛି ସାଂସ୍କୃତି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ…
Read More...

ଯୋଗୀ ଆଦିତ୍ୟନାଥଙ୍କୁ ବିଜେଡ଼ିର ଜବାବ ! ପ୍ରତାପ ଦେବ କହିଲେ, କାଳିଆ ଯୋଜନାରେ ଦୁର୍ନୀତିର ଗନ୍ଧ ନାହିଁ, ୧୦୦ରୁ ଅଧିକ…

କନକ ବ୍ୟୁରୋ : ଆଜି ଓଡିଶା ଗସ୍ତରେ ଆସିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭବାନୀପାଟଣାରେ ବୁଥସ୍ତରୀୟ ବିଭିନ୍ନ ଯୋଜନା ବାବଦରେ ବି ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନା ଓ ଟଙ୍କିକିଆ ଚାଉଳ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଯୋଗୀ…
Read More...