Browsing Category

ରାଜନୀତି

ବାସୁଦେବପୁର ବିଜୟରଥରେ ବସିବ କିଏ ? ବିଜୟଶ୍ରୀଙ୍କ ପୁଅ କାନ୍ଧରେ ବିଜେଡି ଗଡ, ନୂଆ ଆଶା ନେଇ ମୈଦାନକୁ ଓହ୍ଲାଇବେ…

କନକ ବ୍ୟୁରୋ : ରାଜ୍ୟର ଏକ ସମ୍ମାନଜନକ ବିଧାନସଭା ନିର୍ବାଚନମଣ୍ଡଳୀ ଭାବେ ବାସୁଦେବପୁର ଚର୍ଚ୍ଚାରେ ରହି ଆସିଛି । କାରଣ ଏଇ ନିର୍ବାଚନ ମଣ୍ଡଳୀରୁ ଅତୀତରେ ଡ. ହରେକୃଷ୍ଣ ମହତାବଙ୍କଠାରୁ ଆରମ୍ଭ କରି ନୀଳମଣି ରାଉତରାୟଙ୍କ ପର୍ଯ୍ୟନ୍ତ ନିର୍ବାଚନ ଲଢିଥିଲେ। ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜ…
Read More...

ସୋନପୁର ରାଜନୀତି ଜଟିଳ ସ୍ଥିତି ! ବିଜୟ ତିଳକ ପିନ୍ଧିବାକୁ ବିଜେଡିର ଆଶାୟୀ ଜଣେ, ଦ୍ୱନ୍ଦରେ ବିଜେପି-କଂଗ୍ରେସ ।

କନକ ବ୍ୟୁରୋ: ରାଜ୍ୟ ରାଜନୀତିର ଗଣିତ ଏବେ ଜଟିଳ ହେବାରେ ଲାଗିଛି । କାହାର ଗଡ଼ ସୁରକ୍ଷିତ ରହିବ ଆଉ କାହାର ଭାଙ୍ଗିବ ତାକୁ ନେଇ ଉଷ୍ମ ହେଉଛି ରାଜନୀତି ପାରଦ । ତେବେ ଗତ ଦୁଇ ଦଶନ୍ଧି ଧରି ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦବଦବା ରଖିଛି ବିଜେଡି । ପୂର୍ବରୁ ଏହି ନିର୍ବାଚନମଣ୍ଡଳୀ…
Read More...

ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ୍ ! କହିଲେ, ପାଇଲଟ୍ ଦେଶର ରକ୍ଷା କରୁଛନ୍ତି, ଆଉ ଚୌକିଦାର ତାଙ୍କ ଟଙ୍କା ଚୋରି କରି…

ପୁଣି ରାହୁଲଙ୍କ ମୁହଁରେ ମୋଦିଙ୍କୁ ସମାଲୋଚନାର କଥା । ଝାଡଖଣ୍ଡର ରାଜଧାନୀ ରାଞ୍ଚି ଠାରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲ ରାଫେଲ୍ ପ୍ରସଙ୍ଗ ଉଠାଇବା ସହ ଜନତାଙ୍କ ମୁହଁରୁ ‘ଚୌକିଦାର ଚୋର ହେ’ ର…
Read More...

ବାଙ୍କୀରେ କାହାର ଚାଲିବ ଯାଦୁ, ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ବିଜୟର ବଡ ଫର୍ମୁଲା ! କମବ୍ୟାକ୍ କରିବାକୁ କଂଗ୍ରେସର…

କନକ ବ୍ୟୁରୋ : କାହା ହାତରେ ରହିବ ବାଙ୍କୀଗଡ଼ର ମଙ୍ଗ । ଉପକୂଳବର୍ତ୍ତୀ ଜିଲ୍ଲାର ଏହି ଗୁରୁତ୍ୱପୂର୍ଣ୍ଣ ଆସନରେ କିଏ ଉଡାଇବ ବିଜୟ ବାନା । ୨୦୧୪ ନିର୍ବାଚନ ପରଠାରୁ ଏହି ଆସନ ଚର୍ଚ୍ଚାରେ ରହି ଆସିଛି । ବିଜେଡି ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଚିଟଫଣ୍ଡ ଜାଲରେ ଛନ୍ଦିହେବା ପରେ ବିରୋଧୀଙ୍କ…
Read More...

କାହାର ହେବ ଝାରସୁଗୁଡ଼ା ? ନବ-କିଶୋରଙ୍କୁ ନେଇ ବିଜେଡିର ଅଙ୍କକଷା, ବିଜେପିକୁ ଘାଟା ଅଧିକ ଆଶାୟୀ, ଗଡ଼ ବଞ୍ଚାଇବାକୁ…

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ଯେତେପାଖେଇ ଆସୁଛି ସେତେ ପରିମାଣରେ ବଦଳୁଛି ରାଜନୈତିକ ପାଣିପାଗ । ତେବେ କଂଗ୍ରେସ ଗଡ଼ ଉପରେ ଏହାର ବେଶ୍ ପ୍ରଭାବ ପଡ଼ିଛି ବୋଲି ଦେଖିବାକୁ ମିଳିଛି । କାରଣ ପ୍ରଦେଶ କଂଗ୍ରେସର ଗଡ଼ କୁହାଯାଉଥିବା ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଏଥର ‘ହାତ’ ଦୁର୍ବଳ…
Read More...

ବଡଚଣାରେ ୧୦୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ! କାଳିଆ ଯୋଜନାକୁ ପ୍ରଶଂସା କରିବା ସହ…

କନକ : ଚାଷୀଙ୍କ ଉନ୍ନତ୍ତି ପାଇଁ ହୋଇଛି କାଳିଆ ଯୋଜନା । କାଳିଆ ଯୋଜନା ଦେଶକୁ ବାଠ ଦେଖାଇଛି । ରାଜ୍ୟର ଜଣେ ବି ଚାଷୀ କାଳିଆ ଯୋଜନାକୁ ବାଦ ପଡ଼ିବେ ନାହିଁ । ଏଥିପାଇଁ ପ୍ରତ୍ୟେକ୍ଷ ରୂପରେ ନଜର ରଖିଛି । ଚାଷୀ ପିଲାଙ୍କ ପାଇଁ କାଳିଆ ବୃତ୍ତି ଯୋଜନା ହୋଇଛି । ଚାଷୀ, ମହିଳା ଓ ଯୁବ ସମାଜ ହେବେ…
Read More...

ପୂର୍ବତଟ ରେଳବାଇ ବିଭାଜନକୁ ବିରୋଧ ! ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡ଼ି

କନକ ବ୍ୟୁରୋ : ପୂର୍ବତଟ ରେଳବାଇ ବିଭାଜନକୁ ବିରୋଧ । ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲା ବିଜୁ ଜନତା ଦଳ । ଚନ୍ଦ୍ରଶେଖରପୁର ସ୍ଥିତ ପୂର୍ବତଟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରୁଛନ୍ତି ବିଜେଡି କର୍ମୀ । କେନ୍ଦ୍ର ସରକାର ଜାଣିଶୁଣି ରାଜନୈତିକ ସ୍ୱାର୍ଥସାଧନ ପାଇଁ ପୂର୍ବତଟ…
Read More...

ସାନଖେମୁଣ୍ଡିରେ କିଏ ରଖିବ ଦଳର ସମ୍ମାନ? ବିଜେଡି ପାଇଁ ପ୍ରାର୍ଥୀ କନ୍ଦଳ, କଂଗ୍ରେସକୁ ରମେଶ ଦେବେ କି ବଳ । ବିଜେପିକୁ…

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଆସନ ମଧ୍ୟରୁ ସାନଖେମୁଣ୍ଡି ଅନ୍ୟତମ । ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଗଞ୍ଜାମ ଜିଲ୍ଲାରେ ଏହି ବିଧାନସଭା ଆସନ ଆସୁଥିବାରୁ ଏହା ଉପରେ ସମସ୍ତଙ୍କର ନଜର ରହିଛି । ୨୦୦୯ରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ପରେ ଅନୁଷ୍ଠିତ ପ୍ରଥମ…
Read More...

ଜଟିଳ ହେଉଛି ଜଟଣୀ ଅଙ୍କ ! କଂଗ୍ରେସରୁ ଏକା ଲଢ଼ିପାରନ୍ତି ସୁର, ଦ୍ୱନ୍ଦରେ ବିଜେଡି-ବିଜେପି ।

କନକ ବ୍ୟୁରୋ: ଆଗାମୀ ନିର୍ବାଚନ ନେଇ ବଢୁଛି ରାଜ୍ୟ ରାଜନୀତିର ପାରଦ । ରାଜଧାନୀ ଭୁବନେଶ୍ବର ଉପକଣ୍ଠର ପଡୋଶୀ ନିର୍ବାଚନମଣ୍ଡଳୀ ହେଉଛି ଜଟଣୀ । ତେଣୁ ଏହି ନିର୍ବାଚନ ମଣ୍ଡଳୀ ଉପରେ ପ୍ରତ୍ୟେକ ରାଜନୈତିକ ଦଳର ନଜର ରହିଥାଏ । ଏପରିକି ଗୁରୁତ୍ବପୂର୍ଣ୍ଣ ଏହି ଆସନରେ ଆଗାମୀ ନିର୍ବାଚନ ବେଶ୍…
Read More...

ଆଠ‘ଗଡ଼’ରେ ହେବ ଅଗ୍ନିପରୀକ୍ଷା! ରାଜାଙ୍କ ବିରୋଧରେ ବିଦ୍ରୋହ କଲେଣି ଅଭୟ, ସବୁଜ ଗଡକୁ ଦଖଲ କରିବାକୁ ବିରୋଧୀଙ୍କ…

କନକ ବ୍ୟୁରୋ : ଦୀର୍ଘ ବର୍ଷ ଧରି ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ରାଜା)ଙ୍କ ଗଡ ଭାବରେ ପରିଚିତ ହୋଇ ଆସୁଥିବା ଆଠ‘ଗଡ’ ଉପରେ ଏବେ ବିରୋଧୀଙ୍କ ନଜର ପଡିଛି । ଏଥର ଆଠଗଡରେ ରାଜାଙ୍କୁ ଚେକମେଟ ଦେବାକୁ ପ୍ରସ୍ତୁତ ହେଉଛି ନୂଆ ଷ୍ଟ୍ରାଟେଜି । ଆଠଗଡକୁ ସବୁଜ ଗଡରେ ପରିଣତ କରିଥିବା ରାଜାଙ୍କୁ ଚଳିତ ଥର…
Read More...