Browsing Category

ନ୍ୟୁଜ୍

ରାଉରକେଲା ସାରନଗରିରେ ଗଜରାଜ ଆତଙ୍କ

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ରାଉରକେଲା ସାରନଗରିରେ ଗଜରାଜ ଆତଙ୍କ । ଆରଏସପିର ସୁନା ଉଦ୍ୟାନରେ ହାତୀପଲଙ୍କ ଉତ୍ପାତ କରୁଛନ୍ତି । ୭ଟି ସାରାନଗରିରେ ଆତଙ୍କରାଜ ଚଳାଇଛନ୍ତି । ହାତୀପଲରେ ୨ଟି ଛୁଆ ହାତୀ ଓ ୩ ଦନ୍ତା ହାତି ଥିବା ଜଣାପଡିଛି । ଗତକାଲି ମଧ୍ୟରାତିରୁ ଆସିଥିବା ହାତୀପଲ ଏବେ…
Read More...

ଆଜି ମଧୁସୂଦନ ଦାସଙ୍କ ୧୬୮ତମ ଜନ୍ମଦିନ, ଗୋରା କବର ସମାଧୀ ପୀଠରେ ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ଶ୍ରଦ୍ଧାଂଜଳି

କଟକ ବ୍ୟୁରୋ, କନକ ନ୍ୟୁଜ୍ :  ଆଜି  ଉକ୍ତଳଗୌରବ ମଧୁବାବୁଙ୍କ ୧୬୮ ତମ ଜନ୍ମ ଜୟନ୍ତୀ । ଏହି ଅବସରରେ କଟକ ଗୋରାକବର ସ୍ଥିତ ମଧୁ ବାବୁଙ୍କ ସମାଧୀ ପୀଠରେ ବହୁ ବୁଦ୍ଧିଜୀବୀ ,ବରିଷ୍ଠ ନାଗରିକ ଏବଂ ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଶ୍ରଦ୍ଧାଜଂଳୀ ଅର୍ପଣ କରିଛନ୍ତି । ମଧୁବାବୁଙ୍କ…
Read More...

ଦୁଇଦିନିଆ ରିମାଣ୍ଡରେ ସାନଖେମୁଣ୍ଡି ପୂର୍ବତନ ବିଧାୟକ ରମେଶ ଜେନା

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ ରମେଶ ଜେନା ଲିଙ୍କ ମାମଲା । ଆଜିଠିୁ ୨ ଦିନିଆ ରିମାଣ୍ଡରେ ଯିବେ ରମେଶ ଜେନା । କର୍ପୋରେଟର ଆର. ମୂରଲୀମୋହନ ଓ ବିଲଡର ବୁନା ସାହୁଙ୍କୁ ମଧ୍ୟ ରିମାଣ୍ଡରେ ନେବ ପୁଲିସ । ବ୍ରହ୍ମପୁର ଏସଡିଜେଏମ କୋର୍ଟ ରିମାଣ୍ଡ ଅନୁମତି ଦେଇଥିଲେ । ଜମି ହଡପ ମାମଲାରେ ତାଙ୍କୁ…
Read More...

ଓଡିଆ ଅଡୁଆରେ ବିଜେଡି: ଆଜିଠାରୁ ଭାଷା ଆଇନ୍ କାର୍ଯ୍ୟକାରୀ ନେଇ ବିରୋଧିଙ୍କ ଜିଦ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଧାନସଭାରେ ଉଠିଲା ଓଡିଆ ଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର କରିବା ପ୍ରସଙ୍ଗ । ଆଜିଠାରୁ ଓଡିଆ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ଦାବିରେ ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ତେବେ ଗୃହ ମଧ୍ୟଭାଗକୁ ଆସି ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ ବିରୋଧୀ…
Read More...

ଦାବି ଦୋହରାଇଲେ ପ୍ରସାଦ

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଶ୍ରୀ ଜଗନ୍ନାଥ ମନ୍ଦିରକୁ କୋହିନୁର ହୀରା ଆଣିବା ଲାଗି ପୁଣିଥରେ ଦାବି ଦୋହରାଇଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବାକୁ କହିଛନ୍ତି । ମହାରାଜା ରଣଜୀତ ସିଂ କୋହିନୁର…
Read More...

ଡ୍ୟାନ୍ସ ବାରକୁ ଅନୁମତି ?

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଡାନ୍ସବାର ଖୋଲିବା ପାଇଁ ଓଡିଶା ସରକାରଙ୍କ ନିକଟରେ ଆବେଦନ । ୯ଟି ଡାନ୍ସବାର ଖୋଲିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରାଯାଇଛି । ବିଦେଶୀ ଠିପିଖୋଲା ଲାଇସେନ୍ସ ଧାରୀ ମଦ ଦୋକାନୀମାନେ ଏହି ଆବେଦନ କରିଛନ୍ତି । ଅର୍ଥାତ୍ ଏକାଠି ଉପଲବ୍ଧ…
Read More...

୫ ଦିନିଆ ଦିଲ୍ଲୀଗସ୍ତ ପରେ ଓଡିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :୫ ଦିନିଆ ଦିଲ୍ଲୀଗସ୍ତ ପରେ ଓଡିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାଇକୋର୍ଟରେ ଦିର୍ଘଦିନ ଧରି ଖାଲିପଡିଥିବା ୮ ଜଣ ବିଚାରପତି ପଦବୀ ପୂରଣ ପାଇଁ  କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଛନ୍ତି ନବୀନ । ରାଜ୍ୟରେ ୧୭ଟି ଜିଲ୍ଲାରେ କୋର୍ଟ…
Read More...

ବିଧାନସଭାରେ ପାଣି ତାତି, ଅପରାହ୍ନ ୫ଟା ପର୍ଯ୍ୟନ୍ତ ଗୃହମୁଲତବୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଧାନସଭା ରେ ପାଣି ତାତି । ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ଉତରରେ ଅସନ୍ତୋଷ ଜାହିର କରିଛନ୍ତି ବିରୋଧୀ । ଫଳରେ ଗୃହକୁ ୫ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି । ଜଳକଷ୍ଟ ନେଇ ରାଜ୍ୟ ସାରା ହାହାକାର । ପିଇବା ପାଣି ଯୋଗାଇଦେବାରେ ସରକାର ବିଫଳ । ୨୪…
Read More...

ଡି ଲିଙ୍କ୍ ମାମଲା : ଧଳ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ଲାଲନ ଗୁପ୍ତା ଗିରଫ

କଟକ ବ୍ୟୁରୋ,କନକ ନ୍ୟୁଜ୍ : ଡି ବ୍ରଦର୍ସ ମାମଲାରେ ଗିରଫ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି । ଧଳ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ଲାଲନ ଗୁପ୍ତାକୁ ମର୍କତନଗରରୁ ଆଜି ପୁଲିସ ଗିରଫ କରିଛି ।  ବାଲିଘାଟ ଓ ଦାଦାବଟସ ଘଟଣାରେ ଲାଲନ ସଂପୃକ୍ତ ଥିବା ଜଣାପଡିଛି ।  ଲାଲନକୁ ପୁଲିସ ପୂର୍ବରୁ ଡି ଲିଙ୍କ…
Read More...

ମଦୁଆଙ୍କୁ ପେଟେଂଟ୍ ମେଡିସିନ୍

ନବରଙ୍ଗପୁର : ମଦ୍ୟପଙ୍କୁ ମହିଳାଙ୍କ ଥାର୍ଡ ଡିଗ୍ରୀ । ଗୋଡରେ ପଡୁଛି ଲୁହାର ବେଡି । ଖାଲି ସେତିକି ନୁହେଁ ମଦ ପିଇଲେ ଫାଇନ୍ ବି ପଡୁଛି ୫ଶହ ଟଙ୍କା । ଗାଁକୁ ମଦମୁକ୍ତ କରିବା ପାଇଁ ଏବେ ଅଂଟାଭିଡିଛନ୍ତି ଗାଁର ମହିଳା  । ହଜାର ହଜାର ସଂଖ୍ୟାରେ ମହିଳା ମେଳି କରି ମଦବିରୋଧି ଅଭିଯାନ ଆରମ୍ଭ…
Read More...