Browsing Category

ନ୍ୟୁଜ୍

ରେଶମ ସହରରେ ଏନକାଉଂଟର : ବାହୁବଳୀ ନେତା ରମେଶ ଜେନାଙ୍କ ସହଯୋଗୀ ଜିତୁ ଆହତ

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ :ରେଶମ ସହରରେ ପୁଣି ପୋଲିସ ଅପରାଧୀ ମୁହାଁମୁହିଁ । ଏନକାଉଂଟରରେ ଆହତ ହୋଇଛି ବାହୁବଳୀ ନେତା ରମେଶ ଜେନାଙ୍କ ଘନିଷ୍ଟ ସହଯୋଗୀ ତଥା ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ। ଜିତୁ ନାଁରେ ରହିଛି ୧୪ଟି ମାମଲା । କେବଳ ଗଂଜାମ ଜିଲ୍ଲାରେ ୧୩ଟି । ୨ଟି ହତ୍ୟା, ୩ଟି…
Read More...

ପୂର୍ବତନ ବିଧାୟକ ରମେଶ ଜେନାଙ୍କ ପୁତୁରା ଗିରଫ

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ପୂର୍ବତନ ବିଧାୟକ ରମେଶଙ୍କ ଜେନାଙ୍କ ଅପରାଧିକ ଲିଙ୍କ ନେଇ ପୁଲିସ ଖୋଳତାଡ ଜାରି କରିଛି ରମେଶଙ୍କ ପୁତୁରାକୁ ଗିରଫ କରିଛି ପୁଲିସ । ମୁମ୍ବାଇରୁ ବ୍ରହ୍ମପୁରର ଏକ ଟିମ ପିଂଟୁ ଜେନା ଗିରଫ କରିଥିବା ସୂଚନା ରହିଛି । ପିଂଟୁ ଜେନା ରମେଶଙ୍କ ବ୍ୟବସାୟିକ…
Read More...

ବିଧାନସଭାରେ ଓଡିଆ ଭାଷା ତାତି, ଦିନ ୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଧାନସଭାରେ ଓଡିଆ ଭାଷା ତାତି । ଆଜି ବି ଗୃହରେ ଓଡିଆ ଭାଷାକୁ ସରକାରୀ ସ୍ତରରେ କାର୍ଯ୍ୟକାରିତାକୁ ନେଇ ହୋହାଲ୍ଲା ହୋଇଛି । ଓଡିଆ ଭାଷାକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ ନେଇ କଂଗ୍ରେସ ମୁଲତବୀ ନୋଟିସ ଆଣିଥିଲା । କିନ୍ତୁ ବାଚସ୍ପତି ଏହାକୁ ଗ୍ରହଣ କଲେ…
Read More...

ଗଇଲୋ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି ପାଇଁ ଶାନ୍ତିଯଜ୍ଞ

ଦେବଗଡ : ଗଇଲୋ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୭ ଜଣ କଳାକାରଙ୍କ ଆତ୍ମାର ସଦଗତି ପାଇଁ ଶାନ୍ତି ଯଜ୍ଞ ହୋଇଛି । ଦୁର୍ଘଟଣାସ୍ଥଳ ନିକଟରେ ଥିବା ଋଷିମଠ ଠାରେ ଏହି ଯଜ୍ଞ ହୋଇଛି । ଏହି ଅବସରରେ ହୋମଯଜ୍ଞ , ଗୀତା ପାଠ ସହ ନାମ ସଂକିର୍ତନ କରାଯାଇଛି । ଦେବଗଡର ଆମ କ୍ଲବ ପକ୍ଷରୁ କୈଳାସ…
Read More...

ନବରଙ୍ଗପୁରର ୩୦ମାଟ୍ରିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ

ନବରଙ୍ଗପୁର : ମାଟ୍ରିକ ରେଜଲ୍ଟ ବାହାରିଲା । ଛାତ୍ରଛାତ୍ରୀମାନେ ଭଲ ନମ୍ବର ରଖି ପାସ ମଧ୍ୟ କଲେ । ଶୀଘ୍ର ରେଜଲ୍ଟ ବାହାର କରି ବାହାବାହା ନେଉଛି ମାଧ୍ୟମିକ ଶିକ୍ଷା ପରିଷଦ । କିନ୍ତୁ ଛାତ୍ରଛାତ୍ରୀଙ୍କ ମାର୍କସିଟ ଓ ସାର୍ଟିଫିକେଟରେ ଜନ୍ମ ତାରିଖରେ ତ୍ରୁଟି ଦେଖିବାକୁ ମିଳିଛି । ନବରଙ୍ଗପୁର…
Read More...

ଉମରକୋଟରେ ଆପିଏଲ ବେଟିଂ ବେଳେ ପୁଲିସ ଚଢଉ, ୨ ବୁକି ଗିରଫ

ନବରଙ୍ଗପୁର :  ଆଇପିଏଲ୍ ମ୍ୟାଚ୍ କୁ ନେଇ ବେଟିଂ ।  ଉମରକୋଟରେ ବେଟିଂ ସୂଚନା ପାଇ ପୁଲିସ ଚଢ଼ାଉ କରି ୨ ଜଣ ବୁକିଙ୍କୁ ଗିରଫ କରିଛି । ଏଥସହ ୧୮ ଲକ୍ଷ ୮୦ ହଜାର ଟଙ୍କା, ୫ ମୋବାଇଲ ଫୋନ୍, ଲାପ୍ଟପ୍, ଟିଭି  ଓ କାଲକୁଲେଟþର ଜବତ କରିଛି । ଏବର୍ଷ ଆଇପିଏଲ ଆରମ୍ଭରୁ ନବରଙ୍ଗପୁରରେ କିଛି ବୁକି…
Read More...

ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସି ଗ୍ରେଡ ନଦୀ : ରାଜ୍ୟ ସରକାରଙ୍କ ରିପୋର୍ଟ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ: ପ୍ରବଳ ଗ୍ରୀଷ୍ମ ତାପ ଭିତରେ ଜଳ ସଙ୍କଟରେ ଜୁଝି ହେଉଛନ୍ତି ରାଜ୍ୟବାସୀ । କୂଅ ନଳକୂଅରୁ ପାଣି ନବାହାରିବାରୁ ଅନେକ ସ୍ଥାନରେ ଲୋକେ ନିର୍ଭର କରୁଛନ୍ତି ନଦୀ ଜଳ ଉପରେ । କିନ୍ତୁ ଓଡିଶାର ଅଧିକାଂଶ ପ୍ରମୁଖନଦୀ ଓ ଶାଖାନଦୀ ଏବେ ପ୍ରଦୂଷିତ । ଏହି ସବୁ ନଦୀରେ…
Read More...

ସଂଜୟଙ୍କ ଇମୋସନାଲ୍ ଡାଇଲଗ୍ : ସାମାଜିକ ଓ ରାଜନୈତିକ ଜୀବନ ଅସହିଷ୍ଣୁତାର କବଳିତ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚିଟଫଣ୍ଡ ଚକ୍ରବ୍ୟୁହରେ ଫଶିଲେ । ଚାଲିଲା ଜୋରଦାର ବୟାନବାଜି । ଆସିଗଲେ ରାଜନୈତିକ ପ୍ରତିପକ୍ଷଙ୍କ ଟାର୍ଗେଟକୁ । ଖାଲି ବିରୋଧୀ ନୁହେଁ, ନିଜ ଦଳ ଭିତରୁ ବି ଆହ୍ୱାନର ସାମ୍ନା କଲେ । ହେଲେ ଘଟଣା କମିବା ବଦଳରେ ବଢିବାରେ ଲାଗିଲା । ଶେଷରେ ମନ୍ତ୍ରୀ ବାଛିଲେ…
Read More...

ପୁଣି ବିବାଦରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ

କେନ୍ଦୁଝର: ପୁଣି ବିବାଦରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ । ତାଙ୍କ ପୁଅ ପଙ୍କଜ ମହାକୁଡ ଜଣେ ନାବାଳିକାକୁ ବିବାହ କରିଥିବା ଅଭିଯୋଗ ହୋଇଛି । ଏନେଇ କେନ୍ଦୁଝର ସିଡବ୍ଲୁସି ଓ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକାରୀଙ୍କ ମତରେ ୨୦୧୫ ମସିହାରେ ପଙ୍କଜଙ୍କ ବିବାହ ନାବାଳିକାଙ୍କ ସହ ହୋଇଥିଲା ଏବଂ…
Read More...

ଶହେ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଶହେ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ସଚିବାଳୟରେ ୨୬ଟି ଜିଲ୍ଲା ପାଇଁ ଶହେଟି ପାନୀୟ ଜଳ ଯୋଗଣା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ନବୀନ ପଟ୍ଟନାୟକ । ଏହି ଜଳ ଯୋଗାଣ ପ୍ରକଳ୍ପ ଦ୍ୱାର ୧୦୭ଟି ଗାଁର ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ…
Read More...