Browsing Category

ନ୍ୟୁଜ୍

ଥାନା ଆଗରେ ମହାଭାରତ

ଅସ୍ତରଙ୍ଗ: ଅସ୍ତରଙ୍ଗ ପାତଳଦା ଗାଁରେ ଦଳିତ ନାବାଳିକାକୁ ଦୁଷ୍କର୍ମ ମାମଲାରେ ତାତିଲେ ଲୋକେ ।  ଥାନା ଗ୍ରୀଲ ଭାଙ୍ଗି ପଶିଲେ ଆନ୍ଦୋଳନକାରୀ । ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଦଳିତ ବିକାଶ ମଂଚର ଥାନା ଘେରାଉ ବେଳେ ପୁଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ପୁଲିସ ଉପରକୁ…
Read More...

ଅନଶନରେ ନେତ୍ରାନନ୍ଦ ଦଣ୍ଡସେନା

ରାୟଗଡା : ଅନଶନରେ ନେତ୍ରାନନ୍ଦ ଦଣ୍ଡସେନା । କୋର୍ଟଙ୍କ ରାୟ ପ୍ରତିବାଦରେ ସେ ଜେଲରେ ଧାରଣା ଦେଇଛନ୍ତି । ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ରାୟଗଡା ଜିଲ୍ଲା ଦୌରା ଜଜ୍ ଗତକାଲି ଦଣ୍ଡସେନାଙ୍କୁ ଆଜୀବନ…
Read More...

କଟକରେ କଳାଧନ ସଂପର୍କରେ ଏସଆଇଟି ବୈଠକ

କଟକ ବ୍ୟୁରୋ,କନକ ନ୍ୟୁଜ୍ : ଦେଶ ବାହାରେ ଥିବା କଳାଧନକୁ ଆଣିବା ପାଇଁ  ଜୋରଦାର ପ୍ରକ୍ରିୟା ଚାଲିଛି । ନିଦ୍ଦିଷ୍ଟ ଗଣମାଧ୍ୟମରେ କଳାଧନ ସଂପର୍କରେ ବାହାରିଥିବା ବ୍ୟକ୍ତିବିଶେଷଙ୍କୁ ନୋଟିସ ମାଧ୍ୟମରେ ପକ୍ଷ ରଖିବାକୁ ନିର୍ଦେଶ ଦିଆଯାଇଛି । ୧୦୦ ଜଣ ପକ୍ଷ ରଖିଛନ୍ତି । ଏହି ସୂଚନା ଦେଇଛନ୍ତି…
Read More...

ଖରାରେ ବନ୍ୟାର ଭ୍ରମ

କଳାହାଣ୍ଡି : କେଉଁଠି ପାଣି ପାଇଁ ହାହାକାର ଆଉ କେଉଁଠି ବନ୍ୟା । କଳାହାଣ୍ଡି ଜୟପାଟଣା ଅଂଚଳରେ ଇନ୍ଦ୍ରାବତୀ  ବାମ କେନାଲରେ ଘାଇ ହେବା ପରେ ସୃଷ୍ଟି ହୋଇଛି ଏଭଳି ପରସ୍ଥିତି । ଇନ୍ଦ୍ରାବତୀ ବାମ କେନାଲରେ ପ୍ରାୟ ୧୦ ମିଟର ଘାଇ ସୃଷ୍ଟି ହେବା ପରେ ଶହ ଶହ ଏକର ଚାଷ ଜମି ଏବେ ଜଳମଗ୍ନ । ସେପଟେ…
Read More...

ବିଶାଖାପାଟଣା ବାୟୋଡିଜେଲ କାରଖାନାରେ ଅଗ୍ନିକାଣ୍ଡ, ୪୦ଟି ଦମକଳ ବାହିନୀରେ ନିଆଁ ଲିଭା କାମ ଜାରି

ହୁତୁ ହୁତୁ ହୋଇ ଜଳୁଛି ବିଶାଖପାଟନମର ବାଓଡିଜେଲ କାରଖାନା । ଦୁବାଡା ସ୍ଥିତ ବାଓମାକ୍ସ ଫୁଏଲ ଲିମିଟେଡ କାରଖାନାରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ୧୫ ଟି ଡିଜେଲ ଷ୍ଟୋରେଜ ଟ୍ୟାଙ୍କରରେ ନିଆଁ ଲାଗିଛି । ନିଆଁକୁ ଲିଭାଇବା ପାଇଁ ଲାଗିପଡିଛି ଦମକଳ ବାହିନୀ । କିନ୍ତୁ ନିଆଁ ଏତେ ଭୟଙ୍କର ଲାଗିଛି…
Read More...

ଅଶାନ୍ତ ସୁକିନ୍ଦା

ସୁକିନ୍ଦା : ଶ୍ରମିକ ସଂଗଠନ ନେତୃତ୍ୱକୁ ନେଇ ଅଶାନ୍ତ ସୁକିନ୍ଦା । ଖଣି ଅଂଚଳରେ ଉତେଜନା । ମୁହାଁମୁହିଁ ସ୍ଥିତିରେ ଦୁଇ ଗୋଷ୍ଠୀ । ବିଜେଡିର ଗଡ ସୁକିନ୍ଦାରେ ପ୍ରଫୁଲ ଘଡେଇଙ୍କୁ ମାତ୍ ଦେବାକୁ ଏକାଠି ହୋଇଛନ୍ତି ଶ୍ରମିକ ନେତା । ବିଦ୍ରୋହ କରିଛନ୍ତି ଦିନେ ପ୍ରଫୁଲଙ୍କ ଏକାନ୍ତ ଅନୁଗତ ଥିବା…
Read More...

ଇତିଶ୍ରୀ ପ୍ରଧାନ ହତ୍ୟା ମାମଲା : ଷଡଯନ୍ତ୍ରକାରୀକୁ ଦଣ୍ଡ, ହତ୍ୟାକାରୀ ଫେରାର୍

ବହୁ ଚର୍ଚ୍ଚିତ ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇଛି । ସ୍କୁଲ ଇନ୍ସପେକଟର ନେତ୍ରାନନ୍ଦ ଦଣ୍ଡସେନାଙ୍କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । କୋର୍ଟ କହିଛନ୍ତି, ନେତ୍ରାନନ୍ଦ ହିଁ ଥିଲା ଏ ପୁରା ଘଟଣାର ଷଡଯନ୍ତ୍ରକାରୀ । ତେବେ…
Read More...

ଶେରଗଡ଼ ଥାନା ଅଧିକାରୀ ହତ୍ୟା ଘଟଣା : ଲାଂଚ ଦେଇ ରାଜସାକ୍ଷୀଙ୍କ ବୟାନ ବଦଳାଇବାକୁ ଉଦ୍ୟମ

ଗଂଜାମ : ଶେରଗଡ଼ÿ ଥାନା ଅଧିକାରୀ ମନୋରଂଜନଙ୍କ ହତ୍ୟା ଘଟଣାକୁ ଲାଂଚ ଦେଇ ଚପାଇଦେବାକୁ ଉଦ୍ୟମ । ରାଜସାକ୍ଷୀଙ୍କ ବୟାନ ବଦଳାଇକୁ ପ୍ରଥମେ ଧମକ ଓ ପରେ ଲାଂଚ୍ ଦେବାର ପ୍ରାୟସ । ଘଟଣାରେ ଓକିଲ, ଅଭିଯୁକ୍ତ ବାପା ଏବଂ ଅନ୍ୟ ଜଣେ ବ୍ୟକ୍ତିକୁ ଗିରଫ କରିଛି ଗଂଜାମ ପୁଲିସ୍ ।୨୦୧୦ରେ ପେଟ୍ରୋଲିଂରେ…
Read More...

ଚିଟଫଣ୍ଡ ସଂପୃକ୍ତି ମାମଲା: ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଇସ୍ତଫା ଦାବି କଲା ବିଜେପି

ଭୁବନେଶ୍ୱର: ଚିଟଫଣ୍ଡ ସଂପୃକ୍ତି ଅଭିଯୋଗରେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଇସ୍ତଫା ଦାବି କଲା ବିଜେପି । ଅର୍ଥତତ୍ୱ ଠାରୁ ପାଜେରୋ ଉପହାର ନେବା ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ସିବିଆଇ ନୋଟିସ ଜାରି କରିବା ପରଠାରୁ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ବରିଷ୍ଠ କଂଗ୍ରେସ ନେତା ସଂଜୟଙ୍କ…
Read More...

ପାର୍ଲାମେଂଟରେ ଉଠିଲା ଓଡିଶାକୁ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ

ପାର୍ଲାମେଂଟରେ ଉଠିଲା ଓଡିଶାକୁ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ । ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରୁଥିବା ଓଡିଶାକୁ ଅନୁଦାନ ଦେବାରେ ମୋଦି ସରକାର ପାତରଅନ୍ତର କରୁଥିବା ଅଭିଯୋଗ କରିଛନ୍ତି । ଏମିତିକି ଫାଇଲିନ୍ ସହାୟତାରେ ବି କେନ୍ଦ୍ର ସରକାର କାଂଟଛାଂଟ କରିଥିବା…
Read More...