Browsing Category

ନ୍ୟୁଜ୍

ପୁରୀ ଗିରଳ ଜଙ୍ଗଲରେ ପୋଲିସର ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ଆହତ

କନକ ବ୍ୟୁରୋ: ପୁରୀ ଗିରଳ ଜଙ୍ଗଲରେ ପୋଲିସର ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଗୁଳିମାଡରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ସନ୍ତୁକୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । କିଛିଦିନ ତଳେ ମହିଳାଙ୍କୁ ଗୁଳି କରି…
Read More...

ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ କଲେଜ ଛାତ୍ରୀ: ଗଂଜାମ ଆସିକାରେ ଅଭାବନୀୟ ଘଟଣା 

କନକ ବ୍ୟୁରୋ: ପେଟ୍ରୋଲ ଢାଳି ଛାତ୍ରୀଙ୍କ ଆତ୍ମହତ୍ୟା । ଗଂଜାମ ଜିଲ୍ଲା ଆସିକା, କୋଟିନଡା ଥାନା ଭେଟନଇ ଗାଁରେ ଅଘଟଣ । ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ପୂଜା ଗୌଉଡ, ଘର ଭିତରେ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ ବାଲିପଦର କଲେଜରେ ଯୁକ୍ତ ୨ ପ୍ରଥମ ବର୍ଷର…
Read More...

୨ ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଯାଦବ । ବରିଷ୍ଠ ନେତା ନରେନ୍ଦ୍ର ସିଂ…

କନକ ବ୍ୟୁରୋ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବଙ୍କ ନାଁରେ ମୋହର ମାରିଛି ବିଜେପି । ମୁଖ୍ୟମନ୍ତ୍ରୀ ରେସରେ ଅନେକ ନାଁ ସାମ୍ନାକୁ ଆସୁଥିଲେ ମଧ୍ୟ ସମସ୍ତଙ୍କୁ ଚକିତ କରି ମୋହନ ଯାଦବ ଏଥିରେ ବାଜି ମାରିଛନ୍ତି । ବିଜେପିର ବିଧାୟକ ଦଳ…
Read More...

ୟୁଏଇରେ ଭାରତୀୟ ସଫେଇ କର୍ମଚାରୀଙ୍କୁ ମିଳିଲା ୨୨  ଲକ୍ଷ ଟଙ୍କା ପୁରସ୍କାର । ଏହାର କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ

କେରଳର ବାସିନ୍ଦା ପାମିଲା କୃଷ୍ଣନ ଗତ ୧୩ ବର୍ଷ ଧରି ୟୁଏଇର ଏକ କମ୍ପାନୀରେ କ୍ଲିନର୍ ଭାବରେ କାର୍ଯ୍ୟ କରିଆସୁଛନ୍ତି । ଏମିରେଟ୍ସ ଲେବର ମାର୍କେଟ ପୁରସ୍କାର ବିତରଣ ଉତ୍ସବରେ ପାମେଲାଙ୍କୁ ଅନ୍ୟ ବୃତ୍ତିଗତ ବର୍ଗରେ ବିଶିଷ୍ଟ କାର୍ଯ୍ୟ ପାଇଁ ୨୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । କେରଳର…
Read More...

ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ: ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି

କନକ ବ୍ୟୁରୋ: ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି । ଉଜ୍ଜୟନୀ ଦକ୍ଷିଣରୁ ବିଧାୟକ ଅଛନ୍ତି ବିଧାୟକ ମୋହନ ଯାଦବ । ୨୦୧୩ରେ ସେ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଶିବରାଜ ସରକାରରେ ସେ ଉଚ୍ଚ ଶିକ୍ଷାମନ୍ତ୍ରୀ ଥିଲେ…
Read More...

ଦେଶର ସବୁଠାରୁ ବଡ଼ ଆଇଟି ରେଡରେ ଓଡ଼ିଆ ପୁଅ । ମଦ ବ୍ୟବସାୟୀଙ୍କ କଳା ସାମ୍ରାଜ୍ୟର ପର୍ଦ୍ଦାଫାଶ କରିଛନ୍ତି ଓଡ଼ିଆ ଅଫିସର…

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ଆଇଟି ରେଡରେ ରହିଛନ୍ତି ଓଡିଆ ପୁଅ । ମଦ ବ୍ୟବସାୟୀ ଧୀରଜ ସାହୁଙ୍କ କଳା ସାମ୍ରାଜ୍ୟରୁ ଜବତ ହୋଇଥିବା କୋଟି କୋଟି ଟଙ୍କାର ଚଢାଉରେ ସାମିଲ ହୋଇଛନ୍ତି ଓଡିଆ ଅଫିସର ହୃଦୟ କୁମାର ଦାସ । ୨୪ଟି ଟିମ୍ ବିଭିନ୍ନ ସ୍ଥାନରେ ରେଡ କରି ପୁଳାପୁଳା ଟଙ୍କା ଜବତ…
Read More...

କିଏ ହେବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ? ବାସ୍ କିଛି ସମୟର ଅପେକ୍ଷା, ନାଁ ଘୋଷଣା କରିବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ।

କନକ ବ୍ୟୁରୋ : ଛତିଶଗଡ ପରେ ଏବେ ମଧ୍ୟପ୍ରଦେଶରେ କିଏ ହେବ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଲାଗି ରହିଛି ସସପେନ୍ସ । ମଧ୍ୟପ୍ରଦେଶରେ କାହାର ରାଜ୍ ଚାଲିବ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି । ଆଉ କିଛି ସମୟ ପରେ ଏହା ଉପରୁ ହଟିବ ପରଦା । ଏସବୁ ଭିତରେ ଏବେ ମଧ୍ୟପ୍ରଦେଶରେ ଚାଲିଛି ବିଧାୟକ ଦଳର…
Read More...

ଅସୁବିଧାରେ  ବ୍ରିଟେନର ପ୍ରଧାନମନ୍ତ୍ରୀ ସୁନକ୍ :  ସହଯୋଗୀମାନେ କାହିଁକି ଛାଡୁଛନ୍ତି ଦଳ ?

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକ ତାଙ୍କ ଦେଶର ଶରଣାର୍ଥୀ ମାନଙ୍କୁ ରୁୱାଣ୍ଡାକୁ ସ୍ଥାନାନ୍ତର କରିବା ନୀତିକୁ  ବଦଳାଇବାକୁ ଚାହୁଁଛନ୍ତି, ଯାହା ସେ ତାଙ୍କ ନିର୍ବାଚନ ରାଲିରେ ମଧ୍ୟ ପ୍ରତିଶୃତି ଦେଇଥିଲେ । ବ୍ରିଟେନରେ ଶରଣାର୍ଥୀମାନେ ଏକ ବଡ଼ ପ୍ରସଙ୍ଗ ହୋଇଥିବାବେଳେ କଞ୍ଜରଭେଟିଭ…
Read More...

ଏଥିକ୍ସ କମିଟି ରିପୋର୍ଟକୁ ଚ୍ୟାଲେଞ୍ଜ କଲେ ମହୁଆ ମୋଇତ୍ର । ସଂସଦର ସଦସ୍ୟତା ହରାଇବା ବିରୋଧରେ ସୁପ୍ରିମକୋର୍ଟଙ୍କ ହେଲେ…

କନକ ବ୍ୟୁରୋ : ସଂସଦର ସଦସ୍ୟତା ହରାଇବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଟିଏମସି ସାଂସଦ । ନିଜ ଉପରେ ଲାଗିଥିବା ବହିଷ୍କାରକୁ ଚ୍ୟାଲେଞ୍ଜ ଦେବା ପାଇଁ ସୁପ୍ରିମକୋର୍ଟ ପହଞ୍ଚିଛନ୍ତି ମହୁଆ ମୋଇତ୍ର । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଏଥିକ୍ସ କମିଟି ମାମଲାର ରିପୋର୍ଟକୁ ଲୋକସଭା…
Read More...

ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର । ରେଙ୍ଗାଲି ବିସ୍ଥାପିତଙ୍କ ୭ ଦଫା ଦାବି ପୂରା କରିବାକୁ କଲେ ଅନୁରୋଧ ।

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ । ରେଙ୍ଗାଲି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି ସହ ୭ ଦଫା ଦାବିକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ନିଜ…
Read More...