Browsing Category

ନ୍ୟୁଜ୍

ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ବ୍ରେଲୀ ଲାଇବ୍ରେରୀ । ରେଭେନ୍ସା ଦେଖାଇଲା ଶିକ୍ଷା କ୍ଷେତ୍ରରେ ନୂଆ ଦିଶା । 

କନକ ବ୍ୟୁରୋ: ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କୁ ନୂଆ ରାହା ଦେଖାଇଛି ରେଭେନ୍ସା ବ୍ରେଲୀ ଲାଇବ୍ରେରୀ । ରେଭେନ୍ସା ଭଳି ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟରେ ପାଠ ପଢିବାର ସୁଯୋଗ ସୃଷ୍ଟି କରିପାରିଛି ଏହି ଲାଇବ୍ରେରୀ । ବିଭିନ୍ନ ବିଭାଗରେ ପଢୁଥିବା ପ୍ରାୟ ୧୫୦ ଜଣ…
Read More...

ଶୋଷରେ ଅଧାରାଜଧାନୀ । ଫାଟି ଯାଇଛି କୁଆଖାଇରୁ ପାଣି ଉଠାଉଥିବା ପାଇପ ।

କନକ ବ୍ୟୁରୋ: ଶୋଷରେ ଅଧା ରାଜଧାନୀ । କୁଆଖାଇରୁ ପାଣି ଉଠାଉଥିବା ପାଇପ ମାଟି ତଳେ ଫାଟି ଯାଇଛି । ପ୍ରାୟ ୧୮ ଫୁଟ ତଳେ ଫାଟିଯିବାରୁ ଏହାକୁ ଯାଞ୍ଚ କରି ମରାମତି କାମ ଆରମ୍ଭ ହୋଇଛି । ଗତକାଲି ଦିନ ତମାମ ମରାମତି ଚାଲିଥିଲେ ବି କାମ ସରିନାହିଁ । ଯାହା ଫଳରେ ସାରା ଦିନ ୱାଟକୋ ଡିଭିଜନ୍-୨…
Read More...

ଟଙ୍କାର ପାହାଡ ମିଳିବା ପରେ ବଢିଲା ସାଂସଦ ଧୀରଜ ସାହୁଙ୍କ ଅଡୁଆ, ମାମଲାରୁ ଦୂରେଇ ରହିଲା କଂଗ୍ରେସ ।

କନକ ବ୍ୟୁରୋ: ମଦ ସାମ୍ରାଜ୍ୟର କଳାଟଙ୍କା ମିଳିବା ପରେ କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କୁ ଅଡୁଆ ବଢିବାରେ ଲାଗିଛି । ତାଙ୍କର ବିଭିନ୍ନ ଠିକଣାରେ ଆୟକର ବିଭାଗ ଚଢାଉ କରି ଶହ ଶହ କୋଟି ଟଙ୍କା ଜବତ କରିଛି । ଏପରି ସମୟରେ କଂଗ୍ରେସ ତାଙ୍କ ଠାରୁ ଦୂରେଇ ରହଛି । ବରିଷ୍ଠ କଂଗ୍ରେସ ନେତା…
Read More...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ । ଦକ୍ଷିଣ ଆଫ୍ରିକାର ଡର୍ବାନ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ ।

କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯିବ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ । ୩ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଡର୍ବାନରେ ଖେଳାଯିବ । ଆହତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଦଳ । ତେବେ…
Read More...

ଭୁବନେଶ୍ୱରରେ ଭିଣ୍ଟେଜ୍ କାର୍ ମେଳା । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ବରମୁଣ୍ଡା ପଡ଼ିଆରେ ଚାଲିଛି ପ୍ରଦର୍ଶନୀ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ଆୟୋଜିତ ହୋଇଛି ୨ ଦିନିଆ ଭିଣ୍ଟେଜ୍ କାର ପ୍ରଦର୍ଶନୀ । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ଭାରତର ବିଭିନ୍ନ ସ୍ଥାନରୁ ପୁନରୁଦ୍ଧାର କରାଯାଇଥିବା ୫୨ଟି କ୍ଲାସିକ୍ କାର୍ ପ୍ରଦର୍ଶନ କରାଯାଇଛି । ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏପରି…
Read More...

ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଚେହେରା ଉପରୁ ହଟିବ ସସପେନ୍ସ, କାଲି ଦୂର ହୋଇପାରେ ଦ୍ୱନ୍ଦ୍ୱ ।

କନକ ବ୍ୟୁରୋ: ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ସସପେନ୍ସ ଜାରି ରହିଛି । ତିନି ରାଜ୍ୟରେ ଏକାଧିକ ଦାବିଦାର ଥିବାରୁ ଜଣକ ନାଁରେ ସହମତି ଆଣିବାକୁ ଡେରି ହେଉଛି । ସେଇଥିପାଇଁ ୬ ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇପାରୁ ନାହିଁ । ସେପଟେ…
Read More...

ବଲାଙ୍ଗୀରରୁ ଜବତ କୋଟି କୋଟି । ୧୭୬ଟି ବ୍ୟାଗ ମଧ୍ୟରୁ ଏପର୍ଯ୍ୟନ୍ତ ଗଣା ସରିଲାଣି ୧୦୨ଟି ବ୍ୟାଗର ଟଙ୍କା ।

କନକ ବ୍ୟୁରୋ: ବଲାଙ୍ଗୀରରେ ଜବତ ହୋଇଛି କୋଟି କୋଟି ଟଙ୍କା । ଟଙ୍କା ଗଣି ଗଣି ବ୍ୟାଙ୍କ କର୍ମଚାରୀ ହାଲିଆ ହୋଇଗଲେଣି, ହେଲେ ଟଙ୍କା ସରିବାର ନାଁ ଧରୁନାହିଁ । ମୋଟ ୧୭୬ଟି ବ୍ୟାଗ ମଧ୍ୟରୁ ଏପର୍ଯ୍ୟନ୍ତ ୧୦୨ଟି ବ୍ୟାଗର ଟଙ୍କା ଗଣା ସରିଥିବା ସୂଚନା ମିଳିଛି । ହେଲେ କେତେ କୋଟି ଟଙ୍କା ମିଳିଛି,…
Read More...

ମଦ ସାମ୍ରାଜ୍ୟର କଳା ଟଙ୍କାର ପାହାଡ । ଶନିବାର ସୁଦ୍ଧା ୨୯୦ କୋଟି ଟଙ୍କା ଗଣତି ସରିଥିବା ସୂଚନା  ।

କନକ ବ୍ୟୁରୋ: ମଦ ସାମ୍ରାଜ୍ୟରେ ଆଇଟି ରେଡ୍ ଯେତିକି ଆଗକୁ ବଢୁଛି, ସେତିିକି ଖୋଲି ଚାଲିଛି କଳାଟଙ୍କାର ଗୁମର । ଯେଉଁଠି ହାତ ବାଜୁଛି, ସେଇଠି ଦେଖିବାକୁ ମିଳୁଛି ଟଙ୍କାର ପାହାଡ଼ । ସମ୍ବଲପୁରରେ ମିଳିଛି ୩୭ କୋଟି ୫୦ ଲକ୍ଷ ଟଙ୍କା । ସମ୍ବଲପୁର ଏସବିଆଇର ମୁଖ୍ୟ ବ୍ରାଞ୍ଚରେ ଟଙ୍କା ଗଣତି…
Read More...

ସଚିନଙ୍କ ୧୦୦ ଶତକ ରେକର୍ଡ ଭାଙ୍ଗିପାରିବେ କି କୋହଲି । ୱେଷ୍ଟ ଇଣ୍ଡିଜ ପୂର୍ବତନ କ୍ରିକେଟର ବ୍ରାଏନ୍ ଲାରାଙ୍କ ବୟାନକୁ…

କନକ ବ୍ୟୁରୋ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ରେକର୍ଡକୁ ଭାଙ୍ଗିସାରିଛନ୍ତି ବିରାଟ କୋହଲି । ବିଶ୍ୱର ପ୍ରଥମ ଖେଳାଳି ଭାବେ ଦିନିକିଆରେ ଶତକରେ ଅର୍ଦ୍ଧଶତକ ମାରିଛନ୍ତି ବିରାଟ । କୋହଲି ଚଳିତ ବର୍ଷ ବିଶ୍ୱକପରେ ମୁମ୍ବାଇଇ ୱାଙ୍ଖଡେ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୫୦ ତମ…
Read More...

ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହର ପ୍ରଥମ ଦୃଶ୍ୟ । ଗର୍ଭଗୃହରେ ଦୁଇଟି ଫଟୋ ପୋଷ୍ଟ କରି କାର୍ଯ୍ୟକ୍ରମର…

କନକ ବ୍ୟୁରୋ : ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହର ପ୍ରଥମ ଫଟୋ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦୁଇଟି ଫଟୋରେ ପ୍ରଭୁ ରାମଲାଲା ବିରାଜମାନ ହେବାକୁ ଥିବା ସିଂହାସନ ସମେତ ଗର୍ଭଗୃହ ଭିତରର ସୁନ୍ଦର କାରୁକାର୍ଯ୍ୟ ଦେଖିବାକୁ ମିଳିଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର…
Read More...