Browsing Category

ନ୍ୟୁଜ୍

ପିଓକେ ପ୍ରସଙ୍ଗରେ ପୁଣି ବିଜେପି-କଂଗ୍ରେସ ମୁହାଁମୁହିଁ । ନେହେରୁଙ୍କ ଉପରେ ଅମିତ ଶାହାଙ୍କ ଟିପ୍ପଣୀକୁ ନେଇ କଂଗ୍ରେସ…

କନକ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହରୁଙ୍କୁ ଉପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଛି । ବୁଧବାର ଲୋକସଭାରେ ଅମିତ ଶାହା ଜମ୍ମୁକାଶ୍ମୀର ସଂରକ୍ଷଣ ବିଲ ୨୦୨୩ ଓ ଜମ୍ମୁକଶ୍ମୀର ପୁର୍ନଗଠନ ସଂଶୋଧନ ବିଲ ୨୦୨୩ ଉପରେ ବୟାନ ଦେବା ସମୟରେ…
Read More...

ଚର୍ଚ୍ଚାରେ ଶର୍ମିଷ୍ଠା ମୁଖାର୍ଜୀଙ୍କ ଲିଖିତ ପୁସ୍ତକ ପ୍ରଣବ ମାଇ ଫାଦର । କ’ଣ ଥିଲା ରାହୁଲଙ୍କ ପ୍ରତି ପ୍ରଣବ…

କନକ ବ୍ୟୁରୋ : ପୂର୍ବତନ ରାଷ୍ଟ୍ରପତି ଦିବଂଗତ ପ୍ରଣବ ମୁଖାର୍ଜୀଙ୍କ ଝିଅ ତଥା କଂଗ୍ରେସର ପୂର୍ବତନ ମୁଖପାତ୍ର ଶର୍ମିଷ୍ଠା ମୁଖାର୍ଜୀଙ୍କ ପୁସ୍ତକ ପ୍ରଣବ ମାଇ ଫାଦରକୁ-ଏ-ଡଟର ରିମ୍ବେରର୍ସକୁ ନେଇ ଜୋର ଧରିଛି ଚର୍ଚ୍ଚା । ଏହି ପୁସ୍ତକରେ ପ୍ରଣବ ମୁଖାର୍ଜୀ ଓ ଗାନ୍ଧୀ ପରିବାର ସଦସ୍ୟ ଓ ସେମାନଙ୍କ…
Read More...

ତେଲେଙ୍ଗାନାରେ ରେବନ୍ତଙ୍କ ରାଜୁତି ଆରମ୍ଭ । ବାହୁବଳୀ ଶୈଳୀରେ ଶପଥ ପାଠ କରି ଚର୍ଚ୍ଚାରେ ନୂଆ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ନିଆରା ଅନ୍ଦାଜରେ ଶପଥପାଠ ସହ ତେଲେଙ୍ଗାନାରେ ଆରମ୍ଭ ହୋଇଛି ରେବନ୍ତ ରାଜ୍ । ଦେଶର ସର୍ବକନିଷ୍ଠ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି କଂଗ୍ରେସ ଶାସନ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ ଦମଦାର ଅନ୍ଦାଜରେ ଶପଥ ପାଠ କରିଛନ୍ତି ରେବନ୍ତ ରେଡ୍ଡୀ । ବାହୁବଳୀ ଫିଲ୍ମ ସମସ୍ତଙ୍କର…
Read More...

ତେଜୁଛି ନୂଆ ଜିଲ୍ଲା ଦାବି: ପଦ୍ମପୁର ଜିଲ୍ଲା ଗଠନ ପାଇଁ ପ୍ରକ୍ର୍ରିୟା ଆରମ୍ଭ ପରେ ଆଠଗଡ଼ ଓ ଟିଟିଲାଗଡ଼ ଉପଖଣ୍ଡକୁ…

କନକ ବ୍ୟୁରୋ: ପଦ୍ମପୁରକୁ ନୂଆ ଜିଲ୍ଲା ମାନ୍ୟତା ଦେବାକୁ ପ୍ରକ୍ରିୟା ଆରମ୍ଭ ହେବା ପରେ ଅନ୍ୟ ଅଂଚଳରେ ତେଜିଲା ନୂଆ ଜିଲ୍ଲା ଦାବି । ଆଠଗଡ଼ ଏବଂ ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଳା ମାନ୍ୟତା ଦାବି କରିଛନ୍ତି ସ୍ଥାନୀୟ କ୍ରିୟାନୁଷ୍ଠାନ କମିଟି । ଆଉ ଏହା ସରକାରଙ୍କ ମୁଣ୍ଡବ୍ୟଥା ବଢାଇପାରେ ବୋଲି…
Read More...

୨୦୨୪ ବିଜୟ ପାଇଁ ବିଜେପିକୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ । ସଂସଦୀୟ ବୋର୍ଡ ବୈଠକରେ ଜନସଂପର୍କ ବୃଦ୍ଧି ଓ ଭାରତ…

କନକ ବ୍ୟୁରୋ : ବିଜେପିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ପହଂଚିବା ପରେ ତାଙ୍କୁ ଦଳର ସାଂସଦମାନେ ଅଭିନନ୍ଦନ ଜଣାଇଥିଲେ । ଏହି ସମୟରେ ବୈଠକ ସ୍ଥଳ ମୋଦୀ ଜୀ ସ୍ୱାଗତ ହୈରେ ପ୍ରକମ୍ପିତ ହୋଇଥିଲା । ତେବେ ବେଶ ରୋଚକ ଥିଲା ସେହି ଦୃଶ୍ୟ ଯେଉଁଠି ମୋଦୀ…
Read More...

ବେକାରି ତଥ୍ୟ ଦେଲେ କେନ୍ଦ୍ର ସରକାର: ଭାରତ ତୁଳନାରେ ଓଡିଶାର ବେକାରି ହାର ଅଧିକ

କନକ ବ୍ୟୁରୋ: ଭାରତ ତୁଳନାରେ ଓଡିଶାରେ ବେକାରି ହାର ଅଧିକ । ଦେଶରେ ଏହି ହାର ୩.୨ ପ୍ରତିଶତ ଥିବା ବେଳେ ଓଡିଶାରେ ରହିଛି ୩.୯ ପ୍ରତିଶତ । କେନ୍ଦ୍ର ସରକାରଙ୍କ ଏହି ତଥ୍ୟ ପରେ ତେଜିଛି ରାଜନୀତି । କଂଗ୍ରେସ ଓ ବିଜେପି ଏହାକୁ ନେଇ ବିଜେଡିକୁ ଘେରିଛନ୍ତି । ପ୍ରତିକ୍ରିୟାରେ ବିଜେଡି କହିଛି…
Read More...

ଗଂଜାମ ଛତ୍ରପୁରରେ ଝିମିଟି ଖେଳରୁ ମହାଭାରତ: କ୍ରିକେଟ୍ ପଡିଆରେ କଥା କଟାକଟି, ଫେରିବା ବାଟରେ ଯବାନଙ୍କୁ ମରଣାନ୍ତକ…

କନକ ବ୍ୟୁରୋ: କ୍ରିକେଟ୍ ଖେଳକୁ ମନୋରଞ୍ଜନର ଏକ ମାଧ୍ୟମ ବୋଲି କୁହାଯାଏ । କିନ୍ତୁ କ୍ରିକେଟ ଖେଳରୁ ଯେ ମହାଭାରତ ହେବ, ଜଣଙ୍କ ଜୀବନ ଚାଲିଯିବ, ଏକଥା ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି । ହେଲେ, ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଘଟିଛି ସେମିତି ଏକ ଛାତିଥରାଇ ଦେବା ଭଳି ଘଟଣା । କ୍ରିକେଟ ଖେଳ…
Read More...

ବାତ୍ୟା ଗଲା ଦୁଃଖ ଆଣିଲା: ଚାଷ ଉଜାଡିଦେଲା ‘ମିଗଜୋମ୍’

କନକ ବ୍ୟୁରୋ: ବାତ୍ୟାର ଯାଇଛି , କିନ୍ତୁ ଉଜାଡି ଦେଇଛି ଫସଲ । ବର୍ଷା ଯୋଗୁଁ ଦକ୍ଷିଣ, ପଶ୍ଚିମ, ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ଧାନ ଓ ଅନ୍ୟାନ୍ୟ ଫସଲ ଉଜୁଡିଯାଇଛି । ପଚିଲା ଧାନ ଫସଲ ପ୍ରଭାବିତ ହୋଇଛି । ପାଣି ବୁଡିଛି ପାଚିଲା ଧାନା ଅମଳ ସମୟରେ ଚାଷୀ ଫସଲ ପାଣିରେ ଭାସୁଥିବା ଦେଖି ଚାଷୀ…
Read More...

ରେଡରେ ଲାଗିଲା ରାଜନୀତିର ରଙ୍ଗ: ମୁହାଁମୁହିଁ କୁସୁମ ଟେଟେ- ଯୋଗେଶ ସିଂ

କନକ ବ୍ୟୁରୋ: ବ୍ୟବସାୟୀଙ୍କ ଘରୁ ଏତେ ଟଙ୍କା ମିଳିବା ପରେ ଏହି ଟଙ୍କା କୁଆଡୁ ଆସିଲା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଇଟି ରେଡରେ ଲାଗିଛି ରାଜନୀତିର ରଙ୍ଗ । ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ସୁନ୍ଦରଗଡର ବିଜେପି ବିଧାୟିକା କୁସୁମ ଟେଟେ ସାଂଘାତିତ ଅଭିଯୋଗ ଆଣି କହିଛନ୍ତି,…
Read More...

ଭାରି ପଡିଲା କି ନରମ ହିନ୍ଦୁତ୍ୱ ଆଭିମୁଖ୍ୟ? କଂଗ୍ରେସ ଶିବିରରେ ମାନସ ମନ୍ଥନ, ବଦଳିବ କି ଦଳର ଏଜେଣ୍ଡା?

କନକ ବ୍ୟୁରୋ: ୩ ରାଜ୍ୟରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଦଳ ଭିତରେ ଓ ବାହାରେ ଜୋରଦାର ବିତର୍କ ଆରମ୍ଭ ହୋଇଛି । ଦେଶର ବିଜେପିକୁ ମାତ ଦେବା ପାଇଁ ହିନ୍ଦୁତ୍ୱକୁ ନେଇ ନରମ ଆଭିମୁଖ୍ୟ ଦେଖାଇ ଆସୁଥିଲା କଂଗ୍ରେସ । ପ୍ରଚାର ବେଳେ ରାହୁଲ ଗାନ୍ଧି ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା…
Read More...