Browsing Category

ନ୍ୟୁଜ୍

ଆନ୍ଦୋଳନରୁ ଓହରିଲେ ୪୮୮ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ ! ତିନି ମାସ ଭିତରେ ଦାବି ପୂରଣ ନେଇ ନିଷ୍ପତି ପ୍ରତିଶ୍ରୁତି…

କନକ ବ୍ୟୁରୋ : ୪୮୮ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ ତାଙ୍କ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି । ଉଚ୍ଚଶିକ୍ଷା ପ୍ରମୁଖ ସଚିବଙ୍କ ଲିଖିତ ପ୍ରତିଶ୍ରୁତି ପରେ ସଂଘ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଛି । ଆଗାମୀ ତିନି ମାସ ମଧ୍ୟରେ ଶିକ୍ଷକଙ୍କ ଦାବି ପୂରଣ ନେଇ ନିଷ୍ପତି ନିଆଯିବ ବୋଲି ସରକାର…
Read More...

ହ୍ୱିଲଚେୟାରରେ ମାଟ୍ରିକ ପରୀକ୍ଷା ! ଅନେକଙ୍କ ପାଇଁ ଦିବ୍ୟାଙ୍ଗ ସାଜିଲେ ଉଦାହରଣ

କନକ ବ୍ୟୁରୋ : ଏବେ ରାଜ୍ୟରେ ଚାଲିଛି ମାଟ୍ରିକ୍ ପରୀକ୍ଷା । ଏଥିପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁରସତ ନାହିଁ । ଆଉ ପିଲା ଭଲ ପାଠ ପଢ଼ିବେ ଏବଂ ଭଲ ନମ୍ବର ରଖିବେ, ଏଥିପାଇଁ ଅଭିଭାବକମାନେ ଦିନରାତି ଏକ୍ କରିଦେଉଛନ୍ତି । ହେଲେ ଆଜି ଆମେ ଏମିତି ଜଣେ ପରୀକ୍ଷାର୍ଥୀଙ୍କୁ ବିଷୟରେ ଜଣାଇବୁ ଯିଏ…
Read More...

ଝିମିଟି ଖେଳରୁ ମହାଭାରତ ! ସାମାନ୍ୟ ଗାଡି ଧକ୍କାକୁ ନେଇ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ

କନକ ବ୍ୟୁରୋ : ଝିମିଟି ଖେଳରୁ ମହାଭାରତ । ରାଜଧାନୀରେ ସାମାନ୍ୟ ଗାଡି ଧକ୍କାକୁ ନେଇ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଯୁବକ । ଆହତ ବ୍ୟକ୍ତି ଜଣକ ହେଉଛନ୍ତି ପଦ୍ମଶ୍ରୀ ସୁଦର୍ଶନ ସାହୁଙ୍କ ପୁଅ ସୂର୍ଯ୍ୟନାରାୟଣ ସାହୁ । ସାମାନ୍ୟ ବଚସାରୁ ୫ ଜଣ ଯୁବକ ତାଙ୍କୁ ଲୁହା ଛଡ ଓ…
Read More...

ଓଡିଶା ବଜାରରେ ଛତିଶଗଡ ମାଲାମାଲ୍ ! ପଶ୍ଚିମ ଓଡିଶାକୁ ଆସୁଛି ପଡୋଶୀ ରାଜ୍ୟରୁ ଟ୍ରକ ଟ୍ରକ୍ ପରିବା

କନକ ବ୍ୟୁରୋ : ଓଡିଶା ରାସ୍ତାରେ ଗଡୁଛି ଶସ୍ତା ଟମାଟୋ । ସେପଟେ ଛତିଶଗଡରୁ ପରିବା ଆଣି ବିକ୍ରି କରୁଛନ୍ତି ବ୍ୟବସାୟୀ । ପଶ୍ଚିମ ଓଡିଶାକୁ ଆସୁଛି ପଡୋଶୀ ରାଜ୍ୟରୁ ଟ୍ରକ ଟ୍ରକ ଟମାଟୋ । ଗୋଟିଏ ପଟେ ଓଡିଶାର ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ସେପଟେ ସମ୍ବଲପୁର ବଜାରକୁ ପରିବା ଯୋଗାଇ…
Read More...

ଆଇଓସିଏଲକୁ ନେଇ ଦାମ-ବିଜେପି ଟଣାଓଟରା ଜାରି ! ବିଜେଡିର ବରିଷ୍ଠ ମନ୍ତ୍ରୀ କହିଲେ, କମ୍ପାନି ଆସିବା ପରେ ପାରାଦୀପରେ…

କନକ ବ୍ୟୁରୋ : ଆଇଓସିଏଲକୁ ନେଇ ପୁଣି ତେଜିଲା ବିବାଦ । ବିଜେଡି ଉପସଭାପତି ଡାକ୍ତର ଦାମୋଦର ରାଉତ କହିଛନ୍ତି, ଆଇଓସିଏଲ ହେବା ଦ୍ୱାରା ପାରାଦୀପରେ ଗୁଣ୍ଡାରାଜ ବଢିଛି । ଓଡିଶା ଏବେ ଲୁଟେରାଙ୍କ ରାଜ୍ୟ ପାଲଟିଛି । ସେପଟେ ଦାମ ବାବୁଙ୍କୁ କାଉଁଟର କରିଛି ବିଜେପି । କହିଛି, ପାରାଦୀପରେ…
Read More...

ହର୍ ହର୍ ମୋଦି ! ବାରଣାସୀ ରାସ୍ତାରେ ଦିଲ୍ଲୀ ଟିମକୁ ନେଇ ଶକ୍ତି ପ୍ରଦର୍ଶନ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ପବିତ୍ର ବାରଣାସୀ ସହରରେ ଶୁଭିଲା ହର୍ ହର୍ ମୋଦିର ନାରା । ବିରାଟ୍ ପଟୁଆର ଭିତରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି । ଦିଲ୍ଲୀର ବଡ ବଡ ନେତାଙ୍କ ଉପସ୍ଥିତିରେ ଲକ୍ଷାଧିକ ସମର୍ଥକଙ୍କୁ ନେଇ ନିଜ ନିର୍ବାଚନ କ୍ଷେତ୍ରରେ ଆଜି ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦିଲ୍ଲୀ…
Read More...

ସତ ଫାଙ୍କିଲେ ସରକାର ! ପ୍ରଦୀପ ମହାରଥୀ କହିଲେ, ପାରିବାରିକ କଳହରୁ ଆଖି ବୁଜିଲେ ବରଗଡର ଚାଷୀ ଖଏନୁ

କନକ ବ୍ୟୁରୋ : ଚାଷୀ ମୃତ୍ୟୁକୁ ଫାଙ୍କି ଦେଲେ ସରକାର । ଫସଲ ହାନୀ ନୁହେଁ ବରଂ ପାରିବାରିକ କଳହ ପାଇଁ ଆତ୍ମହତ୍ୟା କରିଛନ୍ତି ବରଗଡର ଚାଷୀ ଖଏନୁ ବଗର୍ତି । ଚାଷୀ ଆତ୍ମହତ୍ୟା ଉପରେ ଆଜି ବିଧାନସଭାରେ ବିବୃତି ରଖି କୃଷିମନ୍ତ୍ରୀ କହିଛନ୍ତି, ଜମିରେ ସାର ପକାଇବାକୁ ନେଇ ସ୍ତ୍ରୀ ସହ କଳହ କରି…
Read More...

ସୁନ୍ଦରଗଡରେ ଗାଁ ମୁହାଁ ହାତୀ ପଲ ! ଘର ଦ୍ୱାର ଭାଙ୍ଗିବା ସହ କରୁଛନ୍ତି ଫସଲ ନଷ୍ଟ

କନକ ବ୍ୟୁରୋ : ସୁନ୍ଦରଗଡରେ ହାତୀ ଆତ ଜିଲ୍ଲା ହେମଗିରି ବ୍ଳକ କନିକା ରେଂଜ ଅଂଚଳରେ ଦେଖିବାକୁ ମିଳିଛି ହାତୀପଲଙ୍କ ଉତ୍ପାତ । ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି ହାତୀପଲ । ଗତ ୨ ମାସ ହେବ ହାତୀପଲ ଧାନ ଚାଉଳ ସହ ଫସଲ ନଷ୍ଟ କରିଚାଲିଛନ୍ତି । ବିଶେଷ କରି ରାତି ସମୟରେ…
Read More...

ଅନ୍ଧକାରରେ ମେଧାବୀ ଛାତ୍ରର ଭବିଷ୍ୟତ ! ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ଯୋଗୁଁ କଟିଲା ହାତ

କନକ ବ୍ୟୁରୋ : ଅନ୍ଧକାର ଭିତରକୁ ଠେଲି ହେବାକୁ ଯାଉଛି ମେଧାବୀ ଛାତ୍ରଙ୍କ ଭବିଷ୍ୟତ । ପ୍ରଥମେ ସ୍କୁଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଯୋଗୁଁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତ ହରାଇଥିଲା ସୁବଳ । ଆଉ ଏବେ ପୁଣି ଜିଲ୍ଲା ପ୍ରଶାସନର ମିଛ ପ୍ରତିଶ୍ରୁତି ଯୋଗୁଁ ମାଟ୍ରିକ ପରୀକ୍ଷା…
Read More...

ମାର୍ଚ୍ଚ ୨୦ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ! ନିୟୋଜିତ ହେବେ ୧୪ହଜାରରୁ ଅଧିକ ଶିକ୍ଷକ

କନକ ବ୍ୟୁରୋ : ମାର୍ଚ୍ଚ ୨୦ରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା । ୬୦ଟି କେନ୍ଦ୍ରରେ ହେବ ଖାତା ଦେଖା । ୧୪ହଜାରରୁ ଅଧିକ ଶିକ୍ଷକ ଏହି ଖାତା ଦେଖା କାର୍ଯ୍ୟରେ ନିୟୋଜିତ ହେବେ । ୧୦ ଦିନ ଭିତରେ ଖାତା ଦେଖା ସରିବ । ଏହି ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି । ଫେବୃୟାରୀ ୨୬ରୁ…
Read More...