ଆଇଓସିଏଲକୁ ନେଇ ଦାମ-ବିଜେପି ଟଣାଓଟରା ଜାରି ! ବିଜେଡିର ବରିଷ୍ଠ ମନ୍ତ୍ରୀ କହିଲେ, କମ୍ପାନି ଆସିବା ପରେ ପାରାଦୀପରେ ବଢିଛି ଗୁଣ୍ଡାଗର୍ଦ୍ଦି

22

କନକ ବ୍ୟୁରୋ : ଆଇଓସିଏଲକୁ ନେଇ ପୁଣି ତେଜିଲା ବିବାଦ । ବିଜେଡି ଉପସଭାପତି ଡାକ୍ତର ଦାମୋଦର ରାଉତ କହିଛନ୍ତି, ଆଇଓସିଏଲ ହେବା ଦ୍ୱାରା ପାରାଦୀପରେ ଗୁଣ୍ଡାରାଜ ବଢିଛି । ଓଡିଶା ଏବେ ଲୁଟେରାଙ୍କ ରାଜ୍ୟ ପାଲଟିଛି । ସେପଟେ ଦାମ ବାବୁଙ୍କୁ କାଉଁଟର କରିଛି ବିଜେପି । କହିଛି, ପାରାଦୀପରେ ଅପରାଧୀଙ୍କୁ ପୋଷିଛନ୍ତି ଦାମ ରାଉତ ।