ଗାଡି ଚାଳକଙ୍କୁ ଶେଷ ସୁଯୋଗ: ନିୟମ ଭାଙ୍ଗିଲେ ନାହିଁ ନିସ୍ତାର । କେବଳ କାଗଜ ପାଇଁ କୋହଳ, ଆଉ ସବୁ ପାଇଁ କାଳ

କନକ ବ୍ୟୁରୋ: ପୁଣି ଘୁଞ୍ଚିଲା ଆରଟିଓ ଯାଞ୍ଚ । କଡାକଡି ଯାଞ୍ଚକୁ ଆଉ ତିନି ମାସ କୋହଳ କଲେ ରାଜ୍ୟ ସରକାର । ଟ୍ରାଫିକ ନିୟମ କୋହଳ ସମୟସୀମା ୩ ମାସ ବଢାଯାଇଥିବା ନେଇ ବିଧାନସଭାରେ ବଡ ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତେବେ ଆଉ ତିନି ମାସ କେବଳ କାଗଜପତ୍ର ପାଇଁ କୋହଳ ବୋଲି…

ବିନା ଲାଞ୍ଚରେ କିଛି ହେଉନି । କାମ କରିବାକୁ ଲାଞ୍ଚ ଦେଉଛି ଅଧା ଭାରତ । ଦୁର୍ନୀତି ସର୍ଭେ ରିପୋର୍ଟ ସାଙ୍ଘାତିକ ସତ ।…

କନକ ବ୍ୟୁରୋ: ଦେଶରେ କମୁଛି ଲାଞ୍ଚ କାରବାର । ଗତବର୍ଷ ତୁଳନାରେ ଏହା ୧୦ ପ୍ରତିଶତ କମିଥିବା ରିପୋର୍ଟ ଦେଇଛି ଟ୍ରାନସପରେନସୀ ଇଂଟରନ୍ୟାସନାଲ ଇଣ୍ଡିଆ । ୨୦ ରାଜ୍ୟରେ ୨୪୮ ଜିଲ୍ଲାରେ ୧ ଲକ୍ଷ ୯୦ ହଜାର ଲୋକଙ୍କ ମଧ୍ୟରେ କରାଯାଇଥିବା ସର୍ଭେ ଆଧାରରେ ଇଣ୍ଡିଆ କରପସନ ସର୍ଭେ ରିପୋର୍ଟ ୨୦୧୯…

କପା ପାଇଁ ଖପ୍ପା ! ଧାନ ପରେ କପା ବିକ୍ରି ନେଇ ଅସନ୍ତୋଷ । ମୂଲ୍ୟବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇଲେ ଚାଷୀ,…

କନକ ବ୍ୟୁରୋ: ଧାନ ପରେ ଚିନ୍ତା ବଢ଼ାଇଲା କପା । ମୂଲ୍ୟବୃଦ୍ଧି ପାଇଁ ରାସ୍ତାରେ ଚାଷୀ, ଗୃହରେ ତାତି । କପାର ମୂଲ୍ୟବୃଦ୍ଧି ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ୧୦ ଦଫା ଦାବି ନେଇ ଭାରତ କୃଷକ ମହାସଭା ପକ୍ଷରୁ ହୋଇଛି ବଡ଼ ପ୍ରତିବାଦ । କପା କ୍ୱିଂଟାଲ ପିଛା ୮ ହଜାର ଟଙ୍କା ଧାର୍ଯ୍ୟ…

ହାତରେ ନାହିଁ ସମୟ: ଗାଡ଼ି କାଗଜପତ୍ର ପାଇଁ ରାଜ୍ୟର ସବୁ ଆରଟିଓ ଅଫିସରେ ଅସମ୍ଭାଳ ଭିଡ଼ । ଭୁବନେଶ୍ୱରରେ ମୁହାଁମୁହିଁ…

କନକ ବୁରୋ: ରାତି ପାହିଲେ ଲାଗୁଛି ଲମ୍ବା ଲାଇନ । ହାତରେ ଆଉ ମାତ୍ର ତିନି ଦିନ ଥିବାରୁ ଆଉଟିଓ ଅଫିସ ଖୋଲିବା ପୂର୍ବରୁ ପହଞ୍ଚି ଯାଉଛନ୍ତି ଶହ ଶହ ଲୋକ । ଭୁବନେଶ୍ୱର ଆରଟିଓ-୧ରେ ଥିଲା ପ୍ରବଳ ଭିଡ । ଉଭୟ ପାଶ୍ୱର୍ରେ ଲାଗିଥିଲା ଲମ୍ବା ଲାଇନ୍ । ସ୍ଥିତି ଏମିତି ହେଲା ଯେ, ଲୋକେ ଲୁହା ଗେଟକୁ…

କଳିଙ୍ଗ କାନରେ ପୁଣି ପଡିଲା ଆପଣମାନେ ଖୁସି ତ ? ହକି ବିଶ୍ୱକପର ବର୍ଷେ ପରେ ସମାନ ନାରା ନେଇ ସ୍ମୃତି ତାଜା କଲେ…

କନକ ବ୍ୟୁରୋ: ଓଡିଶାରେ ପୁଣି ହେବ ହକି ବିଶ୍ୱକପ । ଆପଣମାନେ ଖୁସି ତ ? ମୁଁ ବି ବହୁତ ଖୁସି... ୨ୟ ହକି ବିଶ୍ୱକପ ହେବା ନେଇ କିଛି ଏମିତି ଢଙ୍ଗରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଗ୍ୟାଲେରୀରେ ବସିଥିବା ଦର୍ଶକ ।…

ଜଙ୍ଗଲ ମୋ ଜୀବନ… ପେସାରେ ପ୍ରଭୁଙ୍କ ପୂଜକ, ନିଶାରେ ପରିବେଶ ପୂଜାରୀ । ଜଙ୍ଗଲ ପାଇଁ ଦେଲେଣି ଜୀବନର ୨୫ ବର୍ଷ

କନକ ବ୍ୟୁରୋ: ପେସାରେ ପୂଜକ, ନିଶାରେ ସେବକ । ଠାକୁରଙ୍କୁ ପୂଜା କରନ୍ତି, ଜଙ୍ଗଲର ସେବା କରନ୍ତି ଆଉ ତାକୁ ସୁରକ୍ଷା ଦିଅନ୍ତି । ଦୀର୍ଘ ୨୫ ବର୍ଷ ହେବ ସେ ଜଙ୍ଗଲ ପ୍ରେମରେ ପଡିଯାଇଛନ୍ତି । କି ଖରା କି ବର୍ଷା ଜଙ୍ଗଲ ଜଗିବା ତାଙ୍କର ନିତିଦିନିଆ କାମ ହୋଇଯାଇଛି । ଖାଲି ଜଙ୍ଗଲ ଜଗିବା ନୁହେଁ…