ପର୍ଯ୍ୟଟନ ମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗ: ବିଧାନସଭାରେ ହଟ୍ଟଗୋଳ ପରେ ସରକାରଙ୍କ ସ୍ପଷ୍ଟୀକରଣ । କେବଳ…

କନକ ବ୍ୟୁରୋ: ସରକାରୀ ଅର୍ଥରେ ପର୍ଯ୍ୟଟନ ମନ୍ତ୍ରୀ ୨ ମହିଳାଙ୍କୁ ହାଇଦ୍ରାବାଦ ନେବା ପ୍ରସଙ୍ଗ । ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିବା ପରେ ସ୍ପଷ୍ଟୀକରଣ ରଖିଲେ ସରକାର । ସରକାରୀ ଖର୍ଚ୍ଚ ନେଇ ବିଧାନସଭାରେ ଉତ୍ତର ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ…

ଆଗୁଆ ସରିଲା ଶୀତ ଅଧିବେଶନ । ୧୭ଟି କାର୍ଯ୍ୟ ଦିବସ ବାକି ଥାଇ ବି ସରିଗଲା ବିଧାନସଭା ଶୀତ ଅଧିବେଶନ । ଅନିର୍ଦ୍ଧିଷ୍ଟ…

କନକ ବ୍ୟୁରୋ: ଆଗୁଆ ସରିଲା ବିଧାନସଭା ଶୀତ ଅଧିବେଶନ । ଅବଧି ଶେଷ ପୂର୍ବରୁ ସରିଲା ୧୬ତମ ବିଧାନସଭାର ଶୀତକାଳୀନ ଅଧିବେଶନ । ୧୭ଟି କାର୍ଯ୍ୟ ଦିବସ ବାକି ଥିଲେ ହେଁ ମାତ୍ର ୧୩ଟି ବୈଠକ ପରେ ସରିଗଲା ଅଧିବେଶନ । ତେବେ ନଭେମ୍ବର ୧୩ରେ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଡିସେମ୍ବର ୧୯ ଯାଏଁ…

ଗାଡି ଚାଳକଙ୍କୁ ଶେଷ ସୁଯୋଗ: ନିୟମ ଭାଙ୍ଗିଲେ ନାହିଁ ନିସ୍ତାର । କେବଳ କାଗଜ ପାଇଁ କୋହଳ, ଆଉ ସବୁ ପାଇଁ କାଳ

କନକ ବ୍ୟୁରୋ: ପୁଣି ଘୁଞ୍ଚିଲା ଆରଟିଓ ଯାଞ୍ଚ । କଡାକଡି ଯାଞ୍ଚକୁ ଆଉ ତିନି ମାସ କୋହଳ କଲେ ରାଜ୍ୟ ସରକାର । ଟ୍ରାଫିକ ନିୟମ କୋହଳ ସମୟସୀମା ୩ ମାସ ବଢାଯାଇଥିବା ନେଇ ବିଧାନସଭାରେ ବଡ ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତେବେ ଆଉ ତିନି ମାସ କେବଳ କାଗଜପତ୍ର ପାଇଁ କୋହଳ ବୋଲି…

ବିନା ଲାଞ୍ଚରେ କିଛି ହେଉନି । କାମ କରିବାକୁ ଲାଞ୍ଚ ଦେଉଛି ଅଧା ଭାରତ । ଦୁର୍ନୀତି ସର୍ଭେ ରିପୋର୍ଟ ସାଙ୍ଘାତିକ ସତ ।…

କନକ ବ୍ୟୁରୋ: ଦେଶରେ କମୁଛି ଲାଞ୍ଚ କାରବାର । ଗତବର୍ଷ ତୁଳନାରେ ଏହା ୧୦ ପ୍ରତିଶତ କମିଥିବା ରିପୋର୍ଟ ଦେଇଛି ଟ୍ରାନସପରେନସୀ ଇଂଟରନ୍ୟାସନାଲ ଇଣ୍ଡିଆ । ୨୦ ରାଜ୍ୟରେ ୨୪୮ ଜିଲ୍ଲାରେ ୧ ଲକ୍ଷ ୯୦ ହଜାର ଲୋକଙ୍କ ମଧ୍ୟରେ କରାଯାଇଥିବା ସର୍ଭେ ଆଧାରରେ ଇଣ୍ଡିଆ କରପସନ ସର୍ଭେ ରିପୋର୍ଟ ୨୦୧୯…

କପା ପାଇଁ ଖପ୍ପା ! ଧାନ ପରେ କପା ବିକ୍ରି ନେଇ ଅସନ୍ତୋଷ । ମୂଲ୍ୟବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇଲେ ଚାଷୀ,…

କନକ ବ୍ୟୁରୋ: ଧାନ ପରେ ଚିନ୍ତା ବଢ଼ାଇଲା କପା । ମୂଲ୍ୟବୃଦ୍ଧି ପାଇଁ ରାସ୍ତାରେ ଚାଷୀ, ଗୃହରେ ତାତି । କପାର ମୂଲ୍ୟବୃଦ୍ଧି ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ୧୦ ଦଫା ଦାବି ନେଇ ଭାରତ କୃଷକ ମହାସଭା ପକ୍ଷରୁ ହୋଇଛି ବଡ଼ ପ୍ରତିବାଦ । କପା କ୍ୱିଂଟାଲ ପିଛା ୮ ହଜାର ଟଙ୍କା ଧାର୍ଯ୍ୟ…

ହାତରେ ନାହିଁ ସମୟ: ଗାଡ଼ି କାଗଜପତ୍ର ପାଇଁ ରାଜ୍ୟର ସବୁ ଆରଟିଓ ଅଫିସରେ ଅସମ୍ଭାଳ ଭିଡ଼ । ଭୁବନେଶ୍ୱରରେ ମୁହାଁମୁହିଁ…

କନକ ବୁରୋ: ରାତି ପାହିଲେ ଲାଗୁଛି ଲମ୍ବା ଲାଇନ । ହାତରେ ଆଉ ମାତ୍ର ତିନି ଦିନ ଥିବାରୁ ଆଉଟିଓ ଅଫିସ ଖୋଲିବା ପୂର୍ବରୁ ପହଞ୍ଚି ଯାଉଛନ୍ତି ଶହ ଶହ ଲୋକ । ଭୁବନେଶ୍ୱର ଆରଟିଓ-୧ରେ ଥିଲା ପ୍ରବଳ ଭିଡ । ଉଭୟ ପାଶ୍ୱର୍ରେ ଲାଗିଥିଲା ଲମ୍ବା ଲାଇନ୍ । ସ୍ଥିତି ଏମିତି ହେଲା ଯେ, ଲୋକେ ଲୁହା ଗେଟକୁ…