କୁଳଭୂଷଣ ଯାଦବ ମୃତ୍ୟୁ ଦଣ୍ଡ ମାମଲା । ପୁନଃ ବିଚାର ପାଇଁ ପାକିସ୍ତାନ ସରକାରଙ୍କ ଅନୁମତି । ଆଇସିଜେର ନିର୍ଦ୍ଦେଶ ପରେ…

କନକ ବ୍ୟୁରୋ : କୁଳଭୂଷଣ ଯାଦବଙ୍କୁ ଆସ୍ୱସ୍ଥି । ପାକିସ୍ତାନ ଜେଲରେ ବନ୍ଦିଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଆସ୍ୱସ୍ଥି ମିଳିଛି । ତାଙ୍କ ଉପରେ ପାକିସ୍ତାନ କୋର୍ଟରେ ଚାଲିଥିବା ମାମଲା ଉପରେ ପୁନଃବିଚାର ହେବ ବୋଲି ସୂଚନା ମିଳିଛି । ପାକିସ୍ତାନ ସଂସଦୀୟ ପ୍ୟାନେଲରେ ଯାଦବଙ୍କ ମାମଲାର…

ଆମେରିକା ପ୍ରତିରକ୍ଷାମନ୍ତ୍ରୀଙ୍କ ଭାରତକୁ ପ୍ରଶଂସା । କହିଲେ ଭାରତ ଆମେରିକାର ଗୁରୁତ୍ୱପୂର୍ଣ୍ଣ ଭାଗିଦାର, ସେପଟେ ଚୀନର…

କନକ ବ୍ୟୁରୋ : ଭାରତ ଓ ଚୀନ ମଧ୍ୟରେ ସଂପର୍କ ଖରାପ ହେବା ପରେ ଭାରତ ଓ ଆମେରିକା ମଧ୍ୟରେ ଦିନକୁ ଦିନ ସଂପର୍କ ଦୃଢ ହେବାରେ ଲାଗିଛି । ଅର୍ଥନୈତିକ, ସାମରିକ, ଓ ବାଣିଜ୍ୟିକ କ୍ଷେତ୍ରରେ ଭାରତକୁ ସହାୟତା କରିବାକୁ ଆମେରିକାର ବିଭିନ୍ନ ସମୟରେ ପ୍ରତିଶୃତି ଦେଉଥିବା ଦେଖିବାକୁ ମଳିଛି । କାରଣ…

ଗତ ୨୪ ଘଂଟା ମଧ୍ୟରେ ଭୁବନେଶ୍ୱରରୁ ୨୦୧ ଜଣ ନୂଆ ସଂକ୍ରମିତ ଚିହ୍ନଟ, ୨୯୨ ସୁସ୍ଥ

କନକ ବ୍ୟୁରୋ : କ୍ରମାଗତ ଭାବେ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ହେଉଥିବା ନଜର ଆସିଛି । ଗତ ୨୪ ଘଂଟା ମଧ୍ୟରେ ଭୁବନେଶ୍ୱରରୁ ୨୦୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୪ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୫୭ ଟି ଲୋକାଲ କେସ୍ ରହିଛି ।…

୧୮ ବର୍ଷ ପର୍ଯ୍ୟନ୍ତ ମାଗଣା ଇଣ୍ଟରନେଟ୍ ଲୋଭ । ଇଣ୍ଟରନେଟ୍ ପ୍ରଦାନକାରୀଙ୍କ ନାମରେ ବାପା ମା’ ନାମିତ କଲେ ଝିଅର ନାମ

କନକ ବ୍ୟୁରୋ : କ’ଣ ଆପଣ କୌଣଶି ଲୋଭରେ ବଶବର୍ତ୍ତି ହୋଇ ଆପଣଙ୍କ ପିଲାର ନାମ କିଛି ବି ରଖି ପାରିବେ କି ? । ଉତ୍ତର ତ ନିଶ୍ଚିନ୍ତ ନା ମିଳିବ । ହେଲେ ଏଭଳି ଏକ ମାମଲା ସ୍ୱିଜରଲ୍ୟାଣ୍ଡରୁ ଆସିଛି । ଏଠାରେ ଏକ ଦମ୍ପତ୍ତ୍ି ନିଜ ଝିଅର ନାମ ଏକ ଇଣ୍ଟରନେଟ୍ ପ୍ରଦାନକାରୀ କମ୍ପାନୀ ନାମରେ ନାମିତ…

‘ଯିଏ କରୋନା କାଳରେ ନିଜକୁ ସୁରକ୍ଷା ଦେଇ ପାରିଲେ ନାହିଁ, ସେ ଦେଶବାସୀଙ୍କୁ କିଭଳି ସୁରକ୍ଷା ଦେବେ’

କନକ ବ୍ୟୁରୋ : ଆଉମାତ୍ର କେଇଟା ଦିନ ପରେ ବିଶ୍ୱ ସବୂୁଠାରୁ ବିତ୍ତଶୀଳ ରାଷ୍ଟ୍ର ଆମେରିକାରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଚିରା ଚରିତ ଢଙ୍ଗରେ ନଭେମ୍ବର ମାସ ୩ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଟିତ ହେବ । ଏହି ନିର୍ବାଚନରେ ମୁଖ୍ୟତ ରିପବ୍ଲିକ ପାର୍ଟି ଓ ଡେମୋକ୍ରେଟିକ୍…

ମାଟ୍ରିକ ସପ୍ଲିମେଣ୍ଟାରୀରେ ମୋଟ ୧୫,୨୪୪ ଜଣ ପରୀକ୍ଷାର୍ଥୀ ଉତ୍ତିର୍ଣ୍ଣ

କନକ ବ୍ୟୁରୋ : କରୋନା କାଳରେ ବହୁକଟକଣା ମଧ୍ୟରେ ହୋଇଥିବା ମାଟ୍ରିକ ସପ୍ଲିମେଣ୍ଟାରୀ ଫଳ ଗୁରୁବାର ଦିନ ପ୍ରକାଶ ପାଇଛି । କଟକ ବୋର୍ଡ କାର୍ଯ୍ୟାଳୟରୁ ଏହି ଫଳ ପ୍ରକାଶ କରାଯାଇଛି । ସୂଚନା ମୁତାବକ ଚଳିତ ବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀରେ ୨୧ ହଜାର ୪୮୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ…