କରୋନା ଟୀକା ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ । ହେଲେ ଟୀକାକୁ ନେଇ ବାଲେଶ୍ୱରରୁ ଆମେରିକା ପର୍ଯ୍ୟନ୍ତ ରାଜନୀତି ଜୋର…

କନକ ବ୍ୟୁରୋ : ବିହାରରୁ ଆମେରିକା, ଆମେରିକାରୁ ଓଡିଶାର ବାଲେଶ୍ୱର । ନିର୍ବାଚନରେ କରୋନା ଟୀକା ସାଜିଲାଣି ମୁଖ୍ୟ ମୁଦ୍ଦା । ବାଲେଶ୍ୱର ଉପନିର୍ବାଚନ ପାଇଁ ଗତକାଲି ୨ କେନ୍ଦ୍ରମନ୍ତ୍ରୀ ଜୋରଦାର ପ୍ରଚାର କରିଥିଲେ । ଏହି ପ୍ରଚାର ବେଳେ ଏହି ବିଜେପି ନେତା ମାନେ ରାଜ୍ୟ ଶାସନ କ୍ଷମତାରେ ଥିବା…

ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ ଘଂଟାରେ ୧୬୩୩ ଜଣ ସଂକ୍ରମିତ, ୨୬୧୩ ସୁସ୍ଥ ଓ ୧୬ ମୃତ

କନକ ବ୍ୟୁରୋ : ରାଜ୍ୟବାସୀଙ୍କୁ କରୋନାକୁ ନେଇ ଆସିଛି ଆସ୍ୱସ୍ଥିକର ଖବର । କ୍ରମାଗତ ଭାବେ ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୬୩୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ…

ପ୍ରଧାନମନ୍ତ୍ରୀଙ୍କ ମାସିକ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ର ୭୦ ତମ ଅଧ୍ୟାୟ । ଦଶହରା, ଲୋକାଲ ଫର ଭୋକାଲ, କରୋନା ଓ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମାସିକ କାର୍ଯ୍ୟକ୍ରମ ମନ୍ କି ବାତ୍ ର ୭୦ ତମ ଅଧ୍ୟାୟରେ ଦେଶବାସୀଙ୍କୁ ସମ୍ବୋଦ୍ଧିତ କରିଛନ୍ତି । ପ୍ରଥମେ ସେ ଦଶହରା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଦେବା ସହ ସମସ୍ତଙ୍କର ମଙ୍ଗଳ କାମନା କରିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ…

ଦୁଷ୍କର୍ମ ମାମଲାରେ ଜେଲରେ ଥିବା ଅଶାରାମ ବାପୁଙ୍କ ପୁଅ ନାରାୟଣ ସାଇଙ୍କ ଠାରୁ ମଳିଲା ମୋବାଇଲ । ମାମଲା ରୁଜୁ,,,,,

କନକ ବ୍ୟୁରୋ : ଜେଲର ମାନେ କ’ଣ । ଦୋଷୀ ମାନଙ୍କୁ କାହିଁକି ଜେଲକୁ ପଠାଯାଏ । ନା ସେଠାରେ ସେ ଏକ ନିସଙ୍ଗ ଜୀବନ ବିତାଇବ । ନା ଥିବା ପରିବାର, ନା ଥିବ ପରିବାରର ଶୁଖ । ସୁନ୍ଦର ଦୁନିଆରୁ ବହୁ ଦୂରରେ ରହି ନିଜ ଭୂଲର ପ୍ରାୟଶ୍ଚିତ କରିବା ବା ଅନୁତାପ କରିବାକୁ ଦୋଷୀ ମାନଙ୍କୁ ଜେଲ୍ କୁ…

ଆଜି ସାରା ବିଶ୍ୱ ପାଳନ କରୁଛି ‘ବିଶ୍ୱ ପୋଲିଓ ଦିବସ’ । ପୋଲିଓ ଟୀକା ପ୍ରସ୍ତୁତ କର୍ତ୍ତା ଜନ୍ ସାଲ୍ଲୁଙ୍କ ଜନ୍ମ ଦିବସରେ…

କନକ ବ୍ୟୁରୋ : ଆଜି (ଶନିବାର) ବିଶ୍ୱ ପୋଲିଓ ଦିବସ । ପ୍ରତିବର୍ଷ ଅକ୍ଟୋବର ମାସର ୨୪ ତାରିଖକୁ ବିଶ୍ୱ ପୋଲିସ ଦିବସ ଭାବେ ପାଳନ କରାଯାଇଥାଏ । ଏହାର କାରଣ ଭାବେ ପୋଲିଓ ଟୀକା ଉଦ୍ଭାବନ କରିଥିବା ଜନ ସାଲ୍ମଙ୍କ ଜନ୍ମଦିନ ଅକ୍ଟୋବର ୨୪ ତାରିଖ । ସେ ରୋଟାରୀ ଫାଉଣ୍ଡେସନ ତରଫରୁ ଏହି ଟୀକା…

ଦେଶର ଅଜବ ନିୟମ : କୁକୁରକୁ ବାୟୁ ସେନାର ମୁଖ୍ୟ କରିଦେଲେ ଥାଇଲାଣ୍ଡର ରାଜା ।  

କନକ ବ୍ୟୁରୋ : ମଣିଷର ସଉକ କଥା କହିଲେ ନସରେ । ଜୀବନକୁ ସରଶ ସୁନ୍ଦର କରିବାକୁ କିଛି ଲୋକ ସଉକ କରୁଥିବା ବେଳେ କିଛି ଲୋକ ମୃତ୍ୟୁ ପରେ ନିଜର ନାମ ବଜାୟ ରଖିବାକୁ ବି ଅନେକ ଅଜବ ସଉକ କରୁଥିବା ଦେଖିବାକୁ ମିଳିଥାଏ । ହେଲେ ସେ ଯଦି ରାଜା ହୋଇଥାନ୍ତି ତ କଥା ସରିଲା । ତାଙ୍କ ନିଷ୍ପତ୍ତି…