ଜୟପୁର ସବଡିଭିଜନରେ ଦୁର୍ଘଟଣା । ୫୦ ଫୁଟ ତଳକୁ ଖସିଲା କାର । ୭ ଆହତ, ୨ଗୁରୁତର

କନକ ବ୍ୟୁରୋ: ବିଳମ୍ବିତ ରାତିରେ ଦୁର୍ଘଟଣା । କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ଉମୁରି ପଂଚାୟତ ମୁଖ୍ୟାଳୟ ନିକଟରେ ଏକ ମାରୁତି କାର ୫୦ ଫୁଟ ବ୍ରିଜ ତଳକୁ ଖସିପଡିଛି ।ଫଳରେ କାରରେ ଥିବା ୭ଜଣ ଆହତ ହୋଇଥିବାବେଳେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ରାତି ପ୍ରାୟ ୧୧.୩୦ରେ ଏଭଳି ଦୁର୍ଘଟଣା…

ବାଲିପାଟଣାରେ ଗୋଷ୍ଠୀ ସଙ୍ଘର୍ଷ । ୯ଜଣଙ୍କ ଅବସ୍ଥା ଗୁରୁତର, ୧୩ ଆହତ

କନକ ବ୍ୟୁରୋ: ପୂର୍ବ ଶତ୍ରୁତାକୁ ନେଇ ବାଲିପାଟଣା ଓଡ଼ଖଣ୍ଡ ମହାପାତ୍ର ସାହିରେ ଗୋଷ୍ଠୀ ସଂଘର୍ଷ । ଉଭୟ ପକ୍ଷ ପରସ୍ପରକୁ ମାରଣାସ୍ତ୍ର, ଶାବଳ, ଲୁହାରଡ ଓ ଠେଙ୍ଗାରେ ଆକ୍ରମଣ କରିବାରୁ ପ୍ରାୟ ୧୩ ଜଣରୁ ଅଧିକ ଆହତ ହୋଇଛନ୍ତି । ବାଲିପାଟଣା ଥାନା ପିସିଆର ଘଟଣାସ୍ଥଳରେ ପହଂଚି ଆହତମାନଙ୍କୁ…

ସାଇକେଲରୁ ଖସିପଡିଲେ ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ୍ । ସମ୍ପୂର୍ଣ୍ଣ ସୁସ୍ଥ ଥିବାନେଇ ସୂଚନା

କନକ ବ୍ୟୁରୋ: ସାଇକେଲ ଚଳାଇବା ବେଳେ ଖସିପଡ଼ିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଶନିବାର ସକାଳେ ଆମେରିକାର ଡେଲାୱାରେରେ ଥିବା ନିଜ ଘରୁ ସାଇକେଲ ଚଳାଇ ଯାଉଥିବାବେଳେ ବାଇଡେନ ଏକ ପାର୍କ ନିକଟରେ ଖସିପଡ଼ିଥିଲେ । ତେବେ ତାଙ୍କ ସହିତ ଥିବା ଆମେରିକାର ସିକ୍ରେଟ ସର୍ଭିସ କର୍ମଚାରୀମାନେ…

ରାଷ୍ଟ୍ରପତି ନିର୍ବାଚନ ନେଇ ଆଜି ବିଜେପିର ବୈଠକ । ନିର୍ବାଚନ ପାଇଁ ୧୪ ଜଣିଆ କମିଟି ସଦସ୍ୟଙ୍କୁ ମିଳିପାରେ ଗୁରୁ…

କନକ ବ୍ୟୁରୋ: ଚଳିତ ବର୍ଷ ଜୁଲାଇ ୧୮ ତାରିଖରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଏ ବାବଦରେ ଆଜି ବିସ୍ତୃତ ଭାବେ ଆଲୋଚନା କରିବ କେନ୍ଦ୍ରର ଶାସକ ଦଳ ବିଜେପି । ଏଥିପାଇଁ ଦିଲ୍ଲୀରେ ଦଳ ପକ୍ଷରୁ ବୈଠକ ବସିବ ବୋଲି ଜଣାପଡିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ…

ଏଥର ଜନ୍ମଦିନ ପାଳିବେନି ରାହୁଲ ଗାନ୍ଧୀ । ଏସବୁ କାରଣକୁ ନେଇ କ୍ଷୋଭ ପ୍ରକାଶ କଲେ

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନାକୁ ସାରା ଦେଶରେ ବିରୋଧ କରାଯାଉଥିବାବେଳେ କିଛି ରାଜ୍ୟରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ଦେଶରେ ଯୁବବର୍ଗ ଏହି ଯୋଜନାକୁ ନେଇ ଅସନ୍ତୋଷ ପ୍ରକାଶ କରିବ ସହ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହି ବରୋଧ ପ୍ରଦର୍ଶନକୁ ସମର୍ଥନ…

ଜରରେ କମ୍ପୁଛନ୍ତି ମହାପ୍ରଭୁ ।  ଉପଚାର ପାଇଁ ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ଆଜି ଲାଗିହେବ ଫୁଲୁରି ତେଲ 

କନକ ବ୍ୟୁରୋ: ଆଜି ହେବ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ନୀତି। ସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ଜଳ ସ୍ନାନ ପରେ ଏବେ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂରତି। ଆଉ ଏହି ପୀଡ଼ା ଲାଘବ ପାଇଁ ଅଣସରର ପଞ୍ଚମୀ ଦିନ ପ୍ରଭୁଙ୍କ ଦେହରେ ହୁଏ ଫୁଲୁରି ତେଲ ଲାଗି। ଦଇତାପତିମାନେ ଶ୍ରୀଅଙ୍ଗରେ…