ହିମାଚଳପ୍ରଦେଶରେ ବାଦଲଫଟା ବର୍ଷା । ୪ ଜଣଙ୍କ ପତ୍ତା ମିଳୁନି, ବ୍ୟାପକ କ୍ଷୟକ୍ଷତି

କନକ ବ୍ୟୁରୋ: ହିମାଚଳପ୍ରଦେଶ ମାର୍ନିକରଣ ଭ୍ୟାଲିରେ ବାଦଲଫଟା ବର୍ଷାରେ ଗୋଟିଏ କ୍ୟାମ୍ପିଂ ସାଇଟ୍ ଧୋଇ ଯାଇଛି ଫଳରେ ଚାରି ଜଣ ନିଖୋଜ ଅଛନ୍ତି। କୁଲୁ ଏଡିଏମ ପ୍ରଶାନ୍ତ ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, କୁଲୁର ମଣିକରଣ ଉପତ୍ୟକାର ଚୋଜ ଗ୍ରାମରେ ଏକ ମେଘଫାଟି ଘଟିଛି…

ପାଦ ଛୁଇଁ ଆଶୀର୍ବାଦ ନେଲେ, ତା’ପରେ ଛୁରା ମାରିଲେ । ବାସ୍ତୁ ବିଶେଷଜ୍ଞ ଚନ୍ଦ୍ରଶେଖର ଗୁରୁଜୀଙ୍କୁ ହତ୍ୟା

କନକ ବ୍ୟୁରୋ: ସରଳ ବାସ୍ତୁ ବିଶେଷଜ୍ଞ ଚନ୍ଦ୍ରଶେଖର ଗୁରୁଜୀ ଓରଫ୍ ଚନ୍ଦ୍ରଶେଖର ଅଙ୍ଗାଡିଙ୍କୁ ମଙ୍ଗଳବାର ଦିନ ଦ୍ୱିପହରରେ ନାଟକୀୟ ଢଙ୍ଗରେ ହତ୍ୟା କରାଯାଇଛି । ସେ ହୁବଲୀର ‘ଦ ପ୍ରେସିଡେଣ୍ଟ’ ହୋଟେଲରେ ରହୁଥିବାବେଳେ ଦୁଇଜଣ ଯୁବକ ତାଙ୍କୁ ଭେଟିବାକୁ ଆସିଥିଲେ । ଦୁହେଁ ପ୍ରଥମେ ତାଙ୍କ ପାଦ…

ଜମ୍ମୁ-କାଶ୍ମୀର କୁଲଗାମରେ ସେନାର ଅପରେସନ୍ । ବାପା, ମା’ଙ୍କ ଆକୁଳ ନିବେଦନରେ ଦୁଇ ଆତଙ୍କବାଦୀଙ୍କ ଆତ୍ମସମର୍ପଣ

କନକ ବ୍ୟୁରୋ: ଆଜି ଜମ୍ମୁ ଓ କଶ୍ମୀର କୁଲ୍‌ଗାମ୍‌ ଜିଲ୍ଲାରେ ନିରାପତ୍ତା ବଳ ଆତଙ୍କବାଦୀ ନିରୋଧୀ ଅଭିଯାନ ଚଳାଇଥିବା ବେଳେ ବାପାମାଆଙ୍କ ନିବେଦନ ଶୁଣି୨ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି ବୋଲି ପୁଲିସ କହିଛି।ପୁଲିସ କହିବା ଅନୁସାରେ, ଆଜି ସକାଳେ ହଦିଗାମ୍‌ ଗାଁରେ ଉପରୋକ୍ତ ଅଭିଯାନ…

ନିଜ ଘରେ ମିଳିବ ବୟସ୍କଙ୍କୁ ସ୍ୱାସ୍ଥ୍ୟ ସେବା । ‘ପିଏମ ସ୍ପେଶାଲ’ ଯୋଜନାରେ ୧ ଲକ୍ଷ ଲୋକଙ୍କୁ ମିିଳିବ…

କନକ ବ୍ୟୁରୋ: ଏଣିକି ବୟସ୍କ ଲୋକଙ୍କୁ ନିଜ ଘରେ ମିଳିବ ସ୍ୱାସ୍ଥ୍ୟ ସେବା । ଏଥିପାଇଁ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ପିଏମ ସ୍ପେଶାଲ' ଯୋଜନା । ଏହି ଯୋଜନା ଅଧୀନରେ ସରକାର ଘରେ ଘରେ ବୃଦ୍ଧବୃଦ୍ଧାମାନଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ଏକ ବ୍ୟବସ୍ଥିତ ଏବଂ ନିର୍ଭରଯୋଗ୍ୟ ବ୍ୟବସ୍ଥା…

ପୁଣି ଗ୍ରାହକଙ୍କ ମୁଣ୍ଡରେ ମହଙ୍ଗା ମାଡ । ଆଜିଠାରୁ ବଢିଲା ଘରୋଇ LPG ଦର ।

କନକ ବ୍ୟୁରୋ: ପୁଣି ବଢିଲା ଘରୋଇ ଏଲପିଜି ଦର । ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଛି । ଏହି ନୂଆ ଦର ଆଜିଠୁ ଲାଗୁ ହୋଇଛି । ଏହି ଦରପରେ ଆସନ୍ତୁ ଜାଣିବା ଏଲପିଜିର କେଉଁଠି କେତେ ଦର ରହିଛି । କ୍ରମାଗତ ଭାବେ ବଢିଚାଲିଛି ଘରୋଇ ଇନ୍ଧନ ଦର । ୫ ଲିଟର ସିଲିଣ୍ଡର ପିଛା ୧୮ଟଙ୍କା…

ଅଜମେର ଦରଗାହ ଖାଦିମ ସଲମାନ ଚିସ୍ତି ଗିରଫ । ନୂପୁରଙ୍କ ମୁଣ୍ଡ କାଟି ଆଣିଲେ ପୁରସ୍କାରରେ ନିଜ ଘର ଦେବାକୁ କହିଥିଲେ ।

କନକ ବ୍ୟୁରୋ: ଅଜମେର ଦରଗାହର ଖାଦିମ୍ ସଲମାନ୍ ଚିସ୍ତିଙ୍କୁ ଗିରଫ କରାଯାଇଛି । ମଙ୍ଗଳବାର ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବିରୋଧରେ ହିଂସାତ୍ମକ ବୟାନ ଦେଇଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହ ଗିରଫ କରାଯାଇଛି । ମଙ୍ଗଳବାର ରାତିରେ ତାଙ୍କୁ…