ଥମୁନି ଋଷର ରାଗ । ୟୁକ୍ରେନର ବଡ ମଲରେ ରକେଟ୍ ମାଡ । ୧୬ମୃତ, ୫୦ରୁ ଅଧିକ ଗୁରୁତର

କନକ ବ୍ୟୁରୋ: ଯୁଦ୍ଧକୁ ୪ ମାସ ହେଲାଣି । ଛାରଖାର ହୋଇଯାଇଛି ୟୁକ୍ରେନ । ତଥାପି ଥମୁନି ୟୁକ୍ରେନ ଉପରେ ଋଷର ରାଗ । ୟୁକ୍ରେନର ଏକ ଜନବହୁଳ ସ୍ଥାନରେ ଥିବା ମଲ ଉପରେ ମିସାଇଲ ମାଡ କରିଛି ଋଷ । ଫଳରେ ଘଟଣାସ୍ଥଳରେ ୧୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ହୋଇଛି ।…

କୁନି ରଥରେ ବଡ ଦିଅଁ । ଦିଆସିଲି କାଠିରେ ଶାଶ୍ୱତ ରଂଞ୍ଜନଙ୍କ ତିନି ରଥ ମଡେଲ

କନକ ବ୍ୟୁରୋ: ପୁରୀ କୁମ୍ଭାରପଡା ଅଞ୍ଚଳର ଶାଶ୍ୱତ ରଞ୍ଜନ ସାହୁ ଦିଆସିଲି କାଠିରେ ତିଆରି କରିଛନ୍ତି ତିନି ରଥର ମନୋରମ୍ ମଡେଲ । ଶାଶ୍ୱତ ଏଥିପାଇଁ ବ୍ୟବହାର କରିଛନ୍ତି ୪୮୩୦ ଦିଆସିଲି କାଠି । ଶାଶ୍ୱତଙ୍କ ଏହି ମଡେଲରେ ପ୍ରଭୁ ବଳଭଦ୍ରଙ୍କ ଉଚ୍ଚତା ୧୧.୪ ଇଞ୍ଚ, ମା’ ସୁଭଦ୍ରାଙ୍କ ରଥର ଉଚ୍ଚତା…

‘ମହାରାଷ୍ଟ୍ର ପରେ ଝାଡଖଣ୍ଡ, ରାଜସ୍ଥାନ ପାଳି, ମମତାଙ୍କ ସରକାର ବି ଭାଙ୍ଗିବ’ : ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ…

କନକ ବ୍ୟୁରୋ: ମହାରାଷ୍ଟ୍ର ଭଳି ରାଜନୈତିକ ସଙ୍କଟ ଝାଡଖଣ୍ଡ ଓ ରାଜସ୍ଥାନରେ ମଧ୍ୟ ଉପୁଜିବ । ଏପରି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ଶୁଭେନ୍ଦୁୁଙ୍କ ମତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟ ୫…

ଜେଲରେ ଡାକ୍ତର ପାଲଟିଗଲେ ଅତର ବ୍ୟବସାୟୀ ପୀୟୁଷ ଜୈନ୍ । ଓପିଡିରେ କରୁଛନ୍ତି କଏଦୀଙ୍କଠାରୁ ଅଧିକାରୀ ସମସ୍ତଙ୍କ…

କନକ ବ୍ୟୁରୋ: କାନପୁର ଜେଲରେ ବନ୍ଦ ଥିବା ପର୍ଫ୍ୟୁମ୍ ବ୍ୟବସାୟୀ ପୀୟୁଷ ଜୈନ୍ ଏବେ ଡାକ୍ତର ପାଲଟିଯାଇଛନ୍ତି । ଜେଲରେ ହୋମିଓପାଥୀ ମେଡିସିନରେ କଏଦୀଙ୍କର ଚିକିତ୍ସା କରୁଛନ୍ତି ପୀୟୁଷ । ତାଙ୍କ ସମ୍ପର୍କୀୟଙ୍କ କହିବା ମୁତାବକ, ପୀୟୁଷ ବିଦେଶର ଏକ ଖ୍ୟାତାନାମା ୟୁନିଭର୍ସିଟିରୁ ହୋମିଓପାଥୀରେ…

ଆଲିଆ-ରଣବୀର କପୁର ଦେଲେ ଖୁସି ଖବର । ଇନଷ୍ଟାଗ୍ରାମରେ ପୋଷ୍ଟ କଲେ ଖାସ୍ ଫଟୋ

କନକ ବ୍ୟୁରୋ: ନିଜ ପ୍ରଶଂସକଙ୍କୁ ଗୁଡ୍ ନ୍ୟୁଜ୍ ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ । ଇନଷ୍ଟାଗ୍ରାମ ପୋଷ୍ଟରେ ନିଜ ପ୍ରେଗନାନ୍ସି ଖବର ଦେବା ସହ ଫଟୋ ବି ସେୟାର କରିଛନ୍ତି । ଏହାପରେ ତାଙ୍କ ପାଖକୁ ଛୁଟୁଛି ଅଭିନନ୍ଦନର ସୁଅ । କପୁର ପରିବାରକୁ ଆସିବେ କୁନି ଅତିଥି । ଏନେଇ ଆଜି…

କେନ୍ଦ୍ରମନ୍ତ୍ରୀଙ୍କ ବଡ ଦାବି: କହିଲେ ‘ମହାରାଷ୍ଟ୍ରରେ ବିଜେପି ଆଉ ମାତ୍ର ୨-୩ ଦିନ ପାଇଁ ବିରୋଧୀ ଦଳ ହୋଇ ରହିବ’

କନକ ବ୍ୟୁରୋ: ଶିବସେନାରେ ଏବେ ଚଡକ ପଡିଛି । ଦଳର ବିଧାୟକମାନେ ଏକନାଥ ସିନ୍ଦେଙ୍କ ହାତ ଧରିବା ପରେ ଏବେ ମହାରାଷ୍ଟ୍ର ସରକାରଙ୍କ ସତ୍ତା ନେଇ ପ୍ରଶ୍ନ ଉଠୁଛି । ଏଭଳି ସମୟରେ ଏକ ବଡ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନବେ । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମହାରାଷ୍ଟ୍ରରେ…